ଗୋଟିଏ ଦିନରେ ୩୦୯ ରନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ
ବ୍ରିସ୍ବେନ୍,୨୭।୮: ଭାରତୀୟ କ୍ରିକେଟ ଟିମ୍ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍ କମ୍ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍ ଡନ୍ ବ୍ରାଡ୍ମ୍ୟାନ୍।…
ପାକିସ୍ତାନ ଅଧିନାୟକଙ୍କୁ ଭେଟିଲେ କୋହଲି
ୟୁଏଇ,୨୫।୮: ଭାରତୀୟ ଦଳ ଏସିଆ କପ ପାଇଁ ଦୁବାଇରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ କୋଚ କରାଯାଇଛି। ତାଙ୍କ କୋଚିଂ ଅଧୀନରେ ଦଳ ତାଲିମ ଆରମ୍ଭ କରିଛି। ନିୟମିତ କୋଚ ରାହୁଲ ଦ୍ରାବିଡ କରୋନାରୁ…
ଲିଜେଣ୍ଡ୍ସ ଲିଗ୍ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ
ଭୁବନେଶ୍ୱର, ୨୫।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୬ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି୨୦ ଲିଗ୍ର ମ୍ୟାଚଗୁଡ଼ିକ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ…
ଏସିଆ କପ୍ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ
ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି। ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତର ମଧ୍ୟବର୍ତ୍ତୀକାଳୀନ…
ବାରବାଟୀରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍ର ୩ ମ୍ୟାଚ୍
କଟକ ଅଫିସ,୨୪।୮: ଲିଜେଣ୍ଡ କ୍ରିକେଟ ଲିଗ୍(ଏଲ୍ଏଲ୍ସି)ର ତିନୋଟି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ ନେବେ…
ଆଲୋଚକଙ୍କୁ କଡ଼ା ଜବାବ ଦେଲେ କୋହଲି
ନୂଆଦିଲ୍ଲୀ,୨୪।୮: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର ୨୦୧୯ ଠାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। ଗତ ମାସରେ ଇଂଲଣ୍ଡ…
ଆଗାମୀ ସିଜନରେ ଅଧିନାୟକ ବଦଳାଇବ ପଞ୍ଜାବ କିଙ୍ଗ୍ସ? ବୟାନ ଜାରି କରି ସ୍ପଷ୍ଟ କଲା ଫ୍ରାଞ୍ଚାଇଜ୍…
ନୂଆଦିଲ୍ଲୀ,୨୪।୮: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଆଉ ଢ଼େର ସମୟ ବାକି। ହେଲେ ଏବେଠାରୁ ଚର୍ଚ୍ଚାରେ ଆଇପିଏଲ୍ ଟିମ୍। କିଛିଦିନ ପୂର୍ବେ ପଞ୍ଜାବ କିଙ୍ଗ୍ସ କୋଚ୍ ଅନିଲ କୁମ୍ବଲେଙ୍କୁ ବାହାର କରି ନୂଆ କୋଚ୍ ନିଯୁକ୍ତ କରିପାରେ ବୋଲି କୁହାଯାଉଥିଲା। ଏବେ…
ପରସ୍ପରକୁ ଅନ୍ଫଲୋ କଲେ ଶୁଭମନ-ସାରା, ବ୍ରେକ୍ଅପ୍ ହୋଇଥିବା ନେଇ…
ନୂଆଦିଲ୍ଲୀ,୨୪।୮: ନିକଟରେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି ସିରିଜରେ ସେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ। ଏହାପରଠାରୁ ଶୁଭମନ ଏବଂ…
ଭାରତ ବିପକ୍ଷରେ ପାକିସ୍ତାନର ‘ମାଷ୍ଟର ପ୍ଲାନ୍’
ଦୁବାଇ,୨୪।୮: ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ର ପ୍ରଥମ ମ୍ୟାଚ୍ ଖେଳିବ ଭାରତ। ଏହି ରୋମାଞ୍ଚକର ମୁକାବିଲା ଲାଗି ଉଭୟ ଟିମ୍ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପାକିସ୍ତାନ ଟିମ୍ ମାଷ୍ଟର ପ୍ଲାନ ବିଷୟରେ ଖୁଲାସା ହୋଇଛି।…
ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍
ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ତାମିଲ ସିନେମା ସୁପରଷ୍ଟାର ଚିଆନ ବିକ୍ରମଙ୍କ ଏହି ଫିଲ୍ମର ଟିଜର ବହୁତ ଶକ୍ତିଶାଳୀ ରହିଛି।…
ପୂଜାରାଙ୍କ ବିସ୍ଫୋରକ ବ୍ୟାଟିଂ
ଲଣ୍ଡନ,୨୪।୮: ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବେ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଇଂଲଣ୍ଡରେ ଜାରି ରୟାଲ ଲଣ୍ଡନ ୱାନ ଡେ କପ୍ରେ ସେ ସସେକ୍ସ ଦଳ ପାଇଁ ସିଜନର ତୃତୀୟ ଶତକ ସ୍କୋର କରିଥିଲେ। ମିଡଲ୍ସେକ୍ସ ବିପକ୍ଷରେ ପୂଜାରା…
ସେପ୍ଟେମ୍ବର ୨ରେ ଏଆଇଏଫ୍ଏଫ୍ ନିର୍ବାଚନ
ନୂଆଦିଲ୍ଲୀ,୨୪।୮(ପି.ଟି): କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ(ସିଓଏ)କୁ ରଦ୍ଦ କରାଯିବା ପରେ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଏହାର ସଂଶୋଧିତ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସୋମବାର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଉମେଶ ସିହ୍ନା ଓ ତାପସ ଭଟ୍ଟାଚାର୍ଯ୍ୟଙ୍କୁ ରିଟର୍ନିଂ ଅଫିସର…

