ପେନାଲ୍ କଲୋନୀରେ ବ୍ରିଟନୀ ଗ୍ରୀନର
ମସ୍କୋ,୧୦ା୧୧(ପି.ଟି): ଡ୍ରଗ୍ସ ଚାଲାଣ ମାମଲାରେ ରୁଷିଆରେ ଗିରଫ ହୋଇଥିବା ଆମେରିକୀୟ ବାସ୍କେଟବଲ ଷ୍ଟାର ବ୍ରିଟନୀ ଗ୍ରୀନରଙ୍କୁ ପେନାଲ କଲୋନୀ(ସ୍ବତନ୍ତ୍ର କାରାଗାର)କୁ ପଠାଇ ଦିଆଯାଇଛି। ୮ଥର ଅଲଷ୍ଟାର ସେଣ୍ଟର ଓ ୨ ଥର ଅଲିମ୍ପିକ୍ସ ପଦକ ହାସଲ କରିଥିବା ଗ୍ରୀନରଙ୍କୁ ଅଗଷ୍ଟ ୪…
ଭାରତ ଆଜି ଇଂଲଣ୍ଡକୁ ଭେଟିବ
ଆଡିଲେଡ୍,୧୦ା୧୧(ପି.ଟି): ଚଳିତ ଟି୨୦ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଆଡିଲେଡରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ଏହି ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଏହି ମ୍ୟାଚ ସହିତ ଭାରତ ନିଜର ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ଚଳିତ ଟୁର୍ନାମେଣ୍ଟର ସୁପର-୧୨…
କରାଟେ ରେଫରି ପ୍ରଶିକ୍ଷଣ, ପରୀକ୍ଷା
ଭୁବନେଶ୍ୱର, ୧୦।୧୧ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ କରାଟେ-ଡୋ ଆସୋସିଏଶନ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ରେଫରି ଓ ଜଜ୍ ପ୍ରଶିକ୍ଷଣ ଏବଂ ପରୀକ୍ଷା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ କରାଟେ ସଂଘର ରେଫରି ତଥା କରାଟେ…
ଓଡ଼ିଶାର ଦୀପ୍ଗ୍ରେସ୍ ଉପ ଅଧିନାୟିକା
ନୂଆଦିଲ୍ଲୀ, ୧୦।୧୧: ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ପକ୍ଷରୁ ପ୍ରଥମଥର ପାଇଁ ମହିଳା ନେସନ୍ସ କପ୍ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସ୍ପେନ୍ର ଭାଲେନ୍ସିଆଠାରେ ଏହା ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ଏହା ଗୁରୁତ୍ୱପୂର୍ଣ୍ଣ ଫିକ୍ସଚର।…
ସାନିଆ ମିର୍ଜା, ଶୋଏବ ମଲିକଙ୍କ ତଲାକରେ ଲାଗିଲା ମୋହର!
ଇସଲାମାବାଦ,୧୦ ।୧୧: କିଛିଦିନ ହେବ ଶୁଣିବାକୁ ମିଳୁଛି କି ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ କ୍ରିକେଟର ପତି ଶୋଏବ ମଲିକ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସାନିଆ ମିର୍ଜା ଲଗାତାର ଭାବେ ସୋସିଆଲ ମିଡିଆରେ ଏମିତି…
୧୮ ବର୍ଷରେ ପ୍ରଥମ: ୧୧,୦୦୦ କର୍ମଚାରୀଙ୍କ ଛଟେଇ କରିବ ଫେସବୁକ୍
ନୂଆଦିଲ୍ଲୀ,୯।୧୧: ଟୁଇଟର ପରେ ଫେସବୁକ ଏହାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ(ମେଟା) ବୁଧବାର ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ମଞ୍ଜୁରି ଦେଇଛି। ଏନେଇ କମ୍ପାନୀ…
ସେମିଫାଇନାଲ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଲେ ପାକିସ୍ତାନୀ ଖେଳାଳି, ଦେଲେ ଅଟୋଗ୍ରାଫ
ସିଡନୀ,୯।୧୧: ପାକିସ୍ତାନ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସେମିଫାଇନାଲ ମୁକାବିଲାରେ ୭ ଉଇକେଟରେ ବିଜୟ ଲାଭ କରିଛି। ତେବେ ଏହି ମୁକାବିଲା ପୂର୍ବରୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ…
ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର
ଆଡିଲେଡ,୯।୧୧: ଟି-୨୦ ବିଶ୍ୱକପ୍ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି। ନଭେମ୍ବର ୨ ଆଡିଲେଡରେ ଅଭ୍ୟାସ ଅଧିବେଶନରେ ତାଙ୍କ ଡାହାଣ ହାତରେ…
ଭାରତ ବିପକ୍ଷ ସେମିଫାଇନାଲ ମୁକାବିଲା ପୂର୍ବରୁ ଇଂଲଣ୍ଡକୁ ‘ଡବଲ୍ ଝଟ୍କା’
ଆଡିଲେଡ,୯।୧୧: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଗୁରୁବାର ଆଡିଲେଡ୍ ମଇଦାନରେ ଏହି ମୁକାବିଲା ଖେଳାଯିବ। ଏହା ପୂର୍ବରୁ ଇଂଲଣ୍ଡ ଟିମ୍କୁ ଆଉ ଏକ ଝଟ୍କା ଲାଗିଛି। ଇଂଲଣ୍ଡ ଟିମ୍ର…
ଫାଇନାଲରେ ପାକିସ୍ତାନ
ସିଡନୀ,୯।୧୧: ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ଉଇକେଟରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୫୩ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ପାକିସ୍ତାନ ୩ ଉଇକେଟ…
କ୍ରିକେଟ ପରେ ଟେନିସରେ ଏମିତି ରେକର୍ଡ କଲେ ଧୋନୀ
ରାଞ୍ଚି, ୯।୧୧: ବିଶ୍ୱ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ପରେ ଏବେ ଟେନିସରେ ବି ଜଲଓ୍ବା ଦେଖାଇଛନ୍ତି। ଧୋନୀ ମଙ୍ଗଳବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଝାଡଖଣ୍ଡ ଟେନିସ ଚାମ୍ପିଅନସିପରେ ଖେଳାଳି ଭାବରେ…
ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଖେଳାଳି
ସିଡନୀ,୯।୧୧: ନ୍ୟୁଜିଲାଣ୍ଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଏବେ ସିଡନୀରେ ଖେଳୁଛି। ଏହି ବଡ଼ ମ୍ୟାଚ ପୂର୍ବରୁ କିୱି ଖେଳାଳିମାନେ ଫଟୋଶୁଟ୍ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ଏମିତି କିଛି…

