ଖେଳ

ଶେଷକୁ ମିଳିଲା ସବୁଠୁ ବଡ଼ ଉଇକେଟ

କେପ୍‌ ଟାଉନ,୧୩।୧: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଅନ୍ତିମ ମୋଢ଼ରେ ପହଞ୍ଚିଛି। ମ୍ୟାଚ୍‌ରେ ଦୁଇ ଦିନ ବାକି ଥିବାରୁ ଫଳାଫଳ ବାହାରିବା ନିଶ୍ଚିତ। ଘରୋଇ ଦଳକୁ ଜିତିବା ପାଇଁ ୧୧୧…

ଲିଲିମାଙ୍କ ଅବସର

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ହକିର ଅନ୍ୟତମ ଦକ୍ଷ ମିଡ୍‌ଫିଲ୍ଡର ଓଡ଼ିଶାର ଲିଲିମା ମିଞ୍ଜ ଗୁରୁବାର ଅବସର ଘୋଷଣା କରିଛନ୍ତି। କ୍ୟାରିୟରରେ ୧୫୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଲିଲିମା ୧୪ଟି ଗୋଲ ସ୍କୋର କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ…

ଟିମ୍‌ ଇଣ୍ଡିଆକୁ ଐତିହାସିକ ବିଜୟ ଆଶା ଦେଲା ପନ୍ତଙ୍କ ଶତକ

କେପ୍‌ ଟାଉନ,୧୩।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟର ରିଷଭ ପନ୍ତ। ତାଙ୍କର ଶତକୀୟ ପାଳି ଟିମ୍‌ ଇଣ୍ଡିଆକୁ ଆଣି ଦେଇଛି ଐତିହାସିକ…

ସମାନ ଶୈଳୀରେ ଆଉଟ୍‌ ହେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପୁରୁଣା ଶୈଳୀରେ ଆଉଟ୍‌ ହୋଇଛନ୍ତି। ରନ୍‌ ଅଧିକ କରି ନ ଥିଲେ ମଧ୍ୟ କ୍ରିଜ୍‌ରେ ସେଟ୍‌ ହୋଇସାରିଥିଲେ କୋହଲି। ୪୯ତମ ଓଭରର…

ସନ୍ନ୍ୟାସ ନିଷ୍ପତ୍ତିରୁ ୟୁଟର୍ନ

କଲମ୍ବୋ,୧୩।୧: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟାରେ ନିଷ୍ପତ୍ତିରୁ ୟୁଟର୍ନ ନେଇଛନ୍ତି ଶ୍ରୀଲଙ୍କା ଖେଳାଳି ଭାନୁକା ରାଜପାକ୍ଷେ। ଏ ନେଇ ଶ୍ରୀଲଙ୍କା ବୋର୍ଡ ଗୁରୁବାର ଘୋଷଣା କରିଛି। ଗତ ୩ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ରାଜପାକ୍ଷେ ଅବସର…

ଫର୍ମ ଫେରିବା ସଙ୍କେତ ଦେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ପ୍ରଥମ ଇନିଂସରେ ୨୦୧ ବଲ ଖେଳି ୭୯ ରନ୍‌ ଖେଳିଥିବା ୩୩ ବର୍ଷୀୟ…

ଏହି କାରଣରୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି, ମିଳିପାରେ ଦଣ୍ଡ

କେପ୍‌ଟାଉନ୍‌,୧୩।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ଏହାକୁ ନେଇ ଅନେକ ଥର ସେ ଦଣ୍ଡିତ ହୋଇଛନ୍ତି। ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ…

ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍‌ରା; ପ୍ରଶଂସକ କହିଲେ ଜବରଦସ୍ତ

କେପ୍‌ଟାଉନ୍‌,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସ ୨୨୩ରେ ସମାପ୍ତ ହେବା ପରେ ଭାରତୀୟ ଟିମ୍‌ ବୋଲିଂ କରି ଘରୋଇ ଦଳକୁ…

ଇର୍ଫାନ, କପିଳଙ୍କ ସମକକ୍ଷ ହେଲେ ବୁମରା

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଯଶପ୍ରୀତ ବୁମରା। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ୫ ଉଇକେଟ ସଫଳତା। ଅତିକମ୍‌ରେ ୨୭ଟି ଟେଷ୍ଟ ଖେଳିଥିବା ଭାରତୀୟ…

୬ ଓଭର ତିଷ୍ଠି ପାରିଲେନି ଦୁଇ ଓପନର

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ଭାରତୀୟ ଓପନର ଫେଲ୍‌ ମାରିଛନ୍ତି। ଏପରି କି ଦୁହେଁ ୬ ଓଭର ତିଷ୍ଠି ପାରି ନ ଥିଲେ। ୫ମ ଓଭରର ୫ମ ବଲରେ କାଗିସୋ ରବାଡାକୁଙ୍କ…

୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ ଶିକାର ପାଲଟିଥିଲେ ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମ ବ୍ୟାଟର ତେମ୍ବା ବଭୁମା। ପ୍ରଥମ ଇନିଂସର ୫୫ତମ…

ଭାରତକୁ ମ୍ୟାଚ୍‌ରେ ଫେରାଇ ଆଣିଲା ଶାମିଙ୍କ ଓଭର

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ଦିନରେ ମହମ୍ମଦ ଶାମି ଗୋଟିଏ ଓଭରରେ ଦୁଇଟି ଉଇକେଟ ନେଇ ଭାରତୀୟ ଦଳକୁ ମ୍ୟାଚ୍‌କୁ ଫେରାଇ ଆଣିଛନ୍ତି। ପ୍ରଥମେ ଇନ୍‌ ଫର୍ମ ବ୍ୟାଟର ତେମ୍ବା ବଭୁମା (୨୮)ଙ୍କୁ ସ୍ଲିପ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?