ପଣ୍ଟିଂଙ୍କ ଭବିଷ୍ୟବାଣୀ: ଏହି ଦୁଇ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍ ଫାଇନାଲ
ପର୍ଥ,୪।୧୧: ଟି-୨୦ ବିଶ୍ୱକପ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। କେତେକ ଦଳ ଏହି ସମ୍ମାନଜନକ ଟୁର୍ନାମେଣ୍ଟରୁ ପ୍ରାୟ ବାଦ୍ ପଡିଥିବାବେଳେ ଅନେକ ଦଳ ଯୋଗ୍ୟତା ଅର୍ଜନ ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। କେଉଁ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ…
ଯୋଡ଼ିହେବେ ୨.୫ କୋଟି ପିଲା
ଢେଙ୍କାନାଳ ଅଫିସ,୪।୧୧: ଏବେକାର ପିଲା ଇଣ୍ଟରନେଟ୍ ଓ ଟେଲିଭିଜନ ମଧ୍ୟରେ ଅଟକିଯାଉଛନ୍ତି। ସେମାନଙ୍କୁ ପଡ଼ିଆକୁ ଆଣିବା ଏବଂ ବିଭିନ୍ନ ଖେଳରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଫୁଟ୍ବଲ ଖେଳକୁ ପ୍ରୋତ୍ସାହିତ କରିବା ଲାଗି ସାରା ଦେଶରେ ୧୦ ଲକ୍ଷ ବଲ୍…
ପ୍ରଜ୍ଞାନନ୍ଦ, ନନ୍ଦିଧାଙ୍କୁ ଟାଇଟଲ
ନୂଆଦିଲ୍ଲୀ, ୪ା୧୧ (ପି.ଟି.):ଏସିଆନ କଣ୍ଟିନେଣ୍ଟାଲ ଚେସ୍ ଚାମ୍ପିୟନଶିପ୍ରେ ଟପ୍ ସିଡ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନ୍ଦ ଓ ପି.ଭି. ନନ୍ଦିଧା ଯଥାକ୍ରମେ ଓପନ୍ ଓ ମହିଳା କାଟେଗୋରିରେ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରଜ୍ଞାନନ୍ଦ ୯ମ ତଥା ଫାଇନାଲ ରାଉଣ୍ଡରେ ନିଜ ଦେଶର…
ପେନାଲ୍ଟିକୁ ହରମନ୍ପ୍ରୀତଙ୍କ ଗୁରୁତ୍ୱ
ଭୁବନେଶ୍ୱର,୪ା୧୧ (ସ୍ପୋଟର୍ସ ବ୍ୟୁରୋ):ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରୋ ହକି ଲିଗ୍ରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ। ଗୁରୁବାର ଖବରଦାତା ସମ୍ମିଳନୀରେ ପେନାଲ୍ଟି କର୍ନର ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି କୋଚ୍ ଗ୍ରାହାମ୍ ରିଡ୍ ଓ ହରମନ୍ପ୍ରୀତ ସିଂ। ଅନ୍ତିମ…
ରାହିଲଙ୍କ ପାଇଁ ୮ ବର୍ଷ ପ୍ରତୀକ୍ଷାର ଅବସାନ
ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ହକି ପ୍ରୋ ଲିଗ୍ ମ୍ୟାଚରେ ସେ ଏଠାରେ ଭାରତ ପକ୍ଷରୁ ସିନିୟର ସ୍ତରରେ…
‘ଭାରତକୁ ହରାଇଲେ ଜିମ୍ବାଓ୍ବେ ଖେଳାଳିଙ୍କୁ ବାହାହେବି’
ନୂଆଦିଲ୍ଲୀ: ଏବେ ଟି-୨୦ ବିଶ୍ୱ କପ୍ ଚାଲୁଥିବାବେଳେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟୁଇଟ୍ ସାମ୍ନାକୁ ଆସିଛି। ଅଭିନେତ୍ରୀ ଶେହର ସିନୱାରୀ ତାଙ୍କ ଟୁଇଟ୍ରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାବଦରେ ଟିପ୍ପଣୀ ଦେଇଛନ୍ତି। ସେ ଲେଖିଛନ୍ତି,…
ପାକିସ୍ତାନର ସେମି ଆଶା ଉଜ୍ଜୀବିତ
ସିଡ୍ନି,୩।୧୧: ସିଡ୍ନିଠାରେ ଗୁରୁବାର ଟି-୨୦ ବିଶ୍ବକପର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୩ ରନ୍ରେ ପରାସ୍ତ କରିଛି ପାକିସ୍ତାନ। ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୫ ରନ୍…
ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ…
ମେଲବୋର୍ନ,୩।୧୧ : ଟି-୨୦ ବିଶ୍ୱକପର ୩୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଗୁରୁବାର ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ବାବର ଆଜମ୍ଙ୍କ ନେତୃତ୍ୱରେ…
କମିଲା ରୋନାଲଡୋ, କୋହଲିଙ୍କ ଫଲୋଅର୍ସ ସଂଖ୍ୟା
ନୂଆଦିଲ୍ଲୀ,୩।୧୦: ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବିରାଟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା କମିଯାଇଛି। ବୈଷୟିକ ତ୍ରୁଟି ଯୋଗୁ ଉଭୟଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ହ୍ରାସ ପାଇଛି। ଏହି ବୈଷୟିକ ତ୍ରୁଟି ହେତୁ ଲୋକମାନେ ସେମାନଙ୍କର ପୋଷ୍ଟ ଏବଂ…
କୋହଲିଙ୍କ ନାଁରେ ‘ଫେକ୍ ଫିଲ୍ଡିଂ’ ଅଭିଯୋଗ ଆଣିଲେ ବାଂଲାଦେଶ ଉଇକେଟ୍ କିପର
ଆଡିଲେଡ,୩।୧୧: ଟି -୨୦ ବିଶ୍ୱକପ୍ର ୩୫ତମ ମ୍ୟାଚରେ ଡକୱର୍ଥ-ଲୁଇସ ନିୟମ ଆଧାରରେ ଭାରତ ବାଂଲାଦେଶକୁ ପାଞ୍ଚ ରନ୍ରେ ପରାସ୍ତ କରିଛି। ଆଡିଲେଡରେ ହୋଇଥିବା ଏହି ବର୍ଷା ପ୍ରଭାବିତ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଜିତିବା ପାଇଁ ବାଂଲାଦେଶକୁ ଶେଷ ଓଭରରେ ୨୦…
କ୍ୱାର୍ଟର ଫାଇନାଲରେ ପ୍ରମୋଦ
ଭୁବନେଶ୍ୱର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିୟନଶିପ୍ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବୁଧବାର ଅନୁଷ୍ଠିତ ମ୍ୟାଚରେ ସେ ଇଂଲଣ୍ଡର ଓ୍ବିଲିୟମ ସ୍ମିଥଙ୍କୁ ୨୧-୫, ୨୧-୩ରେ ହରାଇ…
ଜାତୀୟ ରାଇଫଲ ଶୁଟରଙ୍କ ପାଇଁ ତାଲିମ ଶିବିର
ଭୁବନେଶ୍ବର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଏକ ୮ ଦିନିଆ ଶୁଟିଂ ପ୍ରଶିକ୍ଷଣ ଶିବିର ଏଠାରେ ଆୟୋଜନ କରାଯିବ। ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ପାଇଁ ମନୋନୀତ ରାଇଫଲ ଶୁଟରମାନେ ଏହି ଶିବିରରେ ପ୍ରଶିକ୍ଷଣ ନେବେ। ଅନ୍ତର୍ଜାତୀୟ…

