ଖେଳ

୨୦୨୪ ଟି-୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ୍ସ

ସିଡନୀ,୭।୧୧: ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ଦଳ ଏକ ବଡ ଓଲଟପାଲଟ କରି ଦକ୍ଷିଣ ଆଫ୍ରିକାକୁ ୧୩ ପରାସ୍ତ କରିଛି। ନେଦରଲାଣ୍ଡ୍ସ ଦଳ ପ୍ରଥମ ଥର ପାଇଁ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବାବେଳେ ଏହା ବିଶ୍ୱକପର ସମସ୍ତ ସମୀକରଣକୁ ନଷ୍ଟ…

ଶୁଟ୍‌ଆଉଟରେ ସ୍ପେନ୍‌କୁ ହରାଇଲା ଭାରତ

ଭୁବନେଶ୍ୱର, ୭।୧୧, (କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ପେନାଲ୍ଟି ଶୁଟ୍‌ଆଉଟରେ ସ୍ପେନ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା।…

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ ଲାଇନ-ଅପ୍‌ ଚୂଡାନ୍ତ: ଜାଣନ୍ତୁ କାହାକୁ ଭେଟିବ ଭାରତ

ମେଲବୋର୍ନ,୬।୧୧: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଭାରତୀୟ ଦଳ ସୁପର-୧୨ରେ ୪ଟି ମ୍ୟାଚ ଜିତି ଗ୍ରୁପ-୨ରେ ପ୍ରଥମ ସ୍ଥାନରେ ରହିଛି। ଏହି ଗ୍ରୁପରେ ପାକିସ୍ତାନ ଦଳ ୩ଟି ବିଜୟ ସହ…

ଜିମ୍ବାଓ୍ବେକୁ ୭୧ ରନ୍‌ରେ ପରାସ୍ତ କଲା ଭାରତ

ମେଲବୋର୍ନ,୬।୧୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସୁପର-୧୨ ରାଉଣ୍ଡର ଶେଷ ଗ୍ରୁପ ମ୍ୟାଚରେ ଭାରତ ୭୧ ରନ୍‌ରେ ଜିମ୍ବାୱେକୁ ପରାସ୍ତ କରିଛି। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍‌-୨ରେ ପାଞ୍ଚଟି ମ୍ୟାଚ…

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ମେଲବୋର୍ନ,୬।୧୧: ଭାରତୀୟ କ୍ରିକେଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ କ୍ରିକେଟ୍‌ କ୍ୟାରିୟରରେ ୨୦୨୨ ବର୍ଷ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ରବିବାର ଜିମ୍ବାୱେ ବିପକ୍ଷରେ ଅପରାଜିତ ୬୧ ସ୍କୋର କରିଛନ୍ତି। ଏହା ହେଉଛି ଚଳିତବର୍ଷ ତାଙ୍କର ୯ମ…

ଗତ ୮ ବର୍ଷରେ କୋହଲିଙ୍କ ଓଜନ ବଢିଛି ମାତ୍ର ଏତିକି ଗ୍ରାମ

ନୂଆଦିଲ୍ଲୀ,୬।୧୧। ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ତଥା ରନ ମେସିନ ବିରାଟ କୋହଲି କେବଳ ଚଳିତ ଦଶନ୍ଧିର ବିପଜ୍ଜନକ ବ୍ୟାଟ୍ସମ୍ୟାନ ନୁହଁନ୍ତି, ବରଂ ସେ ଜଣେ ଫିଟ ଖେଳାଳି ଭାବରେ ମଧ୍ୟ ଜଣାଶୁଣା। ସେ ଦୁନିଆର ସବୁଠାରୁ ଚମତ୍କାର ଫିଲ୍ଡରମାନଙ୍କ ମଧ୍ୟରୁ…

ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୨ ତମ ମ୍ୟାଚରେ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ଏହା ହେଉଛି ସୁପର -୧୨ ରାଉଣ୍ଡର ଶେଷ ମ୍ୟାଚ। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି। ଚାରିଟି ମ୍ୟାଚରୁ ସେ ୬ପଏଣ୍ଟ ପାଇଛନ୍ତି।…

ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିବେ ଏହି ୪ ଟିମ୍‌: ଜାଣନ୍ତୁ କାହା ସହ କାହାର ହୋଇପାରେ ଲଢ଼େଇ…

ନୂଆଦିଲ୍ଲୀ,୬।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ର ସେମିଫାଇନାଲ ଲାଗି ୪ ଟିମ୍‌ ସ୍ଥିର ହୋଇଛି। ରବିବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ବାଲାଂଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏପରି ଭାବେ ଗ୍ରୁପ୍‌-୨ରୁ ଭାରତ ଏବଂ ପାକିସ୍ତାନ କ୍ୱାଲିଫାଏ କରିଛି। ସେହିଭଳି ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ୍‌: ଟସ୍‌ ଜିତିଲା ଭାରତ

ମେଲବୋର୍ନ,୬।୧୧: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ର ଶେଷ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାୱେ ବିପକ୍ଷ…

ସେମିଫାଇନାଲରେ ପାକିସ୍ତାନ…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଓ୍ବିକେଟରେ ପରାଜିତ କରିଛି। ଏହା ସହିତ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ସ୍ବଦେଶ ଫେରିବା ବଦଳରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର

ସିଡନୀ,୬।୧୧: ଜଣେ ୨୯ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍‌ କ୍ରିକେଟର ଦାନୁଷ୍କା ଗୁନାଥିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। କହିରଖୁଛୁ, ଶ୍ରୀଲଙ୍କା ଟିମ୍‌ ଟି୨୦ ବିଶ୍ୱକପ୍‌…

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮ ରନ୍‌…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ନେତୃତ୍ୱରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?