ଖେଳ

ଦୁଲୀପ୍‌ ଟ୍ରଫି: ସେମିରେ ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ

ଚେନ୍ନାଇ/ ପୁଡୁଚେରୀ, ୧୨ା୯ (ପିଟି) : ଦୁଲୀପ୍‌ ଟ୍ରଫିର ସେମି ଫାଇନାଲରେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ଜୋନ୍‌। ଚେନ୍ନାଇରେ ପଶ୍ଚିମାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯାଇଥିବା ବେଳେ ପୁଡୁଚେରୀରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ମ୍ୟାଚ ଖେଳା ଯାଇଥିଲା। ଅଜିଙ୍କ୍ୟ…

ସ୍ବିଟେକ୍‌ଙ୍କୁ ମହିଳା ସିଙ୍ଗଲ୍ସ ଟାଇଟଲ

ନ୍ୟୁୟର୍କ,୧୨ା୯(ପିଟି) : ଇଗା ସ୍ବିଟେକ୍‌ ଜିତିଲେ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ୍‌। ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। ପୂର୍ବରୁ ଦୁଇଥର ରୋଲାଣ୍ଡ ଗ୍ୟାରସ୍‌(ଫ୍ରେଞ୍ଚ ଓପନ) ଜିତି ସାରିଥିବା ସ୍ବିଟେକ୍‌ ଶନିବାର…

ଏସିଆ କପ୍‌ ଟାଇଟଲ ହାତେଇଲା ଶ୍ରୀଲଙ୍କା

ଦୁବାଇ,୧୧।୯: ଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଏସିଆ କପ୍‌ ଟାଇଟଲ ହାତେଇଛି ଶ୍ରୀଲଙ୍କା। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପ୍ରମୋଦ ମଦୁଶାନ୍‌ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ପାକିସ୍ତାନକୁ…

ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ଜିତିବା ପରେ ପ୍ରଥମେ ବୋଲିଂ…

ଏସିଆ କପ ଫାଇନାଲ୍‌: ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୧୧।୯:ଏସିଆ କପ ଟି-୨୦ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଟାଇଟଲ ମ୍ୟାଚରେ ପାଞ୍ଚ ଥର ଚାମ୍ପିୟନ ଶ୍ରୀଲଙ୍କା ଏବଂ ଦୁଇଥର ଚାମ୍ପିୟନ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…

ଉର୍ବଶୀ କିଏ ମୁଁ ଜାଣିନାହିଁ: ନଶିମ ଶାହା

ଦୁବାଇ,୧୧।୯: ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦ୍ରୁତ ବୋଲର ନଶିମ ଶାହା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ନଶିମ ସୁପର-୪ ରାଉଣ୍ଡ ଆଫଗାନିସ୍ତାନ ବିପକ୍ଷରେ ସେ ଦଳକୁ ଲଗାତାର ଦୁଇଟି ଛକା ମାରି…

ଆଜି ଫାଇନାଲ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୯: ଏସିଆ କପ୍‌ ୨୦୨୨ର ଫାଇନାଲ ମୁକାବିଲା ଆଜି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଟିମ୍‌ର ପରିସଂଖ୍ୟାନକୁ ଦେଖିଲେ ପାକିସ୍ତାନ ଟିମ୍‌ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏଯାବତ ଉଭୟ ଦେଶ ମଧ୍ୟରେ ୨୧ ଟି୨୦…

ଚେସ୍‌ ପ୍ରଶିକ୍ଷକଙ୍କ ମାତୃ ବିୟୋଗ

ଭୁବନେଶ୍ୱର, ୧୧ା୯(କ୍ରୀଡ଼ା ପ୍ରତିନିଧି): ରାଜ୍ୟର ଜଣେ ପ୍ରତିଷ୍ଠିତ ଖେଳାଳି ତଥା ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ମାତୃ ବିୟୋଗ ଘଟିଛି। ଏସ୍‌.ଆର. ଚେସ୍‌ ଏକାଡେମୀର ମାର୍ଗଦର୍ଶକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଧର୍ମପନତ୍ୀ ଅନସୂୟା ପଟ୍ଟନାୟକ ଶନିବାର ସକାଳ ୮ଟାରେ ୯୨ ବର୍ଷ ବୟସରେ…

ଫାଇନାଲରେ ଆଲ୍‌କାରେଜ, ରୁଡ୍‌

ନ୍ୟୁୟର୍କ,୧୧ା୯(ପି.ଟି): ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି କାସ୍ପର ରୁଡ୍‌ ଓ କାର୍ଲୋସ ଆଲ୍‌କାରେଜ। ନରଓ୍ବେର କାସ୍ପର ରୁଡ୍‌ ଏକ ୫୫ ଶଟର ରାଲି ସହିତ ଫାଇନାଲରେ ପ୍ରବେଶ କରିଛନ୍ତି। ଲମ୍ବା ରାଲି ସହିତ ଚଳିତ ବର୍ଷର ନିଜର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ…

ଗୋଟିଏ ଦିନରେ ୧୭ ଉଇକେଟ ପତନ

ଲଣ୍ଡନ, ୧୧ା୯(ଏପି): ଓଭାଲଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ କ୍ରିକେଟ ଟେଷ୍ଟ ମ୍ୟାଚର ତୃତୀୟ ଦିବସରେ ୧୭ଟି ଉଇକେଟର ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୬.୨ ଓଭର ଖେଳି ମାତ୍ର…

ଅନ୍ତର୍ଜାତୀୟ ଦିନିକିଆରୁ ଫିଞ୍ଚ୍‌ଙ୍କ ଅବସର

କେର୍ନସ (ଅଷ୍ଟ୍ରେଲିଆ), ୧୧ା୯(ଏପି): ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ପିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ୩୫ ବର୍ଷୀୟ ଫିଞ୍ଚ୍‌ କିଛି ଦିନ ହେଲା ଭଲ ଫର୍ମରେ…

ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଆଜି

ଦୁବାଇ,୧୧ା୯(ପି.ଟି): ରବିବାର ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ପାକିସ୍ତାନ ଓ ଶ୍ରୀଲଙ୍କା। ପ୍ରାରମ୍ଭରୁ ଶ୍ରୀଲଙ୍କା ଆୟୋଜକ ଦେଶ ରହିଥିଲା। ତେବେ ଅର୍ଥନୈତିକ ସଙ୍କଟ ଓ ରାଜନୈତିକ ହିଂସା କାରଣରୁ ଏହି ଟୁର୍ନାମେଣ୍ଟକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା। ଭାରତ-ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?