ପିଲାଦିନେ ଅପହରଣର ହୋଇଥିଲେ ଶିକାର, ଏବେ ଭାରତର ନମ୍ବର-୧ ସ୍ପିନର୍
ଭାରତୀୟ ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଜି ୩୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ତଥା ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟେଷ୍ଟ ଫର୍ମାଟରେ ୩୦୦ ଉଇକେଟ...
କାହିଁକି ଅଧିନାୟକ ପଦ ଛାଡିଲେ ବିରାଟ କୋହଲି
ନୂଆଦିଲ୍ଲୀ,୧୭।୯: ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୁରୁବାର କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ନୋଟ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଜରିଆରେ ଟି -୨୦ ବିଶ୍ୱକପ ପରେ ସେ ଏହି ଫର୍ମାଟରେ ଟିମ ଇଣ୍ଡିଆର...
ପନ୍ତ ଦିଲ୍ଲୀ ଅଧିନାୟକ ରହିଲେ
ଦୁବାଇ,୧୭।୯ (ପି.ଟି.) ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ ବଜାୟ ରଖିଛନ୍ତି। ଗତବର୍ଷ ଶ୍ରେୟାସ ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ...
‘ଫିଟ୍ ଟୁ ଫ୍ଲାଏ’ ସାର୍ଟିଫିକେଟ ଅପେକ୍ଷାରେ ଶାସ୍ତ୍ରୀ
ନୂଆଦିଲ୍ଲୀ, ୧୭। ୯(ପି.ଟି.) ୟୁନାଇଟେଡ କିଙ୍ଗ୍ଡମ୍(ୟୁକେ)ରେ ଅଟକ ରହିଥିବା ଭାରତର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ଫିଲ୍ଡିଂ କୋଚ୍ ଭରତ ଅରୁଣ ଓ ଆର. ଶ୍ରୀଧର ପ୍ରମୁଖ କୋଭିଡ୍ରୁ ଆରୋଗ୍ୟ ଲାଭ କରିବା ପରେ ‘ଫିଟ୍ ଟୁ ଫ୍ଲାଏ’ ଟେଷ୍ଟ...
ଟି୨୦ରେ ଅଧିନାୟକ କୋହଲିଙ୍କ ରେକର୍ଡ
ନୂଆଦିଲ୍ଲୀ, ୧୬।୯: ଟି୨୦ ଅଧିନାୟକ ଭାବେ ଆଗାମୀ ବିଶ୍ୱକପ୍ ହେବ ବିରାଟ କୋହଲିଙ୍କ ଶେଷ ପ୍ରତିଯୋଗିତା। ଏହି ଫର୍ମାଟରେ ନେତୃତ୍ୱ ନେବାରେ ତାଙ୍କର ରେକର୍ଡ ଯଥେଷ୍ଟ ଭଲ। ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲେ...
ନିଷ୍ପତ୍ତି ପୂର୍ବରୁ ରୋହିତଙ୍କ ସହ କଥା ହୋଇଥିଲେ କୋହଲି
ନୂଆଦିଲ୍ଲୀ,୧୬।୯: ୟୁଏଇ ଓ ଓମାନଠାରେ ଆସନ୍ତା ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟର ଅଧିନାୟକ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। କିନ୍ତୁ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦଳର ନେତୃତ୍ୱ...
କ୍ୟାପଟେନ ବଦଳାଇଲା ନାହିଁ କ୍ୟାପିଟାଲ୍ସ
ଦୁବାଇ,୧୬।୯: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ। ଏ ନେଇ ଗୁରୁବାର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟାର...
ଅଧିନାୟକ ପଦ ଛାଡ଼ିବେ କୋହଲି
ନୂଆଦିଲ୍ଲୀ,୧୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍ ପରେ ସେ ଟି୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବେ। ତେବେ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସେ ଦଳର ନେତୃତ୍ୱ...
ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍ କରିଦେବେ କୋହଲି: କପିଲ ଦେବ
ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ କରିପାରିନଥିଲେ। ଦୁଇ ବର୍ଷ ପୂର୍ବେ ସେ ଶତକ ମାରିଥିଲେ। ଏବେ ଏହାକୁ ନେଇ...
ପାକିସ୍ତାନ ବୋଲର୍ଙ୍କ ବୟାନବାଜି: ଟି-୨୦ ବିଶ୍ୱକପ୍ରେ ଆମେ ଭାରତକୁ ଏଭଳି ହରାଇବାକୁ ଚାହୁଁଛୁ
ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି ଅଭ୍ୟାସ ମ୍ୟାଚ୍ରେ ସେମାନେ ଭାରତକୁ ହରାଇପାରିନାହାନ୍ତି। ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ...
ଆଇପିଏଲ୍ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…
ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍। ସେ ଆଇପିଏଲ୍ ପ୍ରଥମ ସିଜିନରୁ ଆର୍ସିବି ସହ ଜଡ଼ିତ ଅଛନ୍ତି। ଲଗାତାର ଗୋଟିଏ ଟିମ୍ରୁ ଖେଳୁଥିବା ସେ ଏକମାତ୍ର ଖେଳାଳି। ଏହି ସମୟ ମଧ୍ୟରେ...
ଶ୍ରୀଲଙ୍କାକୁ ଲାଗିପାରେ ବଡ଼ ଝଟକା: ଟି-୨୦ ବିଶ୍ୱକପ୍ ପୂର୍ବରୁ ବାଦ୍ ପଡ଼ିପାରେ ଏହି ପ୍ରମୁଖ କ୍ରିକେଟର୍
ନୂଆଦିଲ୍ଲୀ, ୧୬।୯: ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍କୁ ବଡ଼ ଝଟ୍କା ଲାଗିପାରେ। କାରଣ ଦଳର ପ୍ରମୁଖ ଖେଳାଳି କୁଶଲ ପେରେରା ଆହତ ହୋଇଛନ୍ତି। ଏହାକୁ ନେଇ ସେ ବିଶ୍ୱକପ୍ରୁ ବାଦ୍ ପଡ଼ିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ...
Archives


