Posted inଖେଳ

ପୁଷ୍ପା ଷ୍ଟାଇଲ୍‌ରେ ଖୁସି ମନାଇଲେ ବ୍ରାଭୋ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୧: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରୋଜଗାରରେ ନୂଆ ରେକର୍ଡ କରିଛି। ଚଳଚ୍ଚିତ୍ରରେ ଅଭିନୟ ଏବଂ ନୃତ୍ୟ ଶୈଳୀକୁ ବେଶ ପସନ୍ଦ କରାଯାଉଛି। ଏହାକୁ ନେଇ କ୍ରେଜ୍‌ ଏତେ ଯେ ପ୍ରଥମେ ସୋସିଆଲ ମିଡିଆରେ ଖେଳାଳିମାନେ ଆଲ୍ଲୁଙ୍କ ଷ୍ଟାଇଲ୍‌ରେ ରିଲ୍‌ କରୁଥିବା ଦେଖାଯାଇଥିଲା। ଏବେ ପୁଷ୍ପାର ନୃତ୍ୟ କ୍ରିକେଟ ମଇଦାନରେ ପହଞ୍ଚିଛି। ବାଂଲାଦେଶରେ ଖେଳାଯାଉଥିବା ବାଂଲାଦେଶ ପ୍ରିମିୟର ଲିଗ୍‌ ମ୍ୟାଚ୍‌ରେ ଅଲରାଉଣ୍ଡର ଡଓ୍ବେନ୍‌ ବ୍ରାଭୋ ସେଭଳି କିଛି କରି ପ୍ରଶଂସକଙ୍କୁ ଚମକାଇଛନ୍ତି।

ଫର୍ଚ୍ୟୁନ୍‌ ବାରିସାଲ ପାଇଁ ଖେଳୁଥିବା ବ୍ରାଭୋ ଚମତ୍କାର ବୋଲିଂ କରି ମ୍ୟାଚ୍‌ରେ ୪ ଓଭରରେ ୩୦ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଇନିଂସର ୧୮ତମ ଓଭରର ପଞ୍ଚମ ବଲ୍‌ରେ ମହୀଦୁଲ ଇସଲାମଙ୍କ ଉଇକେଟ ନେବା ଅବସରରେ ବ୍ରାଭୋ ‘ପୁଷ୍ପା ଓ୍ବାକ୍‌/ ପୁଷ୍ପା ଭଳି ଚାଲି’ କରି ଖୁସି ମନାଇଥିଲେ। ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗରେ ଅମ୍ପାୟରଙ୍କ ରୁମ୍‌ରେ ପଶିଯାଇଥିଲେ କୋହଲି, ଜାଣନ୍ତୁ କାହିଁକି

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ।...

ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍‌: କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।...

ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ଭିତରେ ପାର୍ଥକ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୩।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ...

ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ହରଭଜନ; ଅଶ୍ୱିନଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୫।୮: ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ଭାରତର ପୂର୍ବ ସ୍ପିନର ହରଭଜନ ସିଂହ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନ ଖେଳାଇବାର...

ଆସନ୍ତା ମାର୍ଚ୍ଚରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ, ୧୩ା୮: ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ୍‌ ୨୦୨୩ ମାର୍ଚ୍ଚରୁ ଖେଳାଯିବ। ଏଥିପାଇଁ ଏକ ମାସ ସମୟ ରଖାଯାଇଥିବା ବିସିସିଆଇର ଜେaଣ ବରିଷ୍ଠ କର୍ମକର୍ତ୍ତା ସୂଚନା...

ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ହାଇଦ୍ରାବାଦ

ମୁମ୍ବାଇ,୨୨।୫: ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ଅର୍ଥାତ୍‌ ୭୦ ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ...

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ...

ବୟସ ଜାଲିଆତି: ଏମ୍‌ସିଏ ଜୁନିୟର କ୍ୟାମ୍ପରୁ ୫ ବିଦା

ମୁମ୍ବାଇ, ୨|୮ (ପି.ଟି.)-ବୋନ୍‌ ଏଜ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ର ୧୬ ବର୍ଷରୁ କମ୍‌ ଅଫ୍‌ ସିଜନ କ୍ୟାମ୍ପ ଲାଗି ୫ ଜଣ...

Advertisement
Archives

Model This Week