Posted inଖେଳ

ଅଶ୍ୱିନଙ୍କ ବିକଳ୍ପ ଖୋଜ, ଏହି ଦୁଇ ଖେଳାଳିଙ୍କୁ ଦଳକୁ ଆଣ: ହରଭଜନ

ନୂଆଦିଲ୍ଲୀ,୨୬।୧: ଦିନିକିଆ କ୍ରିକେଟରେ ଭାରତର ସ୍ପିନରମାନେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ କ୍ରିକେଟର ହରଭଜନ ସିଂହ। ଏହି ଫର୍ମାଟରେ ଆର୍‌ ଅଶ୍ୱିନଙ୍କୁ ନ ଖେଳାଇବାର ସମୟ ଆସିଛି। ଏପରିକି ଦଳରେ ୟୁଜବେନ୍ଦଅ ଚହଲ ଏବଂ କୁଲଦୀପ ଯାଦବଙ୍କୁ ଫେରାଇ ଅଣାଯାଉ ବୋଲି ସେ କହିଛନ୍ତି।

ହରଭଜନଙ୍କ ମତରେ ଇଶାନ୍ତ ଶର୍ମା ଏବଂ ଅଶ୍ୱିନ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ଜଣେ ଚାମ୍ପିୟନ ବୋଲର। ହେଲେ ଦିନିକିଆ କ୍ରିକେଟରେ ଭାରତକୁ ବିକଳ୍ପ ଖୋଜିବାର ସମୟ ଆସିଛି। କୂଳଦୀପ ଭଲ ବିକଳ୍ପ ହୋଇପାରନ୍ତି। ତାଙ୍କ ସହ ୟୁଜବେନ୍ଦ୍ରଙ୍କ ଯୋଡ଼ି ମ୍ୟାଚ୍‌ ଜିତିବାରେ କି ପ୍ରଭାବ ପକାଉଛି ତାହା ଦେଖିବା ଉଚିତ ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି।...

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ...

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ...

ଜନତଙ୍କୁ ୫ ଉଇକେଟ: ଦ୍ୱିତୀୟ ଟି୨୦ରେ ଆଫ୍‌ଗାନିସ୍ତାନ ବିଜୟୀ

ଲକ୍ଷ୍ନୌ,୧୭।୧୧(ପି.ଟି.)- ୨୧ ବର୍ଷୀୟ ମିଡିୟମ ପେସର କରିମ ଜନତଙ୍କ ଦମ୍‌ଦାର ପ୍ରଦର୍ଶନ (୫/୧୧) ସହାୟତାରେ ଆଫଗାନିସ୍ତାନ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪୧ ରନରେ ପରାସ୍ତ...

ବିଗ୍‌ ବାଶ୍‌ ଲିଗ୍‌: କ୍ରିସ୍‌ ଲିନ୍‌, ଡାନ୍‌ ଲରେନ୍ସଙ୍କୁ ଜରିମାନା

ମେଲବୋର୍ନ, ୧୬।୧୨: ବିଗ୍‌ ବାଶ୍‌ ଟି୨୦ ଲିଗ୍‌ ବେଳେ କରୋନା ଭାଇରସ୍ ପ୍ରୋଟୋକଲ ଭଙ୍ଗ କରିଥିବାରୁ ବ୍ରିସ୍‌ବେନ୍‌ ହିଟ୍‌ର କ୍ରିସ୍‌ ଲିନ୍‌ ଓ ଡାନ୍‌ ଲରେନ୍ସଙ୍କୁ...

ବୟସ ଜାଲିଆତି ରୋକିବାକୁ ବୋର୍ଡର ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌

ନୂଆଦିଲ୍ଲୀ,୨।୧୦(ପି.ଟି.)- କ୍ରିକେଟରେ ବୟସ ଜାଲିଆତି ଏବେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି। ଏହାକୁ ରୋକିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ...

ପାକିସ୍ତାନ ଷ୍ଟାଡିୟମରେ ହେଉଛି ପରିବା ଚାଷ

ଇସଲାମାବାଦ,୧୭।୮ : ଭାରତ ଭଳି ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ଅଭାବ ନାହିଁ। ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ଦେଶରେ କୌଣସି ଅନ୍ତର୍ଜାତୀୟ...

ମୋର କୌଣସି ପଶ୍ଚାତାପ ନାହିଁ, ବ୍ୟାନ ପରେ ହରମାନପ୍ରୀତ କୌରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୧।୮ : ଭାରତୀୟ ମହିଳା ଦଳର ଅଧିନାୟକ ହରମାନପ୍ରୀତ କୌର ବାଂଲାଦେଶ ଗସ୍ତର ଶେଷ ମ୍ୟାଚରେ ଅନେକ ବିବାଦ ସୃଷ୍ଟି କରିଥିଲେ। ଏହା ପରେ ଆଇସିସି...

Advertisement
Archives

Model This Week