Posted inଖେଳ

ଜରିମାନା ଦେବେ ଭାରତ, ପାକିସ୍ତାନ ଦଳ

ନୂଆଦିଲ୍ଲୀ,୩୧।୮: ଏସିଆ କପ ୨୦୨୨ ଗ୍ରୁପ ଏ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳକୁ ‘ମନ୍ଥର ଓଭର ହାର’ ପାଇଁ ୪୦% ଜରିମାନା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ରବିବାର ମ୍ୟାଚ ସମୟରେ ରୋହିତ ଶର୍ମା ଏବଂ ବାବର ଆଜମଙ୍କ ଦଳ ନିର୍ଦ୍ଧାରିତ ସମୟଠାରୁ ଦୁଇ ଓଭର କମ୍‌ ପକାଇଥିଲେ। ପରେ ଆଇସିସି ଏଲିଟ ପ୍ୟାନେଲର ମ୍ୟାଚ ରେଫରି ଜେଫ କ୍ରୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଏହି ଜରିମାନା ଖେଳାଳିଙ୍କ ମ୍ୟାଚ ଫି’ରୁ କଟିବ। ଭାରତୀୟ ଦଳ ଏଥିରେ ଅଧିକ କ୍ଷତି ସହିବ। କାରଣ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ଅପେକ୍ଷା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା କୋହଲିଙ୍କ ବ୍ରାଣ୍ଡ୍‌...

ଇଣ୍ଡିଆନ ସୁପର ଲିଗ୍‌: ଘରୋଇ ସହରରେ ଓଡ଼ିଶା ଏଫ୍‌ସି ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୨୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଓ ଜାମ୍‌ସେଦପୁର ଏଫସି...

୫ ଲକ୍ଷ ରନ୍‌ ପୂରଣ କଲା ଇଂଲଣ୍ଡ

ଜୋହାନ୍ସବର୍ଗ,୨୫।୧- ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇତିହାସର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍‌ ପୂରଣ...

ଏଫସି ଗୋଆରେ ମୁର୍ଗାଓକର

ମୁମ୍ବାଇ, ୨।୧୦(ପି.ଟି.):ଗୋଆ ଫରଓ୍ବାର୍ଡ ଦେବେନ୍ଦ୍ର ମୁର୍ଗାଓକର ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ଫ୍ରାଞ୍ଚାଇଜ୍‌ ଏଫସି ଗୋଆ ଦଳରେ ଯୋଗ ଦେଇଛନ୍ତି। ୨୧ ବର୍ଷୀୟ ଦେବେନ୍ଦ୍ର ପୂର୍ବରୁ ସାଲଗାଓକର ଦଳରେ...

ମେଲବୋର୍ନରେ ଟେଷ୍ଟ ଡେବ୍ୟୁ କରି ଭାବବିହ୍ବଳ ହେଲେ ଏହି କ୍ରିକେଟର: ବାପାଙ୍କ ମୃତ୍ୟୁ ପରେ ବି ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ

ମେଲବୋର୍ନ,୨୬।୧୨: ବିଶ୍ୱର ପ୍ରତ୍ୟେକ କ୍ରିକେଟ ଖେଳାଳି ଦିନେ ନା ଦିନେ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଏହା ପୂରଣ ହେବା ବେଶ୍‌...

କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ର ଭାରତୀୟ ପୁରୁଷ ଟିଟି ଦଳ

ନୂଆଦିଲ୍ଲୀ,୪।୧୨ (ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଦଳ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଅଷ୍ଟମସ୍ଥାନକୁ...

ପାକିସ୍ତାନ ପାଇଁ ଖେଳିବାକୁ ଚାହୁଁଥିଲେ ହଂକଂ ଅଧିନାୟକ

ଦୁବାଇ,୧।୯: ଏସିଆ କପ ୨୦୨୨ରେ ଭାରତ ବିପକ୍ଷ ମ୍ୟାଚ ସହିତ ହଂକଂ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। ଯୋଗ୍ୟତା ମ୍ୟାଚରେ ସମସ୍ତ ଦଳକୁ ପରାସ୍ତ...

ନ୍ୟୁଜିଲାଣ୍ଡ ୭ ଉଇକେଟରେ ବିଜୟୀ

ଟଣ୍ଟନ,୯।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୩ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଶନିବାର ୧୦୭ଟି ବଲ ବାକିଥାଇ ୭ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଟସ୍‌...

Advertisement
Archives

Model This Week