ଖେଳ

‘ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହୋଇପାରେ’

ନୂଆଦିଲ୍ଲୀ, ୨୮ା୧୦ (ପି.ଟି.):ମହିଳା କ୍ରିକେଟରଙ୍କ ମ୍ୟାଚ୍‌ ଫି’ ପୁରୁଷଙ୍କ ସହ ସମାନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ବାଗତଯୋଗ୍ୟ। ମାର୍ଚ୍ଚରେ ମହିଳା ଆଇପିଏଲ୍‌ରେ ତାହା ପ୍ରତିଫଳିତ ହେବ ବୋଲି ଆଶା କରାଯାଏ।…

ବ୍ୟାଟିଂକୁ ନେଇ ଖୁସି ନାହାନ୍ତି ଅଧିନାୟକ

ସିଡ୍‌ନୀ,୨୭ା୧୦: ନେଦରଲାଣ୍ଡ୍ସ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚରେ ଭାରତ ଯଦିଓ ସହଜ ବିଜୟ ହାସଲ କରିଛି, ଅଧିନାୟକ ରୋହିତ ଶର୍ମା କିନ୍ତୁ ତାଙ୍କ ବ୍ୟାଟିଂକୁ ନେଇ ଖୁସି ନ ଥିବା ପ୍ରକାଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ରୋହିତ ୩୯ ବଲ୍‌ରେ…

ମ୍ୟାଚ୍‌ ସମୟରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ୍‌ କଲେ ଯୁବକ: ଭିଡିଓ ଭାଇରାଲ

ସିଡନୀ,୨୭।୧୦: ଟି-୨୦ ବିଶ୍ୱ କପ୍‌ରେ ବର୍ତ୍ତମାନ ସୁପର-୧୨ ମ୍ୟାଚ ଚାଲୁଛି। ଏହିକ୍ରମରେ ଅକ୍ଟୋବର ୨୭ ତଥା ଗୁରୁବାର ଭାରତୀୟ ଓ ନେଦରଲାଣ୍ଡ ମଧ୍ୟରେ ସିଡନୀ କ୍ରିକେଟ ପଡ଼ିଆରେ ମ୍ୟାଚ ଆୟୋଜିତ ହୋଇଥିଲା। ଏହି ମ୍ୟାଚରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ୫୬ରନ୍‌ରେ…

ଜିମ୍ବାଓ୍ବେର ରୋମାଞ୍ଚକ ବିଜୟ: ପାକିସ୍ତାନର ଆଗାମୀ ଯାତ୍ରା କଷ୍ଟକର

ପର୍ଥ,୨୭।୧୦: ପର୍ଥଠାରେ ଗୁରୁବାର ଖେଳାଯାଇଥିବା ସୁପର-୧୨ର ୨୪ତମ ମ୍ୟାଚରେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଜିମ୍ବାଓ୍ବେ ରୋମାଞ୍ଚକ ବିଜୟ ହାସଲ କରିଛି। ଚଳିତ ବିଶ୍ବକପରେ କ୍ରମାଗତ ଭାବେ ପାକିସ୍ତାନର ଏହା ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତଠାରୁ ପରାସ୍ତ…

ନଟ୍‌ଆଉଟ୍‌ ଥିଲେ କେ.ଏଲ୍‌. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ

ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍‌. ରାହୁଲ ପୁଣିଥରେ ଫ୍ଲପ୍‌ ହୋଇଛନ୍ତି। ମାତ୍ର…

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟ୍‌କା

ସିଡନୀ,୨୭।୧୦: ଇଂଲଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ଆଉ ଏକ ଝଟ୍‌କା। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବେଡ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୫ ସଦସ୍ୟ ବିଶିଷ୍ଟ ଦଳରେ ଏକମାତ୍ର ଉଇକେଟକିପର ଓ୍ବେଡ୍‌ଙ୍କଠାରେ ସାମାନ୍ୟ ଲକ୍ଷଣ…

ଟି-୨୦ ବିଶ୍ୱକପ୍‌: ନେଦରଲାଣ୍ଡ୍ସ ବିପକ୍ଷରେ ୫୬ ରନ୍‌ରେ ଜିତିଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ଭାରତ ନେଦରଲାଣ୍ଡ୍ସକୁ ୫୬ ରନ୍‌ରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି ଏବଂ ପରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ସହାୟତାରେ…

ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହିତ ସୁର୍ଯ୍ୟକୁମାର ତାଙ୍କ ରନ ସ୍କୋର…

ନେଦରଲାଣ୍ଡ୍ସକୁ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତିବା ପାଇଁ ଟିମ ଇଣ୍ଡିଆ ୧୮୦ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।…

ବିସିସିଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି: ପୁରୁଷ, ମହିଳା କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’

ନୂଆଦିଲ୍ଲୀ,୨୭।୧୦: ଭାରତରେ କ୍ରିକେଟ ବୋର୍ଡ(ବିସିସିଆଇ) ମହିଳା କ୍ରିକେଟ ଖେଳାଳିଙ୍କ ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକ ଭାରତୀୟ ମହିଳା ଏବଂ ପୁରୁଷ କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’ ଦିଆଯିବ। ବିସିସିଆଇ ସଚିବ ଜୟ ଶାହା ମ୍ୟାଚ ଫି ବିଷୟରେ ଜୟ…

ଟସ୍‌ ଜିତିଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଏବଂ ନେଦରଲାଣ୍ଡ୍ସ ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପାଗ ଖରାପ ଯୋଗ ଟସ୍‌ ବିଳମ୍ବରେ ହୋଇଥିଲା। ଏହି ମ୍ୟାଚ୍‌ ପାଇଁ…

୧୦୪ ରନରେ ବାଂଲାଦେଶର ଶୋଚନୀୟ ପରାଜୟ…

ମେଲବୋର୍ନ,୨୭।୧୦ : ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଗୁରୁବାର ଟି -୨୦ ବିଶ୍ୱକପର ଖେଳାଯାଇଥିବା ୨୨ତମ ମ୍ୟାଚରେ ବାଂଲାଦେଶ ୧୦୪ ରନରେ ଶୋଚନୀୟ ପରାଜୟ ବରଣ କରିଛି। ସିଡନୀରେ ଚାଲିଥିବା ଏହି ଗ୍ରୁପ-୨ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?