Posted inଖେଳ

ଅନ୍ତିମ ୪ ଓଭରରେ ମ୍ୟାଚ୍‌କୁ ଫେରିଲା ନ୍ୟୁଜିଲାଣ୍ଡ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ନାମ୍ବିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ୪ ଓଭରରେ ମ୍ୟାଚ୍‌ ଫେରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୬ ଓଭର ମଧ୍ୟରେ ୪ ପ୍ରମୁଖ ଉଇକେଟ ହରାଇ ମାତ୍ର ୯୬ ରନ୍‌ କରିଥିଲା। ଲାଗୁଥିଲା ଦଳୀୟ ସ୍କୋର ୧୩୦ ପାର କରିବା ମୁସ୍କିଲ। କିନ୍ତୁ ଅନ୍ତିମ ୪ ଓଭରରେ ମ୍ୟାଚ୍‌ର ମଙ୍ଗ ବଦଳାଇ ଦେଇଥିଲା ଗ୍ଲେନ ଫିଲିପ୍ସ ୩୫ (୧ ଚୌକା ଓ ୩ ଛକା) ଓ ଜେମ୍ସ ନିଶାମ ୩୫ (୧ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦୁହେଁ ୫ମ ଉଇକେଟ ପାଇଁ ୭୭ ରନ୍‌ ଯୋଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ୪ ଉଇକେଟ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେସ୍‌ ଓ୍ବାକ୍‌ ପୂର୍ବରୁ ମଞ୍ଜୁଙ୍କ ହର୍ଡଲ୍ସ

ନୂଆଦିଲ୍ଲୀ, ୨୧ା୬(ପି.ଟି.): ଦେଶର ଟପ୍‌ ରେସ୍‌ ଓ୍ବାକର୍‌ ପଞ୍ଜାବର ୨୪ ବର୍ଷୀୟା ମଞ୍ଜୁ ରାଣୀ ଷଷ୍ଠ ଶ୍ରେଣୀରୁ ଏହି କ୍ରୀଡା ପ୍ରତି ଆକର୍ଷିତ ହେଲେ। ନିକଟରେ...

ବୋଲରଙ୍କ ଲାଇନ, ଲେନ୍ଥ ବିଗାଡ଼ି ଦେଲେ

କଲମ୍ବୋ,୧୮।୭: ଶ୍ରୀଲଙ୍କା ବୋଲରଙ୍କ ଲାଇନ, ଲେନ୍ଥ ହଜାଇ ଦେଲା ପୃଥ୍ବ ଶ’ ଓ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୨୬୩...

ସେମିରେ ବୋପାନ୍ନା-ଇବ୍‌ଡେନ

ନ୍ୟୁୟର୍କ, ୭।୯ (ପି.ଟି.): ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଇବ୍‌ଡେନ ୭ ସେଟ୍‌ ପଏଣ୍ଟ ସେଭ୍‌ କରି ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ...

‘କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା’

ଭୁବନେଶ୍ୱର, ୩ା୭ (ବିଜୟ ରଣା): ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ତରଫରୁ ସ୍ଥାନୀୟ ମଦର୍ସ ପବ୍ଲିକ ସ୍କୁଲ ବାସ୍କେଟବଲ କୋର୍ଟରେ ବିଶ୍ୱ କ୍ରୀଡ଼ା ଖବରଦାତା...

ଭାରତ ଏ’ ପାଇଁ ଖେଳିବେ ଧାଓ୍ବନ

ନୂଆଦିଲ୍ଲୀ,୩୧।୮(ପି.ଟି.)- ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ଭାରତୀୟ ଓପନର ଶିଖର ଧାଓ୍ବନ ଭାରତ ଏ’ ପାଇଁ ଖେଳିବେ। ଫର୍ମ ଫେରିପାଇବା ପାଇଁ ସେ...

ଦକ୍ଷିଣ ଆଫ୍ରିକା କୋଚ୍‌ ପଦରୁ ଗିବସନ ବିଦା

ଜୋହାନ୍ସବର୍ଗ,୫ା୮- ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍‌ ଓଟିସ ଗିବସନଙ୍କ ସମେତ ପୂରା କୋଚିଂ ଟିମ୍‌ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କୁ ବିଦା କରିଥିବା କ୍ରିକେଟ ଦକ୍ଷିଣ...

ସିଡ୍‌ନୀ ଟେଷ୍ଟ: ସୁଇପସନ୍‌ ଅଷ୍ଟ୍ରେଲିଆ ଦଳରେ ସାମିଲ

ମେଲବୋର୍ନ, ୨୬।୧୨ (ଏଏଫ୍‌ପି)- ନ୍ୟୁଜିଲାଣ୍ଡ ବିପକ୍ଷରେ ସିଡ୍‌ନୀରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳରେ ଲେଗ୍‌-ସ୍ପିନର ମିଚେଲ ସୁଇପ୍‌ସନଙ୍କୁ...

ଆଇପିଏଲ୍‌-୧୩ରେ ୫୧ଟି ବଲ୍‌ ଡଟ୍‌ ପକାଇଛନ୍ତି ଏହି ସ୍ପିନର

ଶାରଜା, ୧୩।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଲିଗ୍‌ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଫ୍‌-ସ୍ପିନର ଓ୍ବାଶିଂଟନ ସୁନ୍ଦର ବେଶ୍‌ ଚମତ୍କାର...

Advertisement
Archives

Model This Week