ପୁଷ୍ପା ଷ୍ଟାଇଲ୍ରେ ଖୁସି ମନାଇଲେ ବ୍ରାଭୋ, ଭିଡିଓ ଦେଖିଲେ…
ନୂଆଦିଲ୍ଲୀ,୨୭।୧: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରୋଜଗାରରେ ନୂଆ ରେକର୍ଡ କରିଛି। ଚଳଚ୍ଚିତ୍ରରେ ଅଭିନୟ ଏବଂ ନୃତ୍ୟ ଶୈଳୀକୁ ବେଶ ପସନ୍ଦ କରାଯାଉଛି। ଏହାକୁ ନେଇ କ୍ରେଜ୍ ଏତେ ଯେ ପ୍ରଥମେ ସୋସିଆଲ ମିଡିଆରେ...
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ସ୍କ୍ବାର୍ଡ ଘୋଷଣା: ଫେରିଲେ ରୋହିତ, ବୁମ୍ରା-ଶାମି ବାଦ୍
ନୂଆଦିଲ୍ଲୀ,୨୭।୧: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅଧିନାୟକ ଭାବେ ରୋହିତ ଶର୍ମା ଉଭୟ ସିରିଜ ପାଇଁ ଦଳକୁ ଫେରିଛନ୍ତି। ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ...
ନୂଆ ସ୍ପିନରଙ୍କୁ ମିଳିପାରେ ଟିମ୍ ଇଣ୍ଡିଆରେ ସୁଯୋଗ
ନୂଆଦିଲ୍ଲୀ,୨୬।୧: ଆସନ୍ତା ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍। ଏହି ସିରିଜ୍ ଲାଗି ଘୋଷିତ ହେବାକୁ ଥିବା ଭାରତୀୟ ଦଳରେ ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିବ। ଏହା ବ୍ୟତୀତ...
ବିନା ଡିଆର୍ଏସ୍ରେ ଖେଳାଯାଉଛି ବିପିଏଲ୍
ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍ଏସ୍)ରେ ଖେଳାଯାଉଛି। ଲିଗ୍ରେ ଡିଆର୍ଏସ୍ ସିଷ୍ଟମ ଉପଲବ୍ଧ କରାଇବାରେ ବିଫଳ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)। ପୂରା...
ଶୀର୍ଷରେ ବାବର, କୋହଲି ଦ୍ୱିତୀୟ
ନୂଆଦିଲ୍ଲୀ,୨୬।୧: ଆଇସିସି ଦିନିକିଆ ର଼୍ୟାଙ୍କିଂରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ସଦ୍ୟ ଜାରି ହୋଇଥିବା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଭାରତୀୟ...
ବଲ ଟ୍ୟାମ୍ପରିଂ ପାଇଁ ବାସନ୍ଦ
ଦୁବାଇ,୨୬।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ ବଲ ଟ୍ୟାମ୍ପରିଂ କରିଥିଲେ ନେଦରଲାଣ୍ଡ୍ସ ପେସର ଭିଭିଆନ କିଙ୍ଗମା। ଦୋହାରେ ଖେଳାଯାଇଥିବା ୩ୟ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ୭୫ ରନ୍ରେ ହରାଇ ଦେଇଥିଲା ଆଫଗାନିସ୍ତାନ। ମ୍ୟାଚ୍ର ୩୧ତମ ଓଭରରେ କିଙ୍ଗମା ନଖରେ ବଲକୁ...
ବିସିସିଆଇକୁ ଅନୁରୋଧ କଲା ଶ୍ରୀଲଙ୍କା
ନୂଆଦିଲ୍ଲୀ,୨୬।୧: ଶ୍ରୀଲଙ୍କା କ୍ରିକେଟ ଦଳର ଆଗାମୀ ଭାରତ ଗସ୍ତ କାର୍ଯ୍ୟସୂଚୀରେ ସମ୍ଭବତଃ ପରିବର୍ତ୍ତନ ହୋଇପାରେ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଗସ୍ତ ଦୁଇଟି ଟେଷ୍ଟ ମ୍ୟାଚ୍ ସହ ଆରମ୍ଭ ହେବାର ଥିଲା। ପରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍...
୬ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ଏହି ଅଲରାଉଣ୍ଡର, ବଢ଼ିଲାଣି ଚର୍ଚ୍ଚା
ନୂଆଦିଲ୍ଲୀ, ୨୬।୧: ଆସନ୍ତା ମାସରୁ ଘରୋଇ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଫେବୃୟାରୀ ୬ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ସିରିଜ ଖେଳାଯିବ। ଆହତ ହେବା ଯୋଗୁ ଦକ୍ଷିଣ...
ୟୋୟୋ ଟେଷ୍ଟ କ୍ଲିଅର କଲେ ରୋହିତ
ନୂଆଦିଲ୍ଲୀ,୨୬।୧: ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମା ବୁଧବାର ୟୋୟୋ ତଥା ଫିଟ୍ନେସ ଟେଷ୍ଟ କ୍ଲିଅର କରିଛନ୍ତି। ଫଳରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ୍ ଲାଗି ସେ ଉପଲବ୍ଧ ହୋଇଛନ୍ତି। ଏହି...
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର
କଲମ୍ବୋ,୨୬।୧: ଶ୍ରୀଲଙ୍କାର ବରିଷ୍ଠ କ୍ରିକେଟର ଦିଲ୍ରୁୱାନ ପେରେରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷିୟ ଦିଲ୍ରୁୱାନ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓଙ୍କୁ ଇମେଲ ମାଧ୍ୟମରେ ତାଙ୍କ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି। ପେରେରା ଶ୍ରୀଲଙ୍କାର ଟେଷ୍ଟ...
ଅଶ୍ୱିନଙ୍କ ବିକଳ୍ପ ଖୋଜ, ଏହି ଦୁଇ ଖେଳାଳିଙ୍କୁ ଦଳକୁ ଆଣ: ହରଭଜନ
ନୂଆଦିଲ୍ଲୀ,୨୬।୧: ଦିନିକିଆ କ୍ରିକେଟରେ ଭାରତର ସ୍ପିନରମାନେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ କ୍ରିକେଟର ହରଭଜନ ସିଂହ। ଏହି ଫର୍ମାଟରେ ଆର୍ ଅଶ୍ୱିନଙ୍କୁ ନ ଖେଳାଇବାର ସମୟ ଆସିଛି। ଏପରିକି ଦଳରେ ୟୁଜବେନ୍ଦଅ ଚହଲ ଏବଂ...
ଏହି ବିସ୍ଫୋରକ କ୍ରିକେଟର୍ଙ୍କୁ ବ୍ୟକ୍ତିଗତ ମେସେଜ୍ କଲେ ମୋଦି
ନୂଆଦିଲ୍ଲୀ,୨୬।୧: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍ କ୍ରିସ ଗେଲ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଏହି ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା...
Archives


