ଖେଳ

ଭାରତୀୟ ଦଳକୁ କୋଚିଂ ଦେବାକୁ ଚାହୁଁନାହାନ୍ତି ଧୋନୀ: ଗାଙ୍ଗୁଲି କଲେ ଖୁଲାସା

ନୂଆଦିଲ୍ଲୀ,୧୩।୯: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଟି -୨୦ ବିଶ୍ୱକପ ପାଇଁ ଦଳର ମେଣ୍ଟର କରାଯାଇଛି। ଦଳ ୨୦୦୭ ମସିହାରୁ ବିଶ୍ୱକପ ଟାଇଟଲ ଜିତି ନାହିଁ। କିନ୍ତୁ ଧୋନୀ କେବଳ ଏହି ବିଶ୍ୱକପ ପର୍ଯ୍ୟନ୍ତ ଦଳ ସହ ରହିବେ।…

କୋହଲିଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର

ଇସଲମାବାଦ,୧୩।୯: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିବେ ଏବଂ ରୋହିତ ଶର୍ମା ଏହି ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କୋହଲି ତାଙ୍କ ବ୍ୟାଟିଂ ଉପରେ…

ଗୋଟିଏ ଘଟଣା ଯୋଗୁ ବଦଳିଯାଇଥିଲା ଏହି ମହାନ କ୍ରିକେଟ୍‌ରଙ୍କ ଜୀବନ:ପାଇଥିଲେ ‘କିଙ୍ଗ ଅଫ ସ୍ପିନ’ ଆଖ୍ୟ

ଦୁନିଆର ମହାନ ସ୍ପିନର ସେନ୍‌ ୱାର୍ନ ଆଜି ଅର୍ଥାତ୍‌ ୧୩ ସେପ୍ଟେମ୍ବର ୨୦୨୧ରେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ରିକେଟରେ ତାଙ୍କର ସଫଳତା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଉଦାହରଣ। ୱାର୍ନ ଛୋଟ ଥିବାବେଳେ ଫୁଟବଲ ଏବଂ…

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ହରାରେ,୧୩।୯: ଜିମ୍ବାୱେର ତାରକା କ୍ରିକେଟର ବ୍ରେଣ୍ଡନ ଟେଲର କ୍ରିକେଟକୁ ଅଲବିଦା କହିଛନ୍ତି। ଫଳରେ ତାଙ୍କର ୧୭ ବର୍ଷର କ୍ରିକେଟ୍‌ କ୍ୟାରିଅରର ଅନ୍ତ ଘଟିଛି। ୩୪ ବର୍ଷୀୟ ପୂର୍ବତନ ଅଧିନାୟକ ତଥା ଜିମ୍ବାୱେର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ଟେଲର ସୋମବାର ଆୟର୍ଲାଣ୍ଡ ବିପକ୍ଷରେ…

କୋହଲି ଦେବେ ଇସ୍ତଫା, ଟି-୨୦ ବିଶ୍ୱକପ ପରେ ରୋହିତ ହେବେ ଅଧିନାୟକ…

କୋଲକାତା,୧୩।୯: ଭାରତୀୟ କ୍ରିକେଟ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଦଳର ବର୍ତ୍ତମାନର ଅଧିନାୟକ…

ବନ୍ଧୁଙ୍କ ସହ ଥିବାବେଳେ ସାଙ୍ଗରେ ଫୋନ୍‌ ନିଅନ୍ତି ନାହିଁ ଧୋନୀ: ଜାଣନ୍ତୁ କାହିଁକି

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ନଜର ଆସିବେ। କିନ୍ତୁ ଏଥର ପଡିଆରେ ନୁହେଁ, ସେ ଟି-୨୦ ବିଶ୍ୱକପରେ ମେଣ୍ଟର ଭାବରେ ଦଳକୁ ସମର୍ଥନ କରିବେ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ହେବାକୁ ଥିବା…

ଭାରତୀୟ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଲେ କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଖେଳାଳି

ନୂଆଦିଲ୍ଲୀ, ୧୨ା୯- ଟିମ୍‌ ଇଣ୍ଡିଆର ମିଡ୍‌ଲ ଅର୍ଡରରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ଦେବା ଉଚିଚ୍‌। ଏହା ଦ୍ୱାରା ମଧ୍ୟକ୍ରମ ଶକ୍ତିଶାଳୀ ହେବ। ଭାରତର ଏହି ଭେଟରାନ ଅଫ୍‌ ସ୍ପିନର ଅଲରାଉଣ୍ଡର ନିଜକୁ ସମସ୍ତ କଣ୍ଡିଶନରେ ଜଣେ ମ୍ୟାଚ୍‌ ଓ୍ବିନର ପ୍ରମାଣ କରି…

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏହି ପ୍ରଶ୍ନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା। ଆସନ୍ତା ଅକ୍ଟୋବର…

ବିଶ୍ୱକପ୍‌ ଦଳରେ ସାମିଲ ହେବା ମାତ୍ରେ ରେକର୍ଡ କଲେ ୟୁନିଭର୍ସ ବସ୍‌

ନୂଆଦିଲ୍ଲୀ,୧୨।୯: ଏକ ସମୟ ଥିଲା ଯେତେବେଳେ ଟି-୨୦ କ୍ରିକେଟକୁ ଯୁବ ପ୍ରତିଭାଙ୍କ ଖେଳ ବୋଲି କୁହାଯାଉଥିଲା। ହେଲେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ସହ ବିଶ୍ୱର ପ୍ରତିଟି ଦେଶରେ ଟି-୨୦ ଲିଗ୍‌ ଆରମ୍ଭ ହେବା ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।…

କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ

ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବା କାରଣରୁ ଭାରତୀୟ ଦଳରେ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା କୁହାଯାଇଥିଲା।…

ଖୁବ୍‌ଶୀଘ୍ର ଏହି କ୍ରିକେଟର୍‌ଙ୍କ ଘରେ ବାଜିବ ସାହାନାଇ

ସିଡନୀ,୧୨।୯: ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗର୍ଲଫ୍ରେଣ୍ଡ ଗ୍ରେଟା ମ୍ୟାକଙ୍କ ସହ ମିଚେଶଙ୍କ ନିର୍ବନ୍ଧ ଶେଷ ହୋଇଛି। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ।…

ଯୁବରାଜଙ୍କ ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୧୨।୯: ଆମେରିକା ପାଇଁ ଖେଳୁଥିବା ଭାରତୀୟ ମୂଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜସକରନ ମାଲହୋତ୍ରା ୨ ଦିନ ପୂର୍ବରୁ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ସେ ପାପୁଆ ନ୍ୟୁ ଗିନି ବିପକ୍ଷ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରିିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?