ଯାହା କୋହଲି କରିପାରି ନ ଥିଲେ, ତାହା କରି ଦେଖାଇଲେ ରୋହିତ ଶର୍ମା
କୋଲକତା,୨୦।୨: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୧୯ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ…
ଦିନିକିଆ ପରେ ଟି୨୦ରେ କ୍ଲିନ ସୁଇପ୍
କୋଲକାତା,୨୦।୨: ଦିନିକିଆ ପରେ ଟି୨୦ ସିରିଜ୍ରେ ଓ୍ବେଷ୍ଟଇଣ୍ଡିଜକୁ ମୂଳପୋଛ କରିଛି ଟିମ୍ ଇଣ୍ଡିଆ। ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ ୧୭ ରନ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହରାଇ ଦେଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ…
ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇଲେ କୋହଲି
ମୁମ୍ବାଇ,୨୦।୨:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ କୋହଲିଙ୍କ ସମେତ ୧୦ ଜଣ ଲୋକ ଧୂସର ଶୁଟ ପିନ୍ଧି ବସିଛନ୍ତି। ସମସ୍ତଙ୍କର ଚେହେରା ବିରାଟ ଭଳି ଦେଖାଯାଉଛି। ତାଙ୍କ…
ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ
କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ୫ ଉଇକେଟରେ ୧୮୪ ରନ୍…
୧୦ ଓଭରରେ ଭାରତ ୬୬/୩
କୋଲକାତା,୨୦।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଭଲ ଆରମ୍ଭ ମିଳି ନାହିଁ। ୧୦ ଓଭର ସୁଦ୍ଧା ଟିମ୍ ଇଣ୍ଡିଆ ୩ ଉଇକେଟ କ୍ଷତିରେ ୬୬ ରନ୍ କରିଛି।…
ପଦାର୍ପଣ କରିବେ ଅଭେଶ, ଋତୁରାଜଙ୍କୁ ସୁଯୋଗ
କୋଲକାତା,୨୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଟିମ୍ ଇଣ୍ଡିଆ। ପୂର୍ବ ଦୁଇ ମ୍ୟାଚ୍ରେ ଖେଳିଥିବା ବିରାଟ କୋହଲି, ରିଷଭ ପନ୍ତ, ୟୁଜବେନ୍ଦ ଚହଲ ଓ ଭୁବନେଶ୍ୱର କୁମାର ଦଳରୁ ବାଦ୍ ପଡ଼ିଛନ୍ତି।…
ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ଖେଳିଲେ ୯୧ ରନ୍ର ପାଳି
ଅହମ୍ମଦାବାଦ,୨୦।୨: ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଖେଳିଛନ୍ତି ୯୧ ରନ୍ର ପାଳି। ତାହା ପୁଣି ୮୩ ବଲରେ, ଯାହାକି ତାଙ୍କ ଅସ୍ବାଭାବିକ ଖେଳକୁ ଦର୍ଶାଉଛି। ତାଙ୍କ ଇନିଂସରେ ସାମିଲ ଥିଲା ୧୬ ଚୌକା…
ପଦାର୍ପଣ ରଣଜୀ ମ୍ୟାଚ୍ରେ ଇତିହାସ ରଚିଲେ ଧୂଲ
ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ ମଧ୍ୟରେ ଜାତୀୟ ଦଳ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଧୂଲ ପଦାର୍ପଣ ରଣଜୀ ମ୍ୟାଚ୍ରେ…
ଭାରତକୁ ମିଳିଲା ନୂଆ ଟେଷ୍ଟ ଅଧିନାୟକ; ଏହି ଖେଳାଳିଙ୍କ ଉପରେ ମୋହର ମାରିଲେ ଚୟନକର୍ତ୍ତା
ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଭାରତ। ଏହି ସିରିଜକୁ କିଛି ଦିନ ଥିବା ବେଳେ ବିସିସିଆଇ ପକ୍ଷରୁ ଦଳର ନୂଆ ଟେଷ୍ଟ ଅଧିନାୟକ ନେଇ ଘୋଷଣା କରାଯାଇଛି। ଦିନିକିଆ ଏବଂ ଟି-୨୦ ପରେ ଏବେ ଟେଷ୍ଟର…
୪୦ ବର୍ଷ ପରେ ଆଇଓସିର ୧୪୦ତମ ବୈଠକ ମୁମ୍ବାଇରେ…
ବେଜିଂ/ନୂଆଦିଲ୍ଲୀ,୧୯।୨ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଶନିବାର ବେଜିଂରେ ଅନୁଷ୍ଠିତ ୧୩୯ତମ ଅଲିମ୍ପିକ କମିଟି ବୈଠକରେ ଭାରତ ପରବର୍ତ୍ତୀ ବୈଠକ ଆୟୋଜନ କରିବାର ଅଧିକାର ହାସଲ କରିଛି। ଏନେଇ ବୈଠକରେ କୌଣସି ଦେଶ ଭାରତକୁ…
ଭାରତକୁ ବଡ଼ ଝଟ୍କା; ଟିମ୍ରୁ ବାଦ ପଡ଼ିଲେ କୋହଲି
ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ପରେ ଟି-୨୦ ସିରିଜ ଉପରେ କବ୍ଜା କରିନେଇଛି ଭାରତ। ଏବେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି। କୋଲକାତାରେ ଏହାର ତୃତୀୟ ମୁକାବିଲା ଖେଳାଯିବ। ହେଲେ ଏହି ମ୍ୟାଚ୍ ପୂର୍ବରୁ…
ପାକିସ୍ତାନ ସୁପର ଲିଗ୍ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି
ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍ ମୁକାବିଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁଲ୍ତାନ ସୁଲ୍ତାନ ଏବଂ କ୍ୱେଟା ଗ୍ଲାଡିଏଟର ମଧ୍ୟରେ ଚାଲିଥିବା ଲିଗ୍ ମ୍ୟାଚ୍ରେ କୋହଲିଙ୍କ…

