Posted inଖେଳ

ଏହି ବିସ୍ଫୋରକ କ୍ରିକେଟର୍‌ଙ୍କୁ ବ୍ୟକ୍ତିଗତ ମେସେଜ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୧: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍‌ କ୍ରିସ ଗେଲ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି, ଏହି ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇ ତାଙ୍କ ଦିନକୁ ସ୍ବତନ୍ତ୍ର କରିଛନ୍ତି। ୪୨ ବର୍ଷୀୟ ଗେଲ ଏପର୍ଯ୍ୟନ୍ତ ଅବସର ଘୋଷଣା କରିନାହାଁନ୍ତି, କିନ୍ତୁ ସେ ୱେଷ୍ଟଇଣ୍ଡିଜ ଦଳରୁ ବାଦ୍‌ ପଡିଛନ୍ତି। ସେ ଆଇପିଏଲ ୨୦୨୨ ମେଗା ନିଲାମ ପାଇଁ ମଧ୍ୟ ପଞ୍ଜୀକୃତ କରିନାହାଁନ୍ତି।
ଗେଲ ଟୁଇଟରରେ ଲେଖିଛନ୍ତି, ମୁଁ ଭାରତୀୟମାନଙ୍କୁ ୭୩ତମ ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଉଛି। ମୋର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ବାର୍ତ୍ତା ସହିତ ଆରମ୍ଭ ହୋଇଥିଲା। ମୁଁ ତାଙ୍କ ସହ ଏବଂ ଭାରତର ଲୋକଙ୍କ ସହ ମୋର ଘନିଷ୍ଠ ସମ୍ପର୍କକୁ ନିଶ୍ଚିତ କରିବାକୁ ଚାହୁଁଛି। ଅଭିନନ୍ଦନ ଏବଂ ୟୁନିଭର୍ସ ବସଙ୍କ ପକ୍ଷରୁ ଢେର୍‌ ସାରା ଭଲପାଇବା।
ଗେଲ ଭାରତରେ ବହୁତ ଲୋକପ୍ରିୟ। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ନିଜ ବ୍ୟାଟିଂ ସହିତ ଭାରତରେ ଅନେକ ପ୍ରଶଂସକ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ଜିତିଲା ଭାରତ…

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍‌ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା...

କମିଲା ରୋନାଲଡୋ, କୋହଲିଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୩।୧୦: ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବିରାଟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା କମିଯାଇଛି। ବୈଷୟିକ ତ୍ରୁଟି ଯୋଗୁ ଉଭୟଙ୍କର ଲକ୍ଷ ଲକ୍ଷ...

ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ଢାକା,୭।୧୦: ମହିଳା ଏସିଆ କପ ଟି-୨୦ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍‌ ଖେଳାଯାଉଛି। ପାକିସ୍ତାନ ଅଧିନାୟିକା ବିସ୍‌ମାହ ମାରୋଫ ଟସ ଜିତି...

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂ ୨୦୨୩

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ଅନୁଷ୍ଠିତ...

ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍‌ ଯୋଗୁ ଐତିହାସିକ ରନ୍‌ କରିଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ...

ବ୍ରୋଞ୍ଜ ପଦକ ପାଇଁ ଲଢିବ ଭାରତୀୟ କମ୍ପାଉଣ୍ଡ ଟିମ୍‌

ଆଣ୍ଟାଲ୍ୟା (ତୁର୍କୀ), ୨୪ା୫ (ପି.ଟି.)-ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଟିମ୍‌ ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୩ ବ୍ରୋଞ୍ଜ୍‌ ପଦକ ପ୍ଲେ-ଅଫ୍‌ରେ ପ୍ରବେଶ...

ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସେମିଫାଇନାଲ: ଜାଣନ୍ତୁ କେବେ, କେଉଁଠାରେ ଦେଖିବେ ମ୍ୟାଚ୍‌

କେବଟାଉନ୍‌,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ କେପଟାଉନରେ ଖେଳାଯିବ।...

ପ୍ରତ୍ୟେକ ଛକା ପିଛା ୧୨ ହଜାର ଟଙ୍କା ଦାନ କରିବେ ଖେଳାଳି

ମେଲ୍‌ବୋର୍ନ,୪।୧- ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆରେ ଆତଙ୍କ ଖେଳାଇ ଦେଇଛି। ହଜାର ହଜାର ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ...

Advertisement
Archives

Model This Week