ଦୁଇଦିନିଆ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି
ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାରଠାରୁ ଆରମ୍ଭ ହେବ ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟା। ଏଥିରେ ୧୦ଟି ଦଳ ନିଜ ପସନ୍ଦ ମୁତାବକ ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ୫୯୦…
ଆଇପିଏଲ୍ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍କା
ନୂଆଦିଲ୍ଲୀ,୧୧।୨: ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଓ୍ବାସିମ୍ ଜାଫର ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇର ପୂର୍ବତନ ରଣଜୀ କିମ୍ବଦନ୍ତୀ କ୍ରିକେଟରଙ୍କ ଏହି ନିଷ୍ପତ୍ତି ଆଇପିଏଲ୍ ୨୦୨୨ ମେଗା ନିଲାମ…
ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ୍
ଅହମ୍ମଦାବାଦ,୧୧।୨: ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍ରେ ବିଜୟ ସହ ସିରିଜ ପୋଛି ନେଲା ଟିମ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ଶେଷ ଦିନିକିଆରେ ଜବରଦସ୍ତ ବୋଲିଂ କରି ଟିମ୍ ଇଣ୍ଡିଆ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ…
‘ଅଧା ବାଟରେ ଛାଡ଼ିବୁନି ହାତ ମୋର’
ଭୁବନେଶ୍ୱର,୧୧।୨: ଭ୍ୟାଲେଣ୍ଟାଇନ୍ ସପ୍ତାହର ଆଜି ପଞ୍ଚମ ଦିନ ଅର୍ଥାତ ପ୍ରୋମିସ୍ ଡେ(ପ୍ରତିଶ୍ରୁତି ଦିବସ)। ପ୍ରେମୀଯୁଗଳ ମାନେ ନିଜ ନିଜ ସାଥୀଙ୍କୁ ଏହି ଦିନରେ ପ୍ରତିଶ୍ରୁତି ଦେଉଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଧାବିକା ଦୂତି ଚାନ୍ଦ। ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା…
ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା: ଏକାସହ ବାଦ ପଡ଼ିଲେ ଦୁଇ ମ୍ୟାଚ୍ ବିଜେତା
ନୂଆଦିଲ୍ଲୀ,୧୧।୨: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜିତିବା ପରେ ଟିମ୍ଇଣ୍ଡିଆର ଲକ୍ଷ୍ୟ ଟି-୨୦ ସିରିଜ୍ ଜିତିବା ଉପରେ ରହିଛି। ୧୬ ଫେବୃୟାରୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କୁ…
୨୬୫ ରନ୍ରେ ଅଟକିଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚର ଶେଷ ଦିନିକିଆରେ ଭାରତ ୫୦ ଓଭରରେ ୨୬୫ ରନ୍ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜକୁ ବିଜୟ ପାଇଁ ୨୬୬ ରନ୍ର ଟାର୍ଗେଟ ରହିଛି। ଟସ୍ ଜିତି ଅଧିନାୟକ ରୋହିତ ଶର୍ମା…
୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ୍,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍ ଲାଗି ୩ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗତ ମ୍ୟାଚ୍ରେ ଖେଳିଥିବା ଲୋକେଶ…
ଭାରତର ବିଶ୍ୱ ଚାମ୍ପିଅନ୍ କରାଇଥିବା ୟଶ୍ ଧୁଲ୍ଙ୍କ ଆଗାମୀ ଲକ୍ଷ୍ୟ କ’ଣ ଜାଣନ୍ତି
ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜରେ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର -୧୯ କ୍ରିକେଟ ବିଶ୍ୱକପ ଜିତିଥିବା ଅଧିନାୟକ ୟଶ ଧୁଲ ନିଜର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେ କହିଛନ୍ତି, ଆସନ୍ତା ୧୮ ମାସ ମଧ୍ୟରେ ସେ ଭାରତ ପାଇଁ ଖେଳି ଜର୍ସି ପାଇବାକୁ…
ଟ୍ରାକ୍ରୁ ଦୂରେଇ ଗଲେ ଉସେନ ବୋଲ୍ଟଙ୍କୁ ହରାଇଥିବା ଧାବକ
ଲସ୍ ଏଞ୍ଜେଲସ୍,୧୧।୨: ଆମେରିକାର କିମ୍ବଦନ୍ତୀ ଧାବକ ଜଷ୍ଟିନ ଗାଟଲିନ ଗୁରୁବାର ଆଥ୍ଲେଟିକ୍ସରୁ ସନ୍ନ୍ୟାନ ଘୋଷଣା କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନ୍ଶିପ୍ରେ ସେ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନେକ ବିଶ୍ୱ ଟାଇଟଲ ସହ ଅଲିମ୍ପକ୍ ସ୍ବର୍ଣ୍ଣ…
ରୋହିତଙ୍କ ନେତୃତ୍ୱ ଶୈଳୀ ଉପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ କ୍ୟାପଟେନ
ଇସ୍ଲାମାବାଦ,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ସହ ଭାରତୀୟ ସୀମିତ ଓଭର ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି ରୋହିତ ଶର୍ମା। ତାଙ୍କ ନେତୃତ୍ୱ ଶୈଳୀ ଉପରେ ଶୁକ୍ରବାର ମତ ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ।…
ଚେସ୍ ଗେମ୍ ଭଳି ମୋ ସହ ଖେଳୁଥିଲେ ଅଶ୍ୱିନ
ମେଲବୋର୍ନ,୧୧।୨: ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ବ୍ୟାଟର ମାର୍ନସ ଲବୁସାନେ ଭାରତୀୟ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଗତ ୨୦୨୦-୨୧ ବର୍ଡର-ଗାଭାସ୍କର ସିରିଜ୍ ବେଳେ ୩୪ ବର୍ଷୀୟ ସ୍ପିନର ମୋ ପାଇଁ ଯେଉଁ ଭଳି ଫିଲ୍ଡ ସେଟ୍…
ପ୍ରଥମ ସିରିଜ୍ରେ ଧୋନୀ, କୋହଲିଙ୍କ ତାଲିକାରେ ସ୍ଥାନ ପାଇପାରନ୍ତି ରୋହିତ
ଅହମ୍ମଦାବାଦ,୧୦।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ କ୍ଲିନ ସୁଇପ୍ ଲକ୍ଷ୍ୟ ନେଇ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଯଦି ଏପରି ହୁଏ,…

