ଖେଳ

କୋହଲି, ପାଣ୍ଡ୍ୟାଙ୍କ ଜବରଦସ୍ତ ଠୁମ୍‌କା

ନୂଆଦିଲ୍ଲୀ,୧୯।୯: ଏସିଆ କପ ୨୦୨୨ରେ ଭାରତୀୟ ଦଳର ପ୍ରଦର୍ଶନ ନିରାଶାଜନକ ଥିଲା। ଭାରତ ଏହି ଟୁର୍ନାମେଣ୍ଟରେ ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇ ନ ଥିଲା। ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଆଗାମୀ ଟି-୨୦ ବିଶ୍ୱକପ ଉପରେ ନଜର ରଖିଛି। ଟି-୨୦…

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର ହୋଇଛନ୍ତି। ଖେଳାଳି ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ଦିଲୀପ ରବିବାର ହକି ଇଣ୍ଡିଆର…

ଭାରତୀୟ ଦଳରେ ଶାମିଙ୍କ ସ୍ଥାନରେ ଉମେଶ

ନୂଆଦିଲ୍ଲୀ, ୧୮ା୯:ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଲାଗି ଭାରତୀୟ କ୍ରିକେଟ ଦଳରେ ଭେଟେରାନ ସିମର ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। କୋଭିଡ ଟେଷ୍ଟରେ ପଜିଟିଭ ଆସିବାରୁ ଶାମି ମଙ୍ଗଳବାର ଆରମ୍ଭ ହେବାକୁଥିବା…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୯: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଏହି ଟିମ ଜର୍ସି ନୀଳ ରଙ୍ଗର ଅଟେ। ଏଥିରେ ତିନୋଟି ଷ୍ଟାର ରହିଛି। ଏହି ଷ୍ଟାର ଭାରତୀୟ ଦଳର ତିନିଥର…

ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚଳିତବର୍ଷର ଏକଲବ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାଇକେଲ୍‌ ଚାଳିକା ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଫୁଟବଲର ପ୍ୟାରୀ ଖାକା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରା ଉପବିଜେତା ହୋଇଛନ୍ତି। ସ୍ବସ୍ତି ଜାତୀୟ ପ୍ରତିଯୋଗିତାରେ ୨ଟି…

କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ,୧୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ଏସିଆ କପ୍‌ରେ ଫର୍ମକୁ ଫେରିଛନ୍ତି। ସେ ଏହି ଟୁର୍ନାମେଣ୍ଟର ୫ଟି ମ୍ୟାଚରେ ୨୭୬ ରନ ସ୍କୋର କରିଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ବିରାଟ…

ଆଜିଠୁ ଝୁଲଣଙ୍କ ବିଦାୟୀ ଦିନିକିଆ ସିରିଜ

ହୋଭ୍‌,୧୮ା୯: ରବିବାର ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଭାରତ ତଥା ବିଶ୍ୱର ସର୍ବାଧିକ ଉଇକେଟ ହାସଲକାରୀ ଝୁଲଣ ଗୋସ୍ବାମୀଙ୍କ ଏହା ଅନ୍ତିମ ସିରିଜ ହୋଇଥିବା ବେଳେ ଭାରତୀୟ ଦଳ ସିରିଜ୍‌ ଜିତିବାକୁ ଆପ୍ରାଣ…

୧୦୦ ମିଟର ହର୍ଡଲ୍ସରେ ସବିତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧୮ା୭ (ସ୍ପୋଟର୍‌ସ ବ୍ୟୁରୋ): ଭୋପାଳସ୍ଥିତ ତାନ୍ତିଆ ଟୋପେ ଷ୍ଟାଡିୟମରେ ୧୭ତମ ନ୍ୟାଶନାଲ ୟୁଥ୍‌ ଚାମ୍ପିୟନଶିପ୍‌ (୧୮ ବର୍ଷରୁ କମ୍‌) ଶନିବାରଠାରୁ ଆରମ୍ଭ ହୋଇଛି। ଏହି ୩ ଦିନିଆ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ୧୦ ଆଥଲେଟ (୩ ବାଳିକା ଓ ୭ ବାଳକ) ଭାଗ…

‘କେବେ ଭାବି ନ ଥିଲି ପୁଣି ଥରେ ନିଜ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବ’

ଲଣ୍ଡନ,୧୭।୯: ପୁଣି ଥରେ ନିଜ ଦେଶର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବି ବୋଲି କେବେ ବି ଭାବି ନ ଥିଲି। କିଛି ଏଭଳି କହି ଚର୍ଚ୍ଚାରେ ଇଂଲଣ୍ଡ ଓପନର୍‌ ଆଲେକ୍ସ ହାଲ୍ସ। ୨୦୧୯ ରେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ…

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ୟୁଏଇ

ନୂଆଦିଲ୍ଲୀ,୧୭।୯: ଏମିରେଟ୍ସ କ୍ରିକେଟ ବୋର୍ଡ ଆଗାମୀ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଶନିବାର ଦଳ ଘୋଷଣା କରିଛି। ୟୁଏଇର ବିଶ୍ୱକପ୍‌ ପାଇଁ ଘୋଷିତ ୧୫ ଜଣିଆ ଦଳରେ ସବୁଠୁ ଅଭିଜ୍ଞ ଖେଳାଳି ରୋହନ ମୁସ୍ତାଫାଙ୍କ ନାମ ନ ଥିବା ଦେଖାଯାଇଛି।…

ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌

ମୁମ୍ବାଇ,୧୭।୯(ପି.ଟି.): ଆସନ୍ତା ଆଇପିଏଲ୍‌ ସିଜନ ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟକିପର-ବ୍ୟାଟର ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଥିବା ଫ୍ରାଞ୍ଚାଇଜ୍‌ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ…

ପଡ଼ିଆ ଭିତରକୁ ଆସିଲା ଆମ୍ବୁଲାନ୍ସ

କୋଇମ୍ବାଟୁର, ୧୭।୯(ପି.ଟି.): ଦୁଲିପ ଟ୍ରଫି କ୍ରିକେଟ ସେମିଫାଇନାଲ ଅବସରରେ ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ପଡ଼ିଆ ଭିତରକୁ ଆସିବାକୁ ପଡ଼ିଛି। ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଚାଲିଥିବା ମ୍ୟାଚ ଅବସରରେ ଶୁକ୍ରବାର ଏହି ଘଟଣା ଘଟିଥିଲା। ପଶ୍ଚିମାଞ୍ଚଳ ମିଡିୟମ ପେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?