ନ୍ୟୁଜିଲାଣ୍ଡ ସିରିଜ ପାଇଁ ଡ୍ରାଭିଡ୍ଙ୍କୁ ବିଶ୍ରାମ
ନୂଆଦିଲ୍ଲୀ, ୧୧ା୧୧ (ପି.ଟି): ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କୁ ବିଶ୍ରାମ। ଆସନ୍ତା ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଡ୍ରାଭିଡଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଦଳର ଦାୟିତ୍ୱ ଗ୍ରହଣ କରିବେ। ଏହି ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା…
ଶ୍ରଦ୍ଧାଞ୍ଜଳି, ରାଜେନ୍ଦ୍ର ଆମ୍ବାସାଡର
ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି);ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଫୁଟବଲ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂ ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓଡ଼ିଶାର ଫୁଟବଲ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଏକ ବିବୃତ୍ତି ଜରିଆରେ ଏହା…
ପରାଜୟ ପରେ ଦୁର୍ବଳ ବୋଲିଂକୁ ଦୋଷ ଲଦିଲେ ରୋହିତ
ଆଡିଲେଡ୍,୧୦ା୧୧: ଭାରତର ସେମି ଫାଇନାଲ ପରାଜୟ ପାଇଁ ଦୁର୍ବଳ ବୋଲିଂକୁ ଦୋଷ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଭାରତୀୟ ଦଳ ସେମି ଫାଇନାଲ ମ୍ୟାଚର ଚାପ ଆଗରେ ମୁଣ୍ଡ ନୁଆଁଇବା ସହିତ ପରାଜିତ ହୋଇଥିଲା। ୧୬୯ ରନ୍ ଲକ୍ଷ୍ୟର ପିଛା…
ଗୁଣତିଲକାଙ୍କ ଅଡୁଆ ବଢ଼ିଲା: ବଳାତ୍କାର ସମୟରେ ୩ ଥର ମହିଳାଙ୍କ ତଣ୍ଟି ଚିପିଥିବା ଅଭିଯୋଗ!
ସିଡନୀ,୧୦।୧୧: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣତିଲାକା ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ବେଳେ ଦିନକୁ ଦିନ ତାଙ୍କର ଅଡୁଆ ବଢ଼ିବାରେ ଲାଗିଛି। ବଳାତ୍କାର ସମୟରେ ଅଭିଯୋଗକାରୀ ମହିଳାଙ୍କ ୩ ଥର ତଣ୍ଟି ଚିପିଥିବା ନେଇ ଦାବି କରାଯାଇଛି। ନଭେମ୍ବର ୨ରେ ସିଡନୀର…
ପତ୍ନୀଙ୍କୁ ବିଧାନସଭା ଟିକେଟ ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ,୧୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ୧୦ ନଭେମ୍ବର ଅର୍ଥାତ୍ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ୧୮୨ ଆସନ ପାଇଁ ୧୬୦ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ଭାଜପା ପ୍ରଥମେ ୧ ଡିସେମ୍ବରରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ…
ଭାରତର ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବା ଆଶା ଚୂରମାର୍
ଆଡିଲେଡ,୧୦।୧୧: ଭାରତର ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବା ଆଶ ଶେଷରେ ଚୂରମାର୍ ହୋଇଛି। ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ଭାବେ ପରାଜୟ ହୋଇଛି ଭାରତ। ୧୬୯ ରନ୍ର ଟାର୍ଗେଟ୍କୁ ପିଛା କରି ଇଂଲଣ୍ଡ ୧୬ ଓଭରରେ କୌଣସି ଉଇକେଟ୍ ନ ହରାଇ ଲକ୍ଷ୍ୟ…
କୋହଲିଙ୍କ ‘ବିରାଟ’ ବିଶ୍ୱରେକର୍ଡ
ଆଡିଲେଡ,୧୦।୧୧: ଆଡିଲେଡରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଏଥି ସହ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। କୋହଲି ଟି-୨୦ ଅନ୍ତର୍ଜାତୀୟରେ ୪୦୦୦ ରନ…
ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ୍ ଦେଲା ଭାରତ
ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୧୬୮ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଡିଲେଡ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୬୮ ରନ୍ କରିଛି। ଭାରତ ପକ୍ଷରୁ…
ପୁଣି କେ.ଏଲ୍ ରାହୁଲ ଫ୍ଲପ୍
ଆଡିଲେଡ୍,୧୦।୧୧: ପୁଣି ଫ୍ଲପ ହୋଇଛନ୍ତି ଭାରତୀୟ କ୍ରିକେଟର କେ.ଏଲ୍. ରାହୁଲ। ଇଂଲଣ୍ଡ ବିପକ୍ଷରେ ଗୁରୁବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ସେ ମାତ୍ର ୫ ରନ୍ରେ ଉଇକେଟ ହରାଇଛନ୍ତି। କ୍ରିସ ବୋକ୍ସଙ୍କ ବଲ୍ରେ ସେ କ୍ୟାଚ୍ଆଉଟ୍ ହୋଇଛନ୍ତି। ଫଳରେ ପ୍ରାରମ୍ଭରୁ ଭାରତକୁ…
ସେମିଫାଇନାଲରେ ଟସ୍ ଜିତିଲା ଇଂଲଣ୍ଡ
ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ୍ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ଭାରତ ବ୍ୟାଟିଂ କରିବ। ଇଂଲଣ୍ଡ ଦଳରେ ଦୁଇଟି…
ଶୋଏବଙ୍କଠାରୁ ଅଲଗା ହେବେ କି ସାନିଆ
ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ଖୁବ୍ଶୀଘ୍ର ଆନୁଷ୍ଠାନିକ ଭାବେ ଛାଡପତ୍ର ନେବାକୁ ଯାଉଛନ୍ତି। ପାକିସ୍ତାନ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ…
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ। ଗ୍ରୁପ-୧ରେ ଦ୍ୱିତୀୟ ରହି ଇଂଲଣ୍ଡ ଏବଂ ଭାରତ ଦଳ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ନଭେମ୍ବର…

