ବ୍ୟାଟିଂ ଦ୍ୱାରା ପ୍ରେମିକାଙ୍କୁ ପ୍ରଭାବିତ କରିଥିଲେ ଏହି କ୍ରିକେଟର୍
ଅହମ୍ମଦାବାଦ,୧୪।୯: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ କଠିନ ପରିଶ୍ରମ ଆଧାରରେ ଟି -୨୦ ବିଶ୍ୱକପ ଦଳରେ ସ୍ଥାନ ନିଶ୍ଚିତ କରିଛନ୍ତି। ଆଜି ହେଉଛି ସୂର୍ଯ୍ୟକୁମାର ଯାଦବଙ୍କ ୩୧ତମ ଜନ୍ମଦିନ। ସୂର୍ଯ୍ୟକୁମାରଙ୍କ ପରି ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ପଡ଼ିଆରେ…
ଚେନ୍ନାଇକୁ ଲାଗିଲା ବଡ଼ ଝଟ୍କା
ଦୁବାଇ,୧୪।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇ ମାଟିରେ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଦ୍ୱିତୀୟାର୍ଦ୍ଧ ଆରମ୍ଭ ପୂର୍ବରୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗକୁ…
ଧୋନୀଙ୍କୁ ମେଣ୍ଟର କରାଯିବାର ପ୍ରକୃତ କାରଣ କହିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୪।୯: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଟିମ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନୀଙ୍କ ନିଯୁକ୍ତି ପଛରେ ପ୍ରକୃତ କାରଣ ପ୍ରକାଶ କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ, ଯୁବ ଭାରତୀୟ ଦଳ ବଡ଼…
ଫ୍ରାଞ୍ଚାଇଜ୍ ହାତ ଅଧାରୁ ଛାଡି ଦେଲେ ଏହି ୧୫ ଖେଳାଳି
ଖେଳାଳିମାନେ ଆଘାତ ହେତୁ ପ୍ରାୟତଃ ଆଇପିଏଲ କିମ୍ବା ଅନ୍ୟ କୌଣସି ଟୁର୍ନାମେଣ୍ଟରେ ପ୍ରତ୍ୟାହାର କରନ୍ତି, କିନ୍ତୁ ଖେଳାଳିମାନେ ନିଲାମରେ ସେମାନଙ୍କ ନାମ ପଞ୍ଜିକରଣ କରନ୍ତି ଏବଂ ତା’ପରେ ବିନା ଆଘାତରେ ସେମାନଙ୍କ ଚୁକ୍ତିନାମାକୁ ସମ୍ମାନ ଦେବାରେ ବିଫଳ ହୁଅନ୍ତି, ସେହି ସମୟରେ…
କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..
ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ବାୟୋ-ବବଲ(ସୁରକ୍ଷିତ ପରିବେଶ) ଆହୁରି ଶକ୍ତିଶାଳୀ ହେବ। ଏହି…
ସ୍ତ୍ରୀଙ୍କ ପରେ ଏବେ ଗର୍ଲଫ୍ରେଣ୍ଡଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ପ୍ରାୟ ୭୦ କୋଟି ମୂଲ୍ୟର ଘର କିଣିଛନ୍ତି। ସେ ଏହି ଫ୍ଲାଟକୁ ବ୍ୟାଚ୍ଲର୍ ପ୍ୟାଡ୍(ଯେଉଁଠାରେ ବ୍ୟାଚ୍ଲର୍ ରୁହନ୍ତି)ଆଖ୍ୟା ଦେଇଛନ୍ତି। ତାଙ୍କର ଏହି ନୂତନ ଫ୍ଲାଟରେ ୫ଟି କୋଠରୀ ଅଛି ଏବଂ ୟୁରୋପୀୟ ଶୈଳୀରେ ନିର୍ମିତ।…
ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଟିମ୍କୁ ଏକାକୀ ପାଣି ପିଆଇ ଦେଇଥିଲେ
ବେଲଫାଷ୍ଟ,୧୪।୯: କ୍ରିକେଟରୁ ଜିମ୍ବାଓ୍ବେର ସିନିୟର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲରଙ୍କ ଅବସର ସହ ଏକ ଯୁଗ ଶେଷ ହୋଇଛି। ଜିମ୍ବାଓ୍ବେ କ୍ରିକେଟ ଇତିହାସର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ ୧୭ ବର୍ଷର କ୍ୟାରିୟରରେ ୩୪ ଟେଷ୍ଟ, ୨୦୨ ଦିନିକିଆ ଓ ୪୫ ଟି୨୦ ମ୍ୟାଚ୍…
କ୍ଷତିପୂରଣ ପାଇଁ ଇସିବିକୁ ଏଭଳି ପ୍ରସ୍ତାବ ଦେଲା ବିସିସିଆଇ
ମାଞ୍ଚେଷ୍ଟର,୧୩।୯: ଆଗାମୀ ବର୍ଷ ଜୁଲାଇରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବାର ଅଛି। ସେହି ସିରିଜ୍ରେ ଅତିରିକ୍ତ ୨ଟି ଟି୨୦ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ଏକ…
ଶାସ୍ତ୍ରୀଙ୍କୁ ଦଣ୍ଡିତ କରାଯିବ ନାହିଁ
ନୂଆଦିଲ୍ଲୀ,୧୩।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲଣ୍ଡନରେ ନିଜ ବୁକ୍ ଲଞ୍ଚିଂ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ତାହା ପୁଣି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବିନା ଅନୁମତିରେ। ତେବେ ଏଥିଲାଗି…
ଏବେ ଭାରତ-ପାକିସ୍ତାନ ସିରିଜ୍ ସମ୍ଭବ ନୁହେଁ
ଲାହୋର,୧୩।୯: ଏବେ ଦୁଇ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ଖେଳାଯିବା ସମ୍ଭବ ନୁହେଁ। ନୂଆ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ଦାୟିତ୍ୱ ପାଇଥିବା ପୂର୍ବତନ ପାକିସ୍ତାନ କ୍ରିକେଟର ରମିଜ ରାଜା ଏଭଳି…
ଆଇପିଏଲ ପାଇଁ ବାତିଲ ହୋଇନାହିଁ ମାଞ୍ଚେଷ୍ଟର ଟେଷ୍ଟ
ନୂଆଦିଲ୍ଲୀ,୧୩।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ର ୫ମ ତଥା ଅନ୍ତିମ ଟେଷ୍ଟ ବାତିଲ ହେବା ପରେ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରଥମ ଥର ମୁହଁ ଖୋଲିଛନ୍ତି। ଦଳୀୟ କ୍ୟାମ୍ପରେ କୋଭିଡ୍ ଦେଖାଦେବା ପରେ ଖେଳାଳିମାନେ ଖେଳିବାକୁ ମନା…
କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଘୋଷଣା: ଅଧିନାୟକ ପଦରେ ରହିବେ ନା ନାହିଁ ଜାଣନ୍ତୁ
ନୂଆଦିଲ୍ଲୀ,୧୩।୯: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ସୀମିତ ଓଭର କ୍ରିକେଟରେ ଦଳର ଅଧିନାୟକତ୍ୱ ଛାଡିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର କୋଷାଧ୍ୟକ୍ଷ ଅରୁଣ ଧୁମାଲ…

