ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ କୋହଲି ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଦୁହେଁ ଏକାଠି ଠିଆ ହୋଇଥିବା ଦେଖାଯାଇଛି। ଏହି ଫଟୋ ଅପେକ୍ଷା କ୍ୟାପ୍‌ଶନ ଅଧିକ ରୋଚକ ହୋଇଛି।
ଫଟୋ ଶେୟାର କରି ବିରାଟ କ୍ୟାପ୍‌ଶନରେ ଲେଖିଛନ୍ତି, ତୁମେ ଜନ୍ମ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ। ମୁଁ ଜାଣେ ନାହିଁ ତୁମ ବିନା ମୁଁ କ’ଣ କରିଥା’ନ୍ତି। ଆପଣ ଭିତରୁ ତଥା ବାହାରୁ ମଧ୍ୟ ବହୁତ ସୁନ୍ଦର। ବିରାଟଙ୍କ ଏହି ପୋଷ୍ଟରେ ଅନୁଷ୍କା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ବିରାଟଙ୍କ ଏହି ପୋଷ୍ଟକୁ ଖାସ ବୋଲି କହିଛନ୍ତି। ସେ ଲେଖିଛନ୍ତି, ମୋର ହୃଦୟ ଏବଂ ମୋର ଶବ୍ଦ ଚୋରି କରିନେଲ। ଏହା ବହୁତ ଖାସ୍‌ ଅଟେ। ଅନୁଷ୍କା ଏବଂ ବିରାଟଙ୍କ ପ୍ରଶଂସକମାନେ ଏହା ଉପରେ କମେଣ୍ଟ ଦେଉଛନ୍ତି। ବିରାଟଙ୍କ ଏହି ପୋଷ୍ଟ ପରେ ପ୍ରଶଂସକ ତାଙ୍କୁ ‘ହଜ୍‌ବ୍ୟାଣ୍ଡ୍‌ ଅଫ ଦି ଇୟର’ ଆଖ୍ୟା ମଧ୍ୟ ଦେଇଥିଲେ।
ଅନୁଷ୍କାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ସହ ଫିଲ୍ମ ତାରକାମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରୀନା କପୁର ଖାନଙ୍କଠାରୁ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଓ ଅନେକ ସେଲିବ୍ରିଟି ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)


Enter your email to get our daily news in your inbox.

All Right Reserved By Dharitri.Com

୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ଭାରତୀୟ ଭାବେ ଟପ୍‌-୧୦ରେ ରୋହିତ୍‌

ଦୁବାଇ, ୨୩।୧୦ (ପି.ଟି.)- ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଷ୍ଟାର୍‌ କ୍ରିକେଟର୍‌ ରୋହିତ୍‌ ଶର୍ମା ଆଇସିସି ର଼୍ୟାଙ୍କିଙ୍ଗ୍‌ର...

ପୋଷ୍ୟ ସନ୍ତାନ ଗ୍ରହଣ ସତ୍ତ୍ୱେ ସ୍ତ୍ରୀଙ୍କୁ ଝାଡ଼ପତ୍ର ଦେଇଥିଲେ ଏହି ପ୍ରସିଦ୍ଧ ନିର୍ମାତା

୧୯୫୨ ମସିହା ୨୭ ଫେବୃୟାରୀରେ ବଲିଉଡ୍‌ ଫିଲ୍ମ ନିର୍ମାତା ପ୍ରକାଶ ଝା ବିହାରରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି।...

ପ୍ରଥମ ଟେଷ୍ଟ ସଫଳତାକୁ ଦୋହରାଇ ପାରିଲେନି ହିଟ୍‌ମ୍ୟାନ୍‌: ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୭୯/୧

ପୁଣେ,୧୦।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ସଫଳତା ଅର୍ଜନ କରିଥିବା ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ତାକୁ ଦୋହରାଇ ପାରିନାହାନ୍ତି। ମାତ୍ର ୧୪...

ସେହ୍ବାଗଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଚିନ

ଭାରତୀୟ କ୍ରିକେଟ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଆଜି ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଦିନରେରେ ଅନେକ ଖେଳାଳି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।...

ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ...

ପୁଣି ଚମକିଲେ ଦୀପକ; ୟୁପିକୁ ହରାଇଲା ରାଜସ୍ଥାନ

ଥିରୁଭାନନ୍ତପୂରମ,୧୪।୧୧(ପି.ଟି.)- ଚମତ୍କାର ଫର୍ମରେ ଥିବା ମିଡିଅମ ପେସର ଦୀପକ ଚହରଙ୍କ ଯୋଗୁ ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ...

Advertisement
Archives

Model This Week