ଖେଳ

ନିଦରେ ଏହି କଥା ଭାବି ବାଉଳା-ଚାଉଳା ହୁଅନ୍ତି ଧୋନୀ

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାର ସମୟ ଅଛି। ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ଅଧିନାୟକ ଏମ.ଏସ ଧୋନୀ ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ଧୋନୀଙ୍କ ବିଷୟରେ ତାଙ୍କ ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆ ମାଧ୍ୟମରେ...

ସ୍ତ୍ରୀଙ୍କଠାରୁ ପ୍ରବଳ ଗାଳି ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ପଛରେ ରହିଛି ଏହି କାରଣ

ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ‘ବ୍ୟାଟ୍‌କୁ ପଡ଼ୋଶୀଙ୍କ ସ୍ତ୍ରୀ’ଙ୍କ ସହ ତୁଳନା କରିବା ମହଙ୍ଗା ପଡିଛି। ଏବେ ଏହି ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି। ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର...

ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀ ନିକଟରେ ୧୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ୨୦୧୦ ମସିହା ଜୁଲାଇ ୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଅବସରରେ...

୭୯ ବଲ୍‌ରୁ ୨୦୫ରନ୍‌ର ବିସ୍ପୋରକ ଇନିଂଶ ଖେଳି ଇତିିହାସ ରଚିଲେ ଏହି କ୍ରିକେଟର୍‌

କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଟି -୨୦ ରେ ଦ୍ୱିଶତକ ହାସଲ କରିବା କ୍ରୀଡ଼ା ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିପାରେ। କିନ୍ତୁ ଦିଲ୍ଲୀର କ୍ରିକେଟର ସୁବୋଧ ଭାଟି ଏପରି କାର୍ଯ୍ୟ କରିଛନ୍ତି। ଏହି ପ୍ରଦର୍ଶନ ସହିତ ସେ ଅନେକ କ୍ରିକେଟ ପ୍ରେମୀଙ୍କ...

ଗୋଟିଏ ବଲ୍‌ରୁ ୮ ରନ୍‌ରେ କରିଥିଲେ ଏହି କ୍ରିକେଟର୍‌: ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ୍‌ ଜନ୍‌ ରାଇଟ୍‌ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ନ୍ୟୁଜିଲାଣ୍ଡର ସଫଳ କ୍ରିକେଟ୍‌ର ଭାବେ ଜଣାଶୁଣା ରାଇଟ୍‌ ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ଭାରତୀୟ ଦଳର କୋଚ ଥିଲେ। ଏହି ସମୟରେ ଭାରତୀୟ କ୍ରିକେଟକୁ...

ସେହ୍ବାଗଙ୍କୁ ଥରେ ଚାପୁଡା ମାରିଥିଲେ କୋଚ୍‌: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌କୁ ଆଗକୁ ବଢାଇବା ପାଇଁ ଜନ ରାଇଟ ଅବଦାନ ଅତୁଳନୀୟ। ନ୍ୟୁଜିଲାଣ୍ଡ ପାଇଁ ଜନ ରାଇଟ୍‌ ଜଣେ ସଫଳ କ୍ରିକେଟର ଥିଲେ। କିନ୍ତୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ଜଣେ କୋଚ୍‌ ଭାବରେ ମନେ ରଖିଛନ୍ତି। ୫ ଜୁଲାଇ...

କୋନର ଜିତିଲେ ୯ମ ଷ୍ଟେଜ୍‌

ପ୍ୟାରିସ, ୫ା୭: ଅଷ୍ଟ୍ରେଲିଆର ବେନ୍‌ ଓ’ କୋନର ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୯ମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। କ୍ଲସେସ୍‌ଠାରୁ ଟାଇଗ୍ନେସ ୧୪୪.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌କୁ ସେ ୪ ଘଣ୍ଟା୨୬ ମିନିଟ୍‌ ୪୩ ସେକେଣ୍ଡ...

ଟୋକିଓ ଅଲିମ୍ପିକ୍ସ: ଟର୍ଚ୍ଚ ରିଲେରେ କିମ୍ବଦନ୍ତୀ ଫୁଟ୍‌ବଲର ଜିକୋ

କାଶିମା, ୫।୭: ଜାପାନର କାଶିମା ସହରରେ ଅନୁଷ୍ଠିତ ଅଲିମ୍ପିକ ମଶାଲ ରାଲିରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ରାଜିଲ ଫୁଟବଲର ଜିକୋ। ସେ ଅନ୍ୟତମ ଅନ୍ତିମ ମଶାଲ ବାହକ ଭାବେ କାଶିମା ସହରର ଇବାରାକି ପ୍ରାନ୍ତରେ ରବିବାର ଅନୁଷ୍ଠିତ ମଶାଲ ରାଲିରେ...

ଦକ୍ଷିଣ ଆଫ୍ରିକା ୩-୨ରେ ସିରିଜ ବିଜୟୀ

ସେଣ୍ଟ ଜର୍ଜ (ଗ୍ରେନେଡା), ୫ା୭ (ଏପି)-ସ୍ଥାନୀୟ ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ୫ମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୫ରନରେ ଓ୍ବେଷ୍ଟଇଣ୍ଡିିଜକୁ ପରାସ୍ତ କରିଛି। ଏଡେନ ମାରକ୍ରାମ ଓ କ୍ୱିଣ୍ଟନ ଡି’କକ୍‌ ଦ୍ୱିତୀୟ ଉଇକେଟରେ ୧୨୭ରନ ଯୋଗ...

ଫର୍ମୁଲାଓ୍ବାନ ମୋଟରରେସିଂ: ଭର୍ଷ୍ଟାପେନ୍‌ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ (ଅଷ୍ଟ୍ରିଆ), ୫।୭- ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ରେସ୍‌ରେ ସେ ୧:୨୩:୫୪.୫୪୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ମର୍ସିଡିଜ୍‌ର ଭାଲଟେରୀ ବୋଟ୍ଟାସ ଏବଂ...

ମହାମାରୀ ଭୟ ସତ୍ତ୍ୱେ ଟୋକିଓରେ ନିର୍ବାଚନ

ଟୋକିଓ,୫।୭(ଏପି): କୋଭିଡ୍‌-୧୯ ମହାମାରୀର ଭୟାବହତା ପାଇଁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଟୋକିଓରେ ଆସେମ୍ବ୍ଲି ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ପାଖାପାଖି ୩ ସପ୍ତାହ ପରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନ ସଂକ୍ରମଣ...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- କଲମ୍ବିଆ ସେମି ମୁକାବିଲା

ରିଓ ଡି ଜେନିରୋ,୫।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅନ୍ୟତମ ଫେଭରାଇଟ ଦଳ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ୩-୦ ଗୋଲରେ ଇକ୍ୱେଡରକୁ ହରାଇ ସେମିକୁ ଉଠିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri