ଡ୍ରାଭିଡ କୋଭିଡ୍ ପଜିଟିଭ
ନୂଆଦିଲ୍ଲୀ, ୨୪।୮(ପି.ଟି.): କୋଭିଡ୍ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କର ପଜିଟିଭ ଆସିଛି। ଫଳତଃ ଏସିଆ କପ୍ରେ ଭାଗନେବାକୁ ଦୁବାଇ ଅଭିମୁଖେ ଗସ୍ତ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସହ ସେ ଯାଇପାରି ନାହାନ୍ତି ବୋଲି…
ଜାପାନକୁ ହରାଇଲା ଭାରତ
ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ବାହାରିନର ରିଫାଠାରେ ଆୟୋଜିତ ୨୧ତମ ଏସିଆନ ପୁରୁଷ ୨୦ ବର୍ଷରୁ କମ୍ ଭଲିବଲ ଚାମ୍ପିୟନଶିପ୍ରେ ଶକ୍ତିଶାଳୀ ଜାପାନକୁ ହରାଇ ଭାରତ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଅନୁଷ୍ଠିତ ନିଜର ପ୍ରଥମ ମ୍ୟାଚରେ ଭାରତ ୩-୧ (୧୯-୨୫, ୨୫-୧୯,…
ସ୍ପୋଟର୍ସ ହଷ୍ଟେଲ, ଓଡ଼ିଶା ଏଚ୍ପିସି ବିଜୟୀ
ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀଠାରେ ଚାଲିଥିବା ୧୬ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ (ଫେଜ୍-୧)ରେ ମଙ୍ଗଳବାର ଓଡ଼ିଶାର ଦୁଇ ଦଳ ସ୍ପୋଟର୍ସ ହଷ୍ଟେଲ ଓ ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍ପିସି) ବିଜୟ…
ଜଗରନଟ୍ସ ଆଜି ଚେନ୍ନାଇକୁ ଭେଟିବ
ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ଓଡ଼ିଶା ଜଗରନଟ୍ସ ବୁଧବାର ଚେନ୍ନାଇ କୁଇକ୍ ଗନ୍ସକୁ ଭେଟିବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍ ଜଗରନଟ୍ସ ଓ ଚେନ୍ନାଇ ମଧ୍ୟରେ ଏହା…
କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ମ୍ୟାଚ
ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର…
ରାଉରକେଲା ପ୍ରୋ ଲିଗ୍ ଭେନ୍ୟୁ
ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ହକି ପାଇଁ ଆସିଛି ଆଉ ଏକ ଭଲ ଖବର। ରାଜ୍ୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲାର ରାଉରକେଲାରେ ଆଗାମୀ ଦିନରେ ଅଧିକରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେବା ପଥ…
ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ବି ମାରିଦେଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ: ଶାସ୍ତ୍ରୀ
ନୂଆଦିଲ୍ଲୀ,୨୩।୮: ଦୀର୍ଘଦିନ ଧରି ବ୍ୟାଟ୍ରେ କମାଲ ଦେଖାଇପାରୁନାହାନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ ବିରାଟ କୋହଲି। ନଭେମ୍ବର ୨୦୧୯ରେ ସେ ଶେଷ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ଏହାପରଠାରୁ ସେ ସଂଘର୍ଷ କରିଆସୁଛନ୍ତି। ସେ ପୁଣିଥରେ ଫର୍ମକୁ ଫେରି ବଡ଼…
ଆଇସିସି ଦିନିକିଆ ଟିମ୍ ର଼୍ୟାଙ୍କିଙ୍ଗ: ୩ୟ ସ୍ଥାନ ବଜାୟ ରଖିଲା ଭାରତ
ଦୁବାଇ, ୨୩ା୮: ଆଇସିସିର ଦିନିକିଆ ଟିମ୍ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଜିମ୍ବାଓ୍ବେ ବିପକ୍ଷରେ କ୍ଲିନ ସୁଇପ୍ ଯୋଗୁ ଭାରତ ଏହାର ୩ୟ ସ୍ଥାନ ବଜାୟ ରଖିପାରିଛି। ବର୍ତ୍ତମାନ ଭାରତର ରେଟିଂ ପଏଣ୍ଟ ୧୧୧ରେ ପହଞ୍ଚିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ବିଜୟ ସହ…
କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍କା
ନୂଆଦିଲ୍ଲୀ,୨୩।୮: ପ୍ରଥମେ ଭାରତୀୟ କ୍ରିକେଟ ଟିମ୍ରୁ ବାହାରିିଥିବା କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍କା ଲାଗିଛି। ୩୧ ବର୍ଷୀୟ ଏହି କ୍ରିକେଟର ରୟାଲ ଲଣ୍ଡନ ଓ୍ବାନ୍ ଡେ କପ୍ରୁ ବାଦ୍ ପଡ଼ିଛନ୍ତି। ସେ ଏହି ଟୁର୍ନାମେଣ୍ଟରେ ଇଂଲିଶ କାଉଣ୍ଟିଂ ଓ୍ବାର୍ଓ୍ବିକ୍ସାୟାରର ଅଂଶ…
ଭାରତ ପାଇଁ ଖେଳିବାକୁ ତ ସୁଯୋଗ ମିଳୁଛି ଭାବି ନିଜକୁ ବୁଝାଇ ଦିଏ: ଅକ୍ଷର ପଟେଲ
ହରାରେ,୨୩।୮: ଦୁଇଟି ମ୍ୟାଚ୍ ଖେଳି ଦଳରୁ ବାଦ୍ ପଡ଼ିଲେ ଖେଳାଳିଙ୍କୁ କଷ୍ଟ ହୋଇଥାଏ। ହେଲେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଅକ୍ସର ପଟେଲ ତାଙ୍କୁ ମିଳୁଥିବା ପ୍ରତ୍ୟେକ ସୁଯୋଗକୁ ପୁଞ୍ଜି କରି ରଖିବାକୁ ଚାହୁଁଛନ୍ତି। ୨୦୧୪ରୁ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ଉଇକେଟ…
କଳା ଚଷମା ଗୀତରେ ନାଚିଲେ ଭାରତୀୟ ଖେଳାଳି
ହରାରେ,୨୩।୮: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜକୁ ୩-୦ ବ୍ୟବଧାନରେ ଜିତିବା ପରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଅଧିନାୟକ ଲୋକେଶ ରାହୁଲଙ୍କ ଠାରୁ ଆରମ୍ଭ କରି ଶିଖର ଧାୱନ ଏବଂ ଇଶାନ କିଶନ ପର୍ଯ୍ୟନ୍ତ ସମସ୍ତ ଖେଳାଳି ବହୁତ…
ଏସିଆ କପ୍ ପୂର୍ବରୁ ଭାରତକୁ ଝଟ୍କା: ରାହୁଲ ଦ୍ରାବିଡ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୩।୮: ଏସିଆ କପ୍ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍କା ଲାଗିଛି। ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏସିଆ କପ୍ ପାଇଁ ଭାରତୀୟ ଦଳ ଆଜି ୟୁଏଇ ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ…

