Posted inଖେଳ

ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…

ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହି ବିଜୟ ବେଶ ରୋମାଞ୍ଚକର ରହିଥିଲା। ସିରିଜ ଜିତିବା ପରେ ଯେତେବେଳେ ହାର୍ଦ୍ଦିକଙ୍କୁ ଟ୍ରଫି ମିଳିଥିଲା, ସେତେବେଳେ ସେ ତାକୁ ନେଇ ଉମ୍ରାନ ମଲିକଙ୍କ ହାତରେ ଦେଇଥିଲେ।

ଆଇପିଏଲ୍‌ ୨୦୨୨ରେ ଚମତ୍କାର ପ୍ରଦର୍ଶନକୁ ନେଇ ଉମ୍ରାନଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଭାରତ ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ଦ୍ୱିତୀୟ ଟି-୨୦ରେ ଆୟର୍ଲାଣ୍ଡକୁ ଶେଷ ଓଭରରେ ୧୭ ରନ୍‌ର ଆବଶ୍ୟକତା ରହିଥିଲା। ସେତେବେଳେ ଉମ୍ରାନ ବୋଲିଂ କରିବାକୁ ଆସି ଦଳକୁ ବିଜେତା କରିଥିଲେ। ଏଥିଯୋଗୁ ହାର୍ଦ୍ଦିକ ତାଙ୍କ ହାତରେ ଟ୍ରଫି ଦେଇଥିବା ଚର୍ଚ୍ଚା ହେଉଛି।

ତେବେ ପୂର୍ବରୁ ଧୋନୀ ଏଭଳି କିଛି କରିଥିଲେ। ସେ ଯେତେବେଳେ ସେ ଟ୍ରଫି ଜିତୁଥିଲେ, ଅଧିନାୟକ ଭାବେ ତାକୁ ଧରିବା ପରିବର୍ତ୍ତେ ଦଳର ସବୁଠାରୁ ଯୁବ ଖେଳାଳିଙ୍କୁ ତୁରନ୍ତ ଦେଉଥିଲେ। ନିଜେ କଡ଼ରେ ଛିଡ଼ା ହେଉଥିଲେ। ଧୋନୀଙ୍କ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏପରି କରୁଥିବା ବେଳେ ଏବେ ହାର୍ଦ୍ଦିକ ସେଭଳି କିଛି କରି ଧୋନୀଙ୍କୁ ମନେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬...

ମୁମ୍ବାଇର ନିଦ ହଜାଇ ଦେଲା ନାଇଟ୍‌ ରାଇଡର୍ସ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନିଦ ହଜାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଆବୁଧାବି ଗ୍ରାଉଣ୍ଡରେ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୫୬...

ମୁଷ୍ଟି ପ୍ରହାର ଧମକ ଦେଇଥିଲେ ହେଡେନ

ନୂଆଦିଲ୍ଲୀ, ୮ା୫ (ପି.ଟି.)-ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ୍‌ ଏକଦା ମୋ ମୁହଁକୁ ମୁଷ୍ଟି ପ୍ରହାର କରିବା ଲାଗି ଧମକ ଦେଇଥିଲେ ବୋଲି...

ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ ଲେଖିଛନ୍ତି କିଡାମ୍ବି ଶ୍ରୀକାନ୍ତ। ଶନିବାର ଖେଳାଯାଇଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ସାଥି ଖେଳାଳି ଲକ୍ଷ୍ୟ ସେନଙ୍କୁ...

ବିଶ୍ୱକପ୍‌ରେ ଅନ୍ୟ ଦେଶ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଖେଳାଳି

ଓ୍ବିଣ୍ଡହୋକ,୧୦।୯: ଆସନ୍ତା ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଗେର୍ହାଡ ଏରାମସଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି...

କୋହଲିଙ୍କ ନାମରେ ବିରାଟ ରେକର୍ଡ

ଦୁବାଇ,୨୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୫୧ ରନ୍‌ର ଅର୍ଦ୍ଧଶତୀୟ ଇନିଂସ ଖେଳିଥିଲେ। ଏହି ଅବସରରେ ଟି୨୦ କ୍ରିକେଟ (ଅନ୍ତର୍ଜାତୀୟ,...

ଦିନିକିଆ ଫର୍ମାଟରେ ଭାରତର ତୃତୀୟ ବୃହତ ବିଜୟ, ବାଲାଂଦେଶକୁ ୨୨୭ରନ୍‌ରେ ହରାଇଲା…

ନୂଆଦିଲ୍ଲୀ,୧୦।୧୨: ଭାରତ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ରେ ବାଲାଂଦେଶକୁ ଶୋଚନୀୟ ଭାବେ ପରାଜିତ କରିଛି। ୨୨୭ରନ୍‌ ବ୍ୟବଧାନରେ ଦଳ ବିଜେତା ହୋଇଛି। ଦିନିକିଆ ଫର୍ମାଟରେ ଏହା...

Advertisement
Archives

Model This Week