Posted inଖେଳ

ଓଡ଼ିଶାକୁ ଆଉ ୩ ରୌପ୍ୟ

ଭୁବନେଶ୍ୱର, ୧୨।୧୦(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଚାଲିଥିବା ୩୬ତମ ନ୍ୟାଶନାଲ ଗେମ୍ସରେ ଓଡ଼ିଶା ମଙ୍ଗଳବାର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି। କାୟାକିଂ ମହିଳା କେ-୧ ୨୦୦ମିଟରରେ ଓଇନାମ ବିଦ୍ୟା ଦେବୀ ଓ ପୁରୁଷ କେ-୧, ୨୦୦ ମିଟରରେ ଟମ୍‌ଥିଲ୍‌ଙ୍ଗାବା ଟମ୍‌ଥିଲ୍‌ଙ୍ଗାବା ଏଙ୍ଗାସେପମା ଏବଂ ମହିଳା ସି-୧, ୨୦୦ ମିଟରରେ ଲିଚୋଙ୍ଗବାମ୍‌ ନେହା ଦେବୀ ଗୋଟିଏ ଲେଖାଏଁ ରୌପ୍ୟ ଜିତିଥିଲେ। ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ୪ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୧ ବ୍ରୋଞ୍ଜ ସମେତ ମୋଟ ୧୫ ପଦକ ସହ ଏହାର ଅଭିଯାନ ଶେଷ କରିଛି। କୌଣସି ନ୍ୟାଶନାଲ ଗେମ୍ସରେ ଓଡ଼ିଶାର ଏହା ସର୍ବାଧିକ ପଦକ। ଓଡ଼ିଶା ଅଲିମ୍ପିକ ଆସୋସିଏଶନ (ଓଓଏ) ସାଧାରଣ ଅଭିଜିତ୍‌ ପାଲ ନ୍ୟାଶନାଲ ଗେମ୍ସରେ ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୁବସେବା ଓ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ଆର୍‌. ଭିନିଲ କ୍ରିଷ୍ଣାଙ୍କ ସମେତ କ୍ରୀଡ଼ା ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଖିପାରିବେ ଫାଇନାଲ୍‌ ମ୍ୟାଚ୍‌

ମୁମ୍ବାଇ,୨୮।୫: ଭାରତୀୟ ଦଳ ୧୮ରୁ ୨୨ଜୁନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲ ଖେଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ...

ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର...

ନପଚାରି ଦେଇଦେଲେ ଡିଆର୍‌ଏସ୍‌; ରାଗରେ ବାବର କହିଲେ ‘ଅଧିନାୟକ ମୁଁ’

ଦୁବାଇ,୧୦।୯: ବର୍ତ୍ତମାନ ଭଲ ଫର୍ମରେ ଅଛି ପାକିସ୍ତାନ କ୍ରିକେଟ ଟିମ୍‌। ଦମ୍‌ଦାର ପ୍ରଦର୍ଶନ ଯୋଗୁ ଏସିଆ କପ୍‌ ୨୦୨୨ ସିଜନ ଫାଇନାଲରେ ଦଳ ସ୍ଥାନ ପକ୍କା...

ମହାରାଷ୍ଟ୍ର ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୬।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କିଟ୍‌ ଷ୍ଟାଡିୟମରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ସର୍ବଭାରତୀୟ ଆଥଲେଟିକ୍‌ ଓ ଇନ୍‌ଡୋର କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମହାରାଷ୍ଟ୍ର...

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

ଗାଙ୍ଗୁଲିଙ୍କ ଭଳି ଧୋନୀ ଭାରତୀୟ କ୍ରିକେଟ୍‌କୁ ଯଥେଷ୍ଟ ଦକ୍ଷ ଖେଳାଳି ଦେଇନାହାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁଇ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ଯଦି ସଫଳତା...

ମନର ଯନ୍ତ୍ରଣା ବଖାଣିଲେ ଶ୍ରେୟାସ୍‌: କାନ୍ଦି କାନ୍ଦି ଯାଇଥିଲେ ଡ୍ରେସିଂ ରୁମ୍‌

ନୂଆଦିଲ୍ଲୀ,୩୦।୮: ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟର ଏବେ କାନ୍ଧ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପଡିଆକୁ ଫେରିବା...

ଆଶେସ ସିରିଜ ଆରମ୍ଭ: ବ୍ରଡ୍‌ଙ୍କୁ ୫ ଉଇକେଟ, ସ୍ମିଥଙ୍କ ଶତକ

ବର୍ମିଂହାମ, ୨।୮- ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ ସିରିଜ-୨୦୧୯। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଇଂଲଣ୍ଡ ବୋଲରମାନେ ଆରମ୍ଭରେ...

Advertisement
Archives

Model This Week