ଖେଳ

ମହାନ ଖେଳାଳିଙ୍କୁ ପଛରେ ଛାଡ଼ିଲେ ରୋହିତ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ରୋହିତ ଶର୍ମା ୫୯ ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ସାମିଲ ଥିଲା ୭ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏହି ଛକା ସହିତ ସେ…

ପାରାଲିମ୍ପିକ୍ସରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତ

ଟୋକିଓ,୨୭।୮: ଭାଭିନାବେନ ପଟେଲ ଶୁକ୍ରବାର ଇତିହାସ ରଚିଛିନ୍ତି। ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଇଭେଣ୍ଟରେ ପଦକ ନିଶ୍ଚିତ କରିବାରେ ଭାବିନା ପ୍ରଥମ ଭାରତୀୟ ଖେଳାଳି। ୨୦୧୬ ରିଓ ପାରାଲିମ୍ପିକ୍ସ ଚାମ୍ପିୟନ ବୋରିସ୍ଲାଭା ପେରିସ-ରାଙ୍କୋଭିକ୍‌ଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଭାଭିନା ସେମିଫାଇନାଲରେ ସ୍ଥାନ…

ଆରମ୍ଭରୁ ପଡ଼ିଲା ରାହୁଲଙ୍କ ଉଇକେଟ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୫୪ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ତୃତୀୟ ଦିନ ଲଞ୍ଚ ସୁଦ୍ଧା ଲୋକେଶ ରାହୁଲ (୮)ଙ୍କ ଉଇକେଟ ହରାଇ ୩୪ ରନ୍‌…

ପାରା ଟେବୁଲ ଟେନିସ କ୍ୱାଟର ଫାଇନାଲରେ ଭାବିନା

ଟୋକିଓ,୨୭।୮: ଭାରତର ପାରା ଟେବୁଲ ଟେନିସରେ ଭାବିନା ଦମଦାର ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍‌ ଡି ଅଲିଭିଆରାଙ୍କୁ ୧୬ ତମ ମ୍ୟାଚ୍‌ର ୪ ରାଉଣ୍ଡରେ ପରାସ୍ତ କରିଛନ୍ତି। ପରେ ସେ କ୍ୱାଟର…

ଅଭ୍ୟାସ ମ୍ୟାଚ୍‌ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍‌; ନିଜେ ଯାଇ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ ଆରମ୍ଭ କରିଦେଲେଣି। ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ…

କିଛି ଦିନ ତଳେ ୩୦ କୋଟିର ଫ୍ଲାଟ; ଏବେ ୫ କୋଟି ମୂଲ୍ୟର ଘଣ୍ଟା କିଣି ଚର୍ଚ୍ଚାରେ ଏହି ଭାରତୀୟ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍‌ଶୀଘ୍ର ମଇଦାନକୁ ଫେରିବେ। ସେ ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ୟୁଏଇରେ ପହଞ୍ଚି ସାରିଛନ୍ତି। ଏବେ ଖେଳଠାରୁ ଦୂରରେ ଥିବା…

ଶକ୍ତି ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୭।୮: ପଞ୍ଜାବ କଂଗ୍ରେସରେ କନ୍ଦଳ ଭିତରେ ଏବେ ଶକ୍ତି ପ୍ରଦର୍ଶନ ସମୟ ଆସିଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ତାଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୁରୁବାର ପଞ୍ଜାବ କ୍ୟାବିନେଟ…

ଏହି ୩ କଥା ରୁଟ୍‌ଙ୍କଠାରୁ ଶିଖନ୍ତୁ କୋହଲି

ଲିଡ୍ସ,୨୭।୮: ଇଂଲଣ୍ଡ ଅଧିନାୟକ ଜୋ ରୁଟ ଲିଡସ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ଫର୍ମ ଜାରି ରଖିଛନ୍ତି। ଜୋ ରୁଟ ଲିଡ୍ସ ଟେଷ୍ଟରେ ୧୨୧ ରନ ସଂଗ୍ରହ କରି ଟେଷ୍ଟ ସିରିଜରେ କ୍ରମାଗତ ତୃତୀୟ ଶତକ ହାସଲ କରିଥିଲେ। ଶତକ ହାସଲ କରିବା…

ଦିନକରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୨୭।୮: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌।…

ଭାରତୀୟ ଖେଳାଳିଙ୍କ ବେଳେବେଳେ ମସ୍ତିଷ୍କ କାମ କରୁନାହିଁ: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇସଲମାବାଦ,୨୭।୮: ଭାରତ ଏବଂ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଟେଷ୍ଟରେ ଆୟୋଜକ ଇଂଲଣ୍ଡ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମେ ଟସ ଜିତି ବ୍ୟାଟିଂ କରି ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୭୮ ରନରେ ଅଲଆଉଟ୍‌…

୩୦୫୮ ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କରିପାରନ୍ତି ଏହି କ୍ରିକେଟର୍‌

ଲିଡ୍ସ,୨୭।୮: ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ୨୦୨୧ରେ ସେ ଏପର୍ଯ୍ୟନ୍ତ ୧୩୯ରୁ ଅଧିକ ଟେଷ୍ଟ ରନ କରିସାରିଲେଣି। ଦୁନିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୭୫୦ ରନ ମାର୍କକୁ ଛୁଇଁ ପାରି ନାହାନ୍ତି।…

କଟା ଘା’ରେ ଚୂନ ଲଗାଇଲେ ଇଂଲଣ୍ଡ କ୍ରିକେଟର୍‌

ଲିଡ୍ସ,୨୭।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଥମ ଇନିଂସ ମାତ୍ର ୭୮ ରନ ସଂଗ୍ରହ କରିଥିଲା। ଏଭଳି ଖରାପ ପ୍ରଦର୍ଶନ ପରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିବା ସ୍ବାଭାବିକ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ଦଳର କଟା ଘା’ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?