Posted inଖେଳ

୩୦ ରେସ୍‌ଲରଙ୍କ ପାଇଁ ୧.୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ,୧୮।୪: ମଙ୍ଗୋଲିଆରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ସିନିୟର ଏସିଆନ ଚାମ୍ପିୟନଶିପ୍‌। ଏଥିରେ ଅଲିମ୍ପିକ୍‌ ପଦକଧାରୀ ରବି ଦାହିୟା ଓ ବଜରଙ୍ଗ ପୁନିଆଙ୍କ ସମେତ ୩୦ ରେସ୍‌ଲର ଭାଗନେବେ। ଏଥିଲାଗି ସୋମବାର ୧.୨୮ କୋଟି ଟଙ୍କା ମଞ୍ଜୁର କରିଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)। ପୁରୁଷ ଫ୍ରିଷ୍ଟାଇଲ ଓ ଗ୍ରୀକୋ-ରୋମାନ ବର୍ଗରେ ୨୦ ଜଣ ଭାଗନେବାକୁ ଥିବା ବେଳେ ୧୦ ମହିଳା କୁସ୍ତିଯୋଦ୍ଧା ଇଭେଣ୍ଟରେ ଅଂଶଗ୍ରହଣ କରିବେ।

”ଉଭୟ ପୁରୁଷ ଓ ମହିଳା ଦଳର ଗସ୍ତ ଲାଗି ସରକାର ୧.୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି“ ବୋଲି ସାଇ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ଟି-୨୦ରେ ବିଶ୍ୱକପ୍‌ରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତରେ ଅନୁଷ୍ଠିତ ହେବାର...

ଘରେ ରହି ସ୍ବାମୀଙ୍କୁ ଏମିତି ଚିୟର କରୁଛନ୍ତି ନତାଶା

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର...

ଫର୍ମୁଲା ଓ୍ବାନ୍‌ ସୁପରଷ୍ଟାର

ଲୁଇସ୍‌ ହାମିଲଟନ ଷଷ୍ଠଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରି ମାଇକେଲ ସୁମାକରଙ୍କଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ୩୪ ବର୍ଷରେ ପଦାର୍ପଣ କରିଥିବାରୁ...

ଟସ୍‌ ଜିତିଲା ଜିଟି, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ...

୨୦୨୧ ମହିଳା ବିଶ୍ୱକପ୍‌ରେ ରହିଛି ୩ ରିଜର୍ଭ ଡେ

ଅକ୍‌ଲାଣ୍ଡ,୧୧।୩- ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୧ ମହିଳା ବିଶ୍ୱକପର କାର୍ଯ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ଇଭେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପାଇଁ ୩...

ମୁସ୍ତାକ ଅଲି ଟି୨୦: ସମ୍ଭାବ୍ୟ କେରଳ ଦଳରେ ଶ୍ରୀସନ୍ଥ

ଥିରୁଭାନାନ୍ଥପୁରମ,୧୫।୧୨: ପୂର୍ବତନ ଭାରତୀୟ ପେସର ଏସ୍‌. ଶ୍ରୀସନ୍ଥ ମଙ୍ଗଳବାର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ଆସନ୍ତା ୨ ତାରିଖରୁ ହେବାକୁ ଯାଉଥିବା...

ରିଦ୍ଧିମାନ ଆହତ: କିପିଂ କଲେ ପନ୍ତ

ରାଞ୍ଚି,୨୨।୧୦(ପି.ଟି.)- ଚଳିତ ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ଅବସରରେ ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଛନ୍ତି। ତୃତୀୟ...

ବାରବାଟୀ ଦିନିକିଆ ଆଉ ୨୧ ଦିନ ବରୁଣ-ଉମେଶଙ୍କ ସ୍ମରଣୀୟ ଭାଗୀଦାରି

କଟକ ଅଫିସ,୦୧।୧୧- ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୨୧୧ରନ କରିଥିଲା। ବିଜୟଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୭ତମ ଓଭର ପ୍ରଥମ ବଲ୍‌ରେ...

Advertisement
Archives

Model This Week