ପଦାର୍ପଣ ଧାଡ଼ିରେ ଆଉ ୩ ଖେଳାଳି
କଲମ୍ବୋ,୨୪।୭: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରେ ଭାରତୀୟ ଦଳ ପାଇଁ ୬ ଜଣ ଖେଳାଳି ପଦାର୍ପଣ କରିଥିଲେ। ହେଲେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଓପନର ରୁତୁରାଜ ଗାଏକ୍ୱାଡ ଓ ଦେବଦତ୍ତ ପାଡିକଲଙ୍କୁ ମିଳି ନ ଥିଲା ସୁଯୋଗ।...
‘ଅନେକ ବଳିଦାନ ଦେଇଛି’
ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ ଚାନ୍ନୁ। ୨୧ ବର୍ଷ ପରେ ଦେଶର ପ୍ରଥମ ଓ୍ବେଟ୍ଲିପ୍ଟର ଭାବେ ଚାନ୍ନୁ (୪୯...
ଖାଲି ହାତରେ ଫେରିଲେ କ୍ରିଷ୍ଣନ
ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପୁରୁଷ ବକ୍ସରଙ୍କ ମଧ୍ୟରେ ସବୁଠୁ ଅଭଜ୍ଞ ବକ୍ସର...
ପୃଥ୍ବୀ ଶ’ଙ୍କୁ ‘ଶୋ-ଷ୍ଟପର୍’ ଭାବନ୍ତି ଏହି କ୍ରିକେଟର, କହିଲେ-ବ୍ୟାଟିଂ ବେଳେ ତାଙ୍କ…
ନୂଆଦିଲ୍ଲୀ,୨୪।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ୧୨୭ ରନ୍ କରିଥିବା ସୂର୍ଯ୍ୟକୁମାରଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’...
ଆହତ ଖେଳାଳିଙ୍କ ସ୍ଥାନରେ ଇଂଲଣ୍ଡ ଯାଇପାରନ୍ତି ଏହି ୩ କ୍ରିକେଟର; ଦୁଇଜଣ ଶ୍ରୀଲଙ୍କାରେ…
ନୂଆଦିଲ୍ଲୀ,୨୪।୭: ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ହେଲେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର କିଛି ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତିନି ଭାରତୀୟ ଖେଳାଳି ଶୁଭମନ...
ଇତିହାସ ରଚିଲେ ମିରାବାଇ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଷ୍ଟାର ଭାରୋତ୍ତୋଳକ ମିରାବାଇ ଚାନୁ ପଦକ ଜିତିବାରେ ସଫଳ ହୋଇଛନ୍ତି। ସେ ଶନିବାର ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ୪୯ କିଗ୍ରା ବର୍ଗରେ ସେ...
ବିନା ଭ୍ୟାକ୍ସିନରେ ଆମେରିକାର ୧୦୦ ଆଥ୍ଲେଟ
ଟୋକିଓ, ୨୪।୭(ଏପି): ଅଲିମ୍ପିକ୍ସରେ ଭାଗ ନେବାଲାଗି ଟୋକିଓ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ୬୧୩ ଆଥ୍ଲେଟଙ୍କ ମଧ୍ୟରୁ ପ୍ରାୟ ୧୦୦ଜଣ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି। ଶୁକ୍ରବାର ରାତିରେ ଉଦ୍ଘାଟନୀ ଉତ୍ସବର କେଇ ଘଣ୍ଟା ପୂର୍ବରୁ ଆମେରିକା ଅଲିମ୍ପିକ ଓ ପାରାଅଲିମ୍ପିକ...
ବେହୋସ ହୋଇପଡ଼ିଲେ ରୁଷୀୟ ତୀରନ୍ଦାଜ
ଟୋକିଓ, ୨୪ା୭(ଏପି)-ଟୋକିଓ ଅଲିମ୍ପିକ୍ସର ଏକ ପ୍ରତିଯୋଗିତା ବେଳେ ବାୟୁମଣ୍ଡଳର ଉତ୍ତାପ ସହ୍ୟ କରି ନ ପାରି ରୁଷିଆର ଜଣେ ତୀରନ୍ଦାଜ ସ୍ବେତଲାନା ଗୋମ୍ବୋଏଭା ବେହୋସ ହୋଇଯାଇଥିଲେ। କ୍ୱାଲିଫାଇଂ ରାଉଣ୍ଡରେ ଭାଗ ନେଇ ସାରିବା ପରେ ଗୋମ୍ବୋଏଭା ଚେତାଶୂନ୍ୟ ହୋଇପଡ଼ିଥିଲେ। ଘଟଣାସ୍ଥଳରେ...
ସର୍ବକନିଷ୍ଠ ଟୋକିଓ ଅଲିମ୍ପିଆନ ଜାଜା
ଟୋକିଓ, ୨୪ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ପ୍ରତିଯୋଗୀ ହେଉଛନ୍ତି ଯୁଦ୍ଧପ୍ରବଣ ସିରିଆ ଦେଶର ୧୨ ବର୍ଷୀୟା ହେନ୍ଦ୍ ଜାଜା। ସେ ଟେବୁଲ ଟେନିସ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ୨୦୧୪ରୁ ସେ ଏହି ଖେଳ ସହ ସମ୍ପୃକ୍ତ। ଦାମାସ୍କସରେ ସେ ଟ୍ରେନିଂ...
କଲ୍ଡ୍ରନରେ ପ୍ରଥମ ଥର ବ୍ୟବହାର ହେଉଛି ହାଇଡ୍ରୋଜେନ୍
ଟୋକିଓ, ୨୪ା୭ (ଏପି)-ସୂର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଥର ଅଲିମ୍ପିକ କଲ୍ଡ୍ରନକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଅଲିମ୍ପିକ ଅଗ୍ନିଶିଖାର ପ୍ରଜ୍ୱଳନ ପାଇଁ ଜାଳେଣି ରୂପେ ପ୍ରଥମ ଥର ହାଇଡ୍ରୋଜେନକୁ ବ୍ୟବହାର କରାଯାଇଛି। ଟୋକିଓ ଗେମ୍ସ ପାଇଁ ଏଥର ଦୁଇଟି...
ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟିତ: ଜାପାନ କଳା, ସଂସ୍କୃତିର ଝଲକ
ଟୋକିଓ,୨୪।୭ (ପି.ଟି.): କୋଭିଡ୍-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି।...
ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ
ଟୋକିଓ,୨୪।୭ (ପି.ଟି.): କୋଭିଡ୍-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି।...
Archives


