ଆଇପିଏଲ-୧୪: କୋଲକାତାର ଦିଲ୍ଲୀ ପରୀକ୍ଷା ଆଜି
ଅହମଦାବାଦ,୨୯।୪(ପି.ଟି.): ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ କୋଲକାତା ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ବିପକ୍ଷରେ କୋଲକାତାର ବ୍ୟାଟିଂ ବିଭାଗ ପରୀକ୍ଷାର ସମ୍ମୁଖୀନ ହେବ।...
ସ୍ବତନ୍ତ୍ର ବିମାନରେ ଅଷ୍ଟ୍ରେଲୀୟ ଖେଳାଳି ଘରକୁ ଯିବେ
ମେଲବୋର୍ନ,୨୯।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କୁ ସ୍ବତନ୍ତ୍ର ଅର୍ଥାତ୍ ଚାର୍ଟାର୍ଡ ବିମାନରେ ଘରକୁ ନିଆଯିବା ନେଇ ବିଚାରବିମର୍ଶ ଚାଲିଛି। ଏ ନେଇ ଅଷ୍ଟ୍ରେଲିଆ ପ୍ଲେୟାର୍ସ ୟୁନିୟନ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଅବଶ୍ୟ ଏ ନେଇ...
ମ୍ୟାଚ୍ ଫିକ୍ସିଂ: ଜୋୟସା ୬ ବର୍ଷ ବାସନ୍ଦ
ଦୁବାଇ,୨୯।୪(ପି.ଟି.): ଶ୍ରୀଲଙ୍କା ପୂର୍ବତନ ଦ୍ରୁତ ବୋଲର ତଥା କୋଚ୍ ନୂଆନ ଜୋୟସା ସବୁପ୍ରକାର କ୍ରିକେଟରୁ ୬ ବର୍ଷ ବାସନ୍ଦ ହୋଇଛନ୍ତି। ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ବୁଧବାର ବାସନ୍ଦ କରାଯାଇଛି ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ...
ଆଇଓସି ଉପସଭାପତି ଜନାର୍ଦ୍ଦନଙ୍କ ପରଲୋକ
ନୂଆଦିଲ୍ଲୀ, ୨୯।୪(ପି.ଟି.): ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ଉପସଭାପତି ଜନାର୍ଦ୍ଦନ ସିଂ ଗେହଲଟ ବୁଧବାର ଜୟପୁରରେ ପ୍ରାଣ ହରାଇଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଜନାର୍ଦ୍ଦନ ୭୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ବୋଲି କୁହାଯାଇଛି। ପୂର୍ବତନ...
ବାତିଲ ହୋଇପାରେ ମହିଳା ଟି୨୦ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ, ୨୯।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ସମୟରେ ହେଉଥିବା ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ ଏଥର ବାତିଲ ହେବା ସମ୍ଭାବନା ଦେଖାଦେଇଛି। ଭାରତରେ କୋଭିଡ୍-୧୯ ସଂକ୍ରମଣ ବଢ଼ୁଥିବାରୁ ଅନେକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଇଥିବାରୁ...
ପୂରା ଚାମ୍ପିୟନ ଭଳି ଖେଳୁଛି ସିଏସ୍କେ
ନୂଆଦିଲ୍ଲୀ,୨୮।୪ : ଆଇପିଏଲର ୩ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳୁଛି। ଅରୁଣ ଜେଟଲି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଅତି ସହଜରେ ୭ ଉଇକେଟରେ ହରାଇ ଦେଇଛି...
ଟି୨୦ରେ ମହାନ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଓ୍ବାର୍ନର
ନୂଆଦିଲ୍ଲୀ,୨୮।୪ : ଅରୁଣ ଜେଟଲି ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷରେ ୫୭ ରନ୍ର ଇନିଂସ ଅବସରରେ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି ଡେଭିଡ୍ ଓ୍ବାର୍ନର। ବିଶ୍ୱର ଚତୁର୍ଥ ଓ ଅଷ୍ଟ୍ରେଲିଆର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ...
ଓ୍ବିଲିୟମସନଙ୍କୁ ରୋକିପାରିଲା ନାହିଁ ସିଏସ୍କେ
ନୂଆଦିଲ୍ଲୀ,୨୮।୪ : ମାତ୍ର ୧୦ ବଲ ଖେଳିଥିବା କେନ ଓ୍ବିଲିୟମସନ ୨୬୦ ଷ୍ଟ୍ରାଇକରେଟ୍ରେ ୨୬ ରନ୍ କରିଥିଲେ। ସେ ବ୍ୟାଟିଂ ଆସିବା ପୂର୍ବରୁ ଲାଗୁ ନ ଥିଲା ହାଇଦ୍ରାବାଦ୍ ୧୭୦ ରନ୍ ଅତିକ୍ରମ କରିପାରିବ। କିନ୍ତୁ ଓ୍ବିଲିୟମସନ ଓ କେଦାର...
ଡି’ ଭିଲର୍ସଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ କୋହଲି
ଅହମ୍ମଦାବାଦ,୨୮।୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍ରେ ହରାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ସାଥି ଖେଳାଳି ଏବି ଡି’ ଭିଲର୍ସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଡି’ ଭିଲର୍ସ ପସନ୍ଦ କରନ୍ତି ନାହିଁ, ମୁଁ...
ପ୍ରଥମେ ବ୍ୟାଟିଂ ବାଛିଲେ ଓ୍ବାର୍ନର ; ସିଏସ୍କେ ଦଳରେ ଦୁଇ ପରିବର୍ତ୍ତନ
ନୂଆଦିଲ୍ଲୀ,୨୮।୪ : ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସନରାଇର୍ସ ହାଇଦ୍ରାବାଦ୍ ଅଧିନାୟକ ଡେଭିଡ୍ ଓ୍ବାର୍ନର। ଏଠାକାର ପିଚ୍ ଦ୍ୱିତୀୟ ଇନିଂସ ବେଳକୁ ଧିମା ହୋଇଯାଏ। ଏହାକୁ ନଜରରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇ ସୁପର...
୧୩୧ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର
ପାଲିକେଲ,୨୮।୪: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ଭାବେ ଶେଷ ହୋଇଛି। ବାଂଲାଦେଶ ଓପନର୍ ତମିମ ଇକବାଲ ମ୍ୟାଚର ଶେଷ ଦିନରେ ୧୩୧ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି। ଏହି ମ୍ୟାଚ୍ରେ ସେ ଅର୍ଦ୍ଧଶତକ ହାସଲ...
ପନ୍ତଙ୍କ ମୁଣ୍ଡ ଥାପୁଡେଇଲେ କୋହଲି, ଜାଣନ୍ତୁ କାହିଁକି
ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ହୋଇଥିଲା। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଯେଉଁଥିରେ ଆରସିବି ଦିଲ୍ଲୀକୁ ୧ ରନ୍ରେ...
Archives


