ଆଇପିଏଲ୍‌ରେ ଟସ୍‌ ଜିତି ବୋଲିଂ ଧାରା ଜାରି

ମୁମ୍ବାଇ,୧୩।୫: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୦ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଫାଫ୍‌ ଦୁ ଫ୍ଲେସିସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବ। ବେଙ୍ଗାଲୁରୁ ଟିମ୍‌ରେ କୌଣସି ପରବର୍ତ୍ତନ କରି ନ ଥିବା ବେଳେ ପଞ୍ଜାବ ସନ୍ଦୀପ ଶର୍ମାଙ୍କ ବଦଳରେ ହରପ୍ରୀତ ବ୍ରାରଙ୍କୁ ସୁଯୋଗ ଦେଇଛି। ପଞ୍ଜାବ ପାଇଁ ଏହି ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଜରୁରୀ। ଯାହା ଦ୍ୱାରା ପ୍ଲେଅଫ୍‌ ମ୍ୟାଚ୍‌ ଦୌଡରେ ସେ ନିଜର ସ୍ଥାନ ବଜାୟ ରଖିପାରିବ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର: ଫାଫ୍‌ ଦୁ ଫ୍ଲେସିସ୍‌(ଅଧିନାୟକ), ଦୀନେଶ କାର୍ତ୍ତିକ(ଉଇକେଟ କିପର), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍‌ ମାକ୍ସଓ୍ବେଲ, ମାହିପାଲ ଲୋମରୋର, ଶାହବାଜ ଅହମ୍ମଦ, ଓ୍ବାନିନ୍ଦୁ ହଶରଙ୍ଗା, ହର୍ଶେଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲେଉଡ୍‌।
ପଞ୍ଜାବ କିଙ୍ଗ୍ସ: ମୟାଙ୍କ ଅଗ୍ରଓ୍ବାଲ(ଅଧିନାୟକ), ଜିତେଶ ଶର୍ମା(ଉଇକେଟ କିପର), ଜନି ବେଆରଷ୍ଟୋ, ଶିଖର ଧାଓ୍ବନ, ଭନୁକା ରାଜପାକ୍‌ସେ, ଲିଆମ୍‌ ଲିଭିଂଷ୍ଟୋନ୍‌, ରିଷି ଧାଓ୍ବନ, କାଗିଶୋ ରବଡା, ରାହୁଲ ଚହର, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ ବିବାଦ ପରେ ଅନୁଷ୍କାଙ୍କ ସହ ମନ୍ଦିର ପହଞ୍ଚିଲେ ବିରାଟ କୋହଲି, ୟୁଜର୍ସ କହିଲେ ପ୍ରଥମେ ଲଢେଇ କର ପୁଣି ମନ୍ଦିର ଯାଅ

ନୂଆଦିଲ୍ଲୀ,୩।୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ଅନୁଷ୍କାଙ୍କ ଜନ୍ମଦିନରେ ପତି ତଥା କ୍ରିକେଟର ବିରାଟ କୋହଲି...

ମହିଳା କ୍ରିକେଟ ଦଳ ଲାଗି ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତ ହେବେ

ନୂଆଦିଲ୍ଲୀ,୧୧।୯(ପି.ଟି.)- ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରଫର୍ମାନ୍ସ ଆନାଲିଷ୍ଟ ବା ପ୍ରଦର୍ଶନ ବିଶ୍ଳେଷକ ନିଯୁକ୍ତି ଦେବ। ଏ...

ଭୋକିଲା ପିଲାଙ୍କୁ ପଡିଆରେ ଖାଦ୍ୟ ଖୁଆଇ ଚର୍ଚ୍ଚାରେ କ୍ରିକେଟର

ସାଧାରଣତଃ ନିଜ ପ୍ରଦର୍ଶନ ଜରିଆରେ ଖେଳାଳିମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। କିନ୍ତୁ ଭାରତର ବାମହାତୀ ସ୍ପିନ୍‌ ବୋଲର ଇକବାଲ୍‌ ଅବଦୁଲ୍ଲା ଏକ ମହତ କାମ କରି...

ପଡିଆରେ ଚାଲିଥିଲା ମ୍ୟାଚ୍‌: ଏହି ଖେଳାଳିଙ୍କ ନାକରୁ ଅଚାନକ ବାହାରିଲା ରକ୍ତ

ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କର ବା ମର ମ୍ୟାଚରେ ଇଂଲଣ୍ଡ ବାଜିମାତ୍‌...

ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧।୨: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟ୍‌କା ଲାଗିଛି। ଆହତ ହୋଇଥିବା ଯୋଗୁ ଦଳର ମୁଖ୍ୟ ଦ୍ରୁତ ବୋଲର ମିଚେଲ...

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ...

ଭାବି ସ୍ତ୍ରୀଙ୍କ ସହ ଏମିତି ଭିଡିଓ ଛାଡିଲେ ଚହଲ, ଦେଖିଲେ ହସି ହସି ଗଡିବେ

ଭାରତୀୟ ସ୍ପିନର୍‌ ସୋସିଆଲ୍‌ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସାଥୀ ଖେଳାଳିଙ୍କୁ ମଜାଳିଆ କମେଣ୍ଟ ଦେଇ ହେଉ କି ନିଜେ ଟିକ୍‌ଟକ୍‌ରେ ଡ୍ୟାନ୍ସ କରି ପ୍ରଶଂସକଙ୍କ...

ଭାରତ- ଶ୍ରୀଲଙ୍କା ଦିନିକିଆ ସିରିଜ ଆଜିଠାରୁ

କଲମ୍ବୋ,୧୮।୭ (ପି.ଟି.): ଶ୍ରୀଲଙ୍କା ଓ ଭ୍ରମଣକାରୀ ଭାରତ ମଧ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ବହୁଚର୍ଚ୍ଚିତ ସୀମିତ ଓଭର ସିରିଜ। ଏହି ଗସ୍ତରେ ଭାରତ ମୋଟ...

Advertisement
Archives

Model This Week