Advertisement
Posted inଖେଳ

ରାସ୍ତାରେ ଚପଲ ବିକ୍ରି କରୁଛନ୍ତି କୋହଲିଙ୍କ ନକଲ, ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ କ୍ରିକେଟର

ନୂଆଦିଲ୍ଲୀ,୨୫।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କର ଦେଶବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି। ଏହି ଲୋକପ୍ରିୟତାର ଲାଭ ଉଠାଇବାକୁ ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ବମ୍ବେର ରାସ୍ତାରେ ଜୋତା ବିକ୍ରି କରିବା ଆରମ୍ଭ କରିଛନ୍ତି। ଭାରତୀୟ ଟିମ୍‌ ଭଳି ଜର୍ସି ପିନ୍ଧି ସେ ବିରାଟଙ୍କ ଭଳି ଲୁକ୍‌ ଆପଣାଇଥିବାରୁ ଲୋକେ ତାଙ୍କ ସହ ସେଲଫି ନେଉଥିବା ଦେଖାଯାଉଛି। କୋହଲି ନିଜେ ଉକ୍ତ ବ୍ୟକ୍ତିଙ୍କ ଭିଡିଓକୁ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି।

ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କୋହଲି ଭିଡିଓ ପୋଷ୍ଟ କରି କହିଛନ୍ତି, କେହିଜଣେ ମୋର ନକଲ କରୁଛି। ମୁମ୍ବାଇର ରାସ୍ତାରେ ପ୍ୟୁମାର ପୋଷାକ, ଚପଲ ବିକ୍ରି କରୁଛି। ଏହାକୁ ତୁମେ(କମ୍ପାନୀ) ନୋଟିସ୍‌କୁ ନେବ କି ବୋଲି ସେ କହିଛନ୍ତି।

कोहलीी

କହିରଖୁଛୁ, ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ କୋହଲି ଏହି ସିରିଜରୁ ବ୍ରେକ୍‌ ନେଇଛନ୍ତି। ନିକଟରେ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଉତ୍ତରାଖଣ୍ଡ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଆଖିରୁ ଝରିଲା ଲୁହ

ଲଣ୍ଡନ,୨୦।୭: ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଙ୍ଗଳବାର ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ...

କୋହଲିଙ୍କୁ ପଛରେ ପକାଇଲେ ରୁଟ୍‌

ଲଣ୍ଡନ,୧୧।୮: ନଟିଂହାମ ଟେଷ୍ଟରେ ଭଲ ବ୍ୟାଟିଂ ପାଇଁ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ପୁରସ୍କୃତ ହୋଇଛନ୍ତି। ସେ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କୁ...

ସିରାଜଙ୍କ ଘାତକ ବୋଲିଂ, ଆର୍‌ସିବିର ଦମ୍‌ଦାର ବିଜୟ

ଆବୁଧାବି, ୨୨।୧୦- ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ...

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ପ୍ଲେ-ଅଫ୍‌ ଆଶା ଶେଷ

କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ...

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୨୧୭ …

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ଟସ ଜିତି ପ୍ରଥମେ...

ଆମେରିକାର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌। ଭାରତ ଏହାର ପ୍ରଥମ ମ୍ୟାଚରେ ଉଚ୍ଚ...

ନିକୋଲୋଜ ଜିତିଲେ କାତାର ଓପନ୍‌

ଦୋହା, ୧୫ା୩ (ଏପି)-ଜର୍ଜିଆର ନିକୋଲୋଜ ବାସିଲାସଭିଲି କାତାର ଓପନ ଟେନିସ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ସ୍ପେନର ରବର୍ଟୋ ବଟିଷ୍ଟା ଅଗଟ୍‌ଙ୍କୁ ୭-୬ (୫),...

କ୍ଷୋଭ ପ୍ରକାଶ କଲେ ଏହି କ୍ରିକେଟର: କହିଲେ ‘ଧୋନୀଙ୍କ ଯୋଗୁ କୋହଲି ଆଜି ଶୀର୍ଷରେ, ହେଲେ…’

ଲାହୋର,୨୫।୬: ପାକିସ୍ତାନ କ୍ରିକେଟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ଅହମ୍ମଦ ଶାହାଜାଦ ନିଜ ଦେଶର ବରିଷ୍ଠ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭାରତର ପୂର୍ବତନ ଅଧିନାୟକ...

Advertisement
Archives

Model This Week