ପେଦ୍ରୋଙ୍କ ଗୋଲ୍ରେ ଜିତିଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୨୪ା୧୦, (ସ୍ପୋଟର୍ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ୍ ସୁପର୍ ଲିଗ (ଆଇଏସ୍ଏଲ) ମ୍ୟାଚରେ ଓଡ଼ିଶା ଏଫ୍ସି (ଓଏଫ୍ସି) ଚମତ୍କାର ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ୮୬ ତମ ମିନିଟରେ ପେଦ୍ରୋ ଜୋସ୍…
ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା
ଟି୨୦ ବିଶ୍ୱକପ୍ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗ, ମିଥାଲି ରାଜ୍, ହରଭଜନ ସିଂ ଏବଂ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ…
କ୍ୟାରିୟରର ଶ୍ରେଷ୍ଠ ଇନିଂସ କହିଲେ କୋହଲି
ମେଲବୋର୍ନ,୨୩ା୧୦: ପାକିସ୍ତାନ ବିପକ୍ଷ ସୁପର-୧୨ ମ୍ୟାଚରେ ଭାରତ ଅବିଶ୍ୱସନୀ ବିଜୟୀ ହୋଇଛି। ଏଥିରେ ୫୩ ବଲରୁ ଅପରାଜିତ ୮୨ ରନ୍ର ଦମ୍ଦାର ଇନିଂସ ଖେଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ୩୧ ରନ୍ରେ ଭାରତ ୪ ଉଇକେଟ ହରାଇଥିବା ବେଳେ କୋହଲି…
ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା
ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇପଡିଛନ୍ତି। ଏହି ଷ୍ଟାର ଅଲରାଉଣ୍ଡର ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ବୋଲିଂରେ ସେ ମାତ୍ର ୩୦ ରନ…
ବିଜୟ ଆଶା ନ ଥିଲା: ରୋହିତ
ମେଲବୋର୍ନ,୨୩।୧୦: ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ମୋ ପାଇଁ କିଛି କହିବାକୁ କିଛି ଶବ୍ଦ ନାହିଁ। ଶେଷ ଓଭର ସମୟରେ ମୁଁ ଡ୍ରେସିଂ…
ରୋମାଞ୍ଚକ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ
ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପ୍ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ର ହିରୋ ଥିଲେ ବିରାଟ କୋହଲି। ସେ ମାତ୍ର ୫୨ ବଲ୍ରେ ୮୨ ରନ୍ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରି…
ରାଷ୍ଟ୍ରୀୟ ସଙ୍ଗୀତ ଗାନ ସମୟରେ ଭାବୁକ ହେଲେ ରୋହିତ
ମେଲବୋର୍ନ,୨୩।୧୦: ମ୍ୟାଚ୍ ଆରମ୍ଭରୁ ଭାବବିହ୍ବଳ ନଜର ଆସିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ପାକିସ୍ତାନ ବିପକ୍ଷରେ ରବିବାର ସୁପର-୧୨ ଚରଣର ପ୍ରଥମ ମୁକାବିଲା ଖେଳିବାକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ଏମିତିରେ ରୋହିତଙ୍କ ପାଇଁ ଏହା ଅଭୁଲା ମୂହୁର୍ତ୍ତ। ପ୍ରଥମ ଥର ଲାଗି…
ଇଜ୍ଜତ ବଞ୍ଚାଇଲା ଅନ୍ତିମ ଦୁଇ ଓଭର: ମେଲବୋର୍ନରେ ଭାରତକୁ ୧୬୦ ରନ୍ର ଟାର୍ଗେଟ ଦେଲା ପାକିସ୍ତାନ
ମେଲବୋର୍ନ,୨୩।୧୦: ଟି୨୦ ବିଶ୍ୱକପ୍ ୨୦୨୨ର ମହାମୁକାବିଲାରେ ପାକିସ୍ତାନ ଭାରତକୁ ୧୬୦ ରନ୍ର ଟାର୍ଗେଟ ଦେଇଛି। ଏଠାରେ ଖେଲାଯାଉଥିବା ଏହି ମ୍ୟାଚ୍ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ ଉଇକେଟ ହରାଇ ୧୫୯ ରନ୍…
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍..
ନୂଆଦିଲ୍ଲୀ,୨୩।୧୦: ଟି୨୦ ବିଶ୍ୱକପ୍ ୨୦୨୨ରେ ରବିବାରଠାରୁ ନିଜର ମିଶନ୍ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ମେଲବୋର୍ନରେ ଭାରତ ପାକିସ୍ତାନ ସହ ସୁପର-୧୨ ମୁକାବିଲାର ପ୍ରଥମ ମ୍ୟାଚ୍ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍କୁ ଜିତିବା ଲକ୍ଷ୍ୟରେ…
ରବିବାର ଭାରତ-ପାକିସ୍ତାନ ଲଢ଼େଇ…
ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚ୍ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ…
ଇଂଲଣ୍ଡର ସହଜ ବିଜୟ…
ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୩ ରନ୍ର ପିଛା କରି ଇଂଲଣ୍ଡ ୧୮.୧ ଓଭରରେ ୫ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି।…
ଅବିଶ୍ୱସନୀୟ କ୍ୟାଚ୍! ଅଷ୍ଟ୍ରେଲିଆ ବିପକ୍ଷରେ ଫିଲିପ୍ସ ହେଲେ ‘ସୁପରମ୍ୟାନ୍’…
ସିଡନୀ,୨୨।୧୦: ଅଷ୍ଟ୍ରେଲିଆରେ ଚାଲୁଥିବା ଟି୨୦ ବିଶ୍ୱକପ୍ ୨୦୨୨ରେ ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୮୯ରନ୍ରେ ବୃହତ ବିଜୟ ଲାଭ କରିଛି। ଏହି…

