ଖେଳ

୪୬ ବର୍ଷ ବୟସରେ ମତୁଆଲା କରୁଛନ୍ତି ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ; ହାଇସ୍କୁଲରେ ପଢ଼ୁଥିବା ବେଳେ ପଡ଼ିଥିଲେ ପ୍ରେମରେ

ନୂଆଦିଲ୍ଲୀ,୧୫।୧: ଚର୍ଚ୍ଚାରେ ଡବ୍ଲ୍ୟୁଡବ୍ଲ୍ୟୁଇର ଲୋକପ୍ରିୟ ତାରକା ମହିଳା ରେସଲର ତ୍ରିଶ୍‌ ଷ୍ଟ୍ରାଟସ୍‌। ୧୯୯୦ ଏବଂ ୨୦୦୦ ଦଶକରେ ସେ ୭ଥର ରେସଲିଂ ଚାମ୍ପିଅନ୍‌ ହୋଇଥିଲେ। ସେ ପୁରୁଷ ଚାମ୍ପିୟନଶିପ୍‌ ଜିତିଥିବା ଡବ୍ଲ୍ୟୁଡବ୍ଲ୍ୟୁଇର ମହିଳା ରେସଲରଙ୍କ ମଧ୍ୟରୁ ଜଣେ। ଏବେ ତ୍ରିଶ୍‌ଙ୍କୁ ୪୬…

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌ ଧୋନୀଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇପାରେ ବୋଲି କୁହାଯାଉଛି। ରମେଶ ବାଲା…

ଲିଖିତ, ଫିଟ୍‌ନେସ୍‌ ପରୀକ୍ଷାରେ ପାସ୍‌ କଲେ ୪ ଓଡ଼ିଆ ରେଫରି

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓଡ଼ିଶାର ୪ ଜଣ ଫୁଟବଲ ରେଫରି କାଟ-୨ ଜାତୀୟ ରେଫରିର ମର୍ଯ୍ୟାଦା ହାସଲ କରିବା ପାଇଁ ପରୀକ୍ଷାର ଗୋଟିଏ ପର୍ଯ୍ୟାୟରେ ଉନ୍ନତି କରିଛନ୍ତି। ଅଲ୍‌ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍‌ଏଫ୍‌) ଦ୍ୱାରା ଆୟୋଜିତ ହୋଇଥିବା ଲିଖିତ ଓ ଫିଟ୍‌ନେସ୍‌ ପରୀକ୍ଷାରେ…

ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଖଣ୍ଡା ଧରି ବୁଲାଉଥିବା ଫଟୋ ଭାଇରାଲ ହେଉଥିବାବେଳେ କେତେବେଳେ ହର୍ସ ରାଇଡିଂ କରୁଥିବାର ନଜର…

କେପ୍‌ ଟାଉନ୍‌ରେ କୋହଲି ଯାହା କରିଛନ୍ତି, କେହିବି ତାଙ୍କୁ ଆଦର୍ଶ ମାନିବେ ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୪।୧: ନୂଆ ବିବାଦରେ ଫସିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନରେ ଏକ ଡିଆର୍‌ଏସ୍‌କୁ ନେଇ ବିବାଦ ଦେଖାଦେଇଛି। କୋହଲିଙ୍କ ବ୍ୟବହାରକୁ ନେଇ…

କରୋନାକୁ ହରାଇ ଫେରିବା ପରେ ନେଲେ ଚକିତ କଲାଭଳି ନିଷ୍ପତ୍ତି; ତା’ ପରେ ଘଟିଲା…

ମେଲବର୍ନ,୧୪।୧: ଅନ୍ତର୍ଜାତୀୟ କ୍ରିକେଟ ହେଉ ଅବା ଲିଗ୍‌ କ୍ରିକେଟ, ଭେଟେରାନ୍‌ ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ନିଜ ନିଷ୍ପତ୍ତିରେ ପ୍ରଶଂସକଙ୍କୁ ଚମକାଇଥାନ୍ତି। କୋଭିଡ-୧୯କୁ ହରାଇବା ପରେ ମାକ୍ସଓ୍ବେଲ୍‌ ଗୁରୁବାର ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ର ମଇଦାନକୁ ଓହ୍ଲାଇଥିଲେ। ସେଠାରେ ସେ ଏକ…

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ରହିଲା ଅଧୁରା

କେପ୍‌ ଟାଉନ୍‌,୧୪।୧: ସ୍ଥାନୀୟ ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଉଇକେଟରେ ପରାସ୍ତ କରିଛି । ଫଳରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ୨୧୨ ରନ୍‌ର…

ଭିଜା ବାତିଲ ସହ ୩ ବର୍ଷ ପାଇଁ ବାସନ୍ଦ

ମେଲବୋର୍ନ,୧୪।୧: ଟେନିସ ତାରକା ନୋଭାକ୍‌ ଜୋକୋଭିଚ୍‌ଙ୍କ ଭିଜାକୁ ଶୁକ୍ରବାର ଦ୍ୱିତୀୟ ଥର ଲାଗି ବାତିଲ କରି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର। କୋଭିଡ୍‌-୧୯ ଟିକା ନ ନେଇ ଅଷ୍ଟ୍ରେଲିଆ ଆସିଥିବା ସର୍ବିଆ ଖେଳାଳିଙ୍କୁ ଦେଶରୁ ଡିପୋର୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ସ୍ବାସ୍ଥ୍ୟକୁ…

ବ୍ୟାଟରଙ୍କଠୁ କମ୍‌ ନୁହନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବୋଲର

ଜାମାଇକା,୧୪।୧: ସ୍ଥାନୀୟ ସାବିନା ପାର୍କଠାରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବ୍ୟାଟରେ କମାଲ କରି ଦେଖାଇଛନ୍ତି ଓ୍ବେଷ୍ଟଇଣ୍ଡିଜ ବୋଲର। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୧୪୩ ରନ୍‌ରେ ୮ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଜଟିଳ ସ୍ଥିତିରେ…

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ କେତେକ ପାକିସ୍ତାନୀ ଖେଳାଳି ମଧ୍ୟ କମେଣ୍ଟ ଦେଇଛନ୍ତି। ୩୬ ବର୍ଷୀୟ…

ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’

ନୂଆଦିଲ୍ଲୀ,୧୪।୧: ଦୁଇ ବର୍ଷ ହେଲା ଲଗାତାର ଫେଲ୍‌ ହେଉଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ପାଇଁ ଜାତୀୟ ଦଳର ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଦୁହିଁଙ୍କ ବିଫଳତା ଯୋଗୁ ଟୁଇଟ୍‌ରେ ଟ୍ରେଣ୍ଡିଂ ପାଲଟିଛି ‘ପୁରାନେ’ (ପୁରୁଣା)। ୟୁଜର୍ସ ପୂଜାରା ଓ…

‘୧୧ ଜଣଙ୍କ ବିରୋଧରେ ଖେଳୁଛି ପୂରା ଦକ୍ଷିଣ ଆଫ୍ରିକା’

କେପ୍‌ ଟାଉନ,୧୪।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନ ଏକ ବିବାଦୀୟ ଡିଆର୍‌ଏସ୍‌କୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ଇନିଂସର ୨୧ତମ ଓଭରରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?