Posted inଖେଳ

ବ୍ରେକ୍‌ ନେଲେ ଅକ୍ଷର; ଖୁବ୍‌ଶୀଘ୍ର ପ୍ରେମିକାଙ୍କ ଧରିବେ ହାତ

ନୂଆଦିଲ୍ଲୀ,୧୫।୧: ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ମେହା ପାଟିଲଙ୍କ ହାତ ଧରିବେ ସେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ବିବାହ ଲାଗି ଅକ୍ଷର ନ୍ୟୁଜିଲାଣ୍ଡ ସିରିଜରୁ ବ୍ରେକ୍‌ ନେଇଥିବା ଜଣାପଡ଼ିଛି।

ମେହା ବୃତ୍ତିରେ ଜଣେ ନ୍ୟୁଟ୍ରିଶିୟାନିଷ୍ଟ। ସେ ସୋସିଆଲ ମିଡିଆରେ ଡାଏଟ୍‌ ପ୍ଲାନ୍‌ ଶେୟାର କରିଥାନ୍ତି। ଦୀର୍ଘଦିନରୁ ସେ ଅକ୍ଷରଙ୍କୁ ଡେଟ୍‌ କରି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦୭ ବର୍ଷ ପରେ କ୍ରିକେଟରେ ଏମିତି କାରନାମା କଲା ଇଂଲଣ୍ଡ

କଲମ୍ବୋ,୨୬।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି ଇଂଲଣ୍ଡ ଦଳ। ଦଳର ଏହି ବିଜୟ ପରେ...

ବିନ୍ନିଙ୍କ ବିରୋଧରେ ଅଭିଯୋଗ ଖାରଜ

ନୂଆଦିଲ୍ଲୀ, ୧୪।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନିଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଏଥିକ୍ସ ଅଫିସର...

ଧୋନୀଙ୍କ ପାଇଁ ଖୁସି ଖବର; ଦଳକୁ ଫେରିବେ ଏହି ଷ୍ଟାର୍‌ ବ୍ୟାଟ୍ସମ୍ୟାନ

ଦୁବାଇ, ୨୬।୯: ଆଇପିଏଲ୍‌ର ଚଳିତ ୧୩ତମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ସିଜନର ପ୍ରଥମ ମ୍ୟାଚ୍‌...

ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍‌ ବୋଲର: ଅସିଫ୍‌

କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍‌ର ବର୍ତ୍ତମାନ ପେସ୍‌ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା...

ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଆଇପିଏଲ୍‌ ଖେଳିବି: ଓ୍ବାର୍ନର

ନୂଆଦିଲ୍ଲୀ,୨୧।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବୁ ବୋଲି ଅଷ୍ଟ୍ରେଲିଆ ତାରକା...

ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି...

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ...

ହୃଦୟର ବ୍ୟଥା ବଖାଣିଲେ ପଞ୍ଜାବ ମାଲିକାଣୀ

ଆଇପିଏଲ ୨୦୨୦ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ‌ପ୍ଲେ ଅଫରେ ସ୍ଥାନ...

Advertisement
Archives

Model This Week