ଅବସର ନେଲେ ନମିତା
ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି):ଓଡ଼ିଶାର ତାରକା ଅନ୍ତର୍ଜାତୀୟ ମିଡ୍ଫିଲ୍ଡର ନମିତା ଟପ୍ପୋ ଗୁରୁବାର ହକିକୁ ଅଲ୍ବିଦା ଜଣାଇଛନ୍ତି। ଆହତ ସମସ୍ୟା ଲାଗି ରହିବା ଯୋଗୁ ମାତ୍ର ୨୭ ବର୍ଷ ବୟସରେ ତାଙ୍କୁ ଏହି କଠିନ ନିଷ୍ପତ୍ତି ନେବାକୁ ପଡ଼ିଛି। ପାଦରେ ଆଘାତଜନିତ…
ଅବସର ଘୋଷଣା କଲେ ଟେନିସ୍ ତାରକା
ନୂଆଦିଲ୍ଲୀ, ୧୫।୯: ପ୍ରସିଦ୍ଧ କିମ୍ବଦନ୍ତୀ ଟେନିସ୍ ତାରକା ରୋଜର ଫେଡେରର ଗୁରୁବାର ଟେନିସ୍ରୁ ଅବସର ଘୋଷଣା କରିଛନ୍ତି। ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ୪୧ ବର୍ଷ ବୟସରେ ଟେନିସ୍ରୁ ଅବସର ନେଉଛନ୍ତି ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।…
ଟି୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ
କାବୁଲ,୧୫।୯: ଏସିଆ କପ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗୁରୁବାର ଟି୨୦ ବିଶ୍ୱକପ୍ ଲାଗି ଦଳ ଘୋଷଣା କରିଛି। ମହମ୍ମଦ ନବୀଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୧ରେ ହୋଇଥିବା ଟି୨୦ ବିଶ୍ୱକପ୍ରେ ମଧ୍ୟ ନବୀ…
କିଛି ମିନିଟ୍ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍
ନୂଆଦିଲ୍ଲୀ,୧୫।୯: ଟି-୨୦ ବିଶ୍ୱକପ ୨୦୨୨ରେ ୨୩ ଅକ୍ଟୋବରରେ ହେବାକୁ ଥିବା ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଆଇସିସିର ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଆଇସିସି କହିଛି, ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ…
‘ବିରାଟ କୋହଲି ବିଶ୍ୱକପ୍ ପରେ ଟି-୨୦ ଫର୍ମାଟରୁ ନେବେ ଅବସର’
ଇସଲାମାବାଦ୍,୧୫।୯: ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ ପରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ନେବାକୁ ଚିନ୍ତା କରିପାରନ୍ତି। ଅନ୍ୟ ଫର୍ମାଟରେ ଭଲ ଖେଲିବା…
କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୫।୯: ଅଷ୍ଟ୍ରେଲିଆ ମହିଳା ଦଳର ଉପ-ଅଧିନାୟକ ରାଚେଲ ହେନ୍ସ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ବାମହାତୀ ବ୍ୟାଟ୍ସମ୍ୟାନ୍ ହେନ୍ସ ନିଶ୍ଚିତ କରିଛନ୍ତି ଯେ, ଆଗାମୀ ମହିଳା ବିଗ ଲିଗ ତାଙ୍କର ଶେଷ ଘରୋଇ ସିଜିନ୍ ହେବ।…
ପ୍ରସିଦ୍ଧ ଅମ୍ପାୟାର ଅସଦ ରୌଫଙ୍କ ପରଲୋକ
ଇସଲାମାବାଦ,୧୫।୯: ଆଇସିସିର ଏଲିଟ ପ୍ୟାନେଲର ଅଂଶ ଥିବା ପାକିସ୍ତାନୀ ଅମ୍ପାୟାର ଅସଦ ରୌଫ (୬୬)ଙ୍କ ଲାହୋରରେ ଦେହାନ୍ତ ହୋଇଛି। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବରକୁ ତାଙ୍କ ଭାଇ ତାହିର ନିଶ୍ଚିତ କରିଛନ୍ତି। ପୂର୍ବତନ ଅମ୍ପାୟାରଙ୍କ ଭାଇ କହିଛନ୍ତି…
ରିଫ୍ରେଶର କୋର୍ସ ଭାରୋତ୍ତୋଳନ ବିକାଶରେ ସହାୟକ ହେବ: ସାନ୍ଧୁ
ଭୁବନେଶ୍ୱର, ୧୫।୯ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଲ୍ଏଫ୍)ର ମିଳିତ ଉଦ୍ୟମରେ କଳିଙ୍ଗ ଷ୍ଟାଡିୟମରେ ଏକ ୩ ଦିନିଆ ଟେକ୍ନିକାଲ ଅଫିସିଆଲ ରିଫ୍ରେଶର କୋର୍ସ (ନ୍ୟାଶନାଲ କାଟେଗୋରି-୨ ଓ କାଟେଗୋରି-୧)…
ଭିନେଶଙ୍କୁ ବ୍ରୋଞ୍ଜ
ବେଲଗ୍ରେଡ୍,୧୫ା୯(ପି.ଟି.) : ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗତ। ଏହା ସହିତ ପ୍ରଥମ ଭାରତୀୟ ମହିଳା ରେସଲର ଭାବରେ ଦୁଇଟି ବିଶ୍ୱ ଚାମ୍ପିୟନଶିପ ପଦକ ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି।…
ଭାରତ ବିପକ୍ଷ ସିରିଜରୁ ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ ଓହରିଲେ
ମେଲବୋର୍ନ, ୧୫।୯ (ପି.ଟି.): ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ ଉପଲବ୍ଧ…
ଇଂଲଣ୍ଡକୁ ହରାଇଲା ଭାରତ
ଡର୍ବି,୧୫ା୯(ପି.ଟି.): ଓପନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ହୋଇଛି ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ରହିଥିବା ବେଳେ ଗୁରୁବାର ଅନ୍ତିମ ମ୍ୟାଚ ଖେଳାଯିବ। ପ୍ରଥମେ ବ୍ୟାଟିଂ…
ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ବେଙ୍ଗାଲୁରୁ,୧୪।୯: ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ନେଇ ସେ କହିଛନ୍ତି, ନିଜ ଦେଶ ଏବଂ ରାଜ୍ୟ କର୍ନାଟକ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା। ସନ୍ତୁ ଜିନିଷର ଅନ୍ତଃ ରହିଛି। ମୁଁ ଭାରତୀୟ…

