ଖେଳ

ସ୍ତ୍ରୀଙ୍କ ପାଇଁ ଭୋଟ ମାଗିଲେ ରବିନ୍ଦ୍ର ଜାଡେଜା

ଗାନ୍ଧୀନଗର,୧୫।୧୧: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବାଙ୍କୁ ଭାରତୀୟ ଜନତା ପାର୍ଟି ଗୁଜରାଟ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଜାଡେଜା ତାଙ୍କ ସ୍ତ୍ରୀଙ୍କ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜାଡେଜା କହିଛନ୍ତି, ତାଙ୍କ ସ୍ତ୍ରୀ ରିଭାବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୋଏବ

ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଶୋଏବ ସାନିଆଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ…

ଭାରତ ବିପକ୍ଷ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଅକଲାଣ୍ଡ,୧୫।୧୧: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସିନିୟର ଓପନର୍‌ ମାର୍ଟିନ ଗୁପଟିଲ ଏବଂ ଭେଟେରାନ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ଓହରିଯାଇଛି।…

ଫିଫା ବିଶ୍ୱକପ୍‌: ଡୋପିଙ୍ଗ୍‌ ପାଇଁ ମୋଓ୍ବାଲାଦ୍‌ ବାଦ୍‌

କାତାର ବିଶ୍ୱକପ୍‌ ପାଇଁ ୨୬ ଜଣିିଆ ସୌଦି ଆରବ ଫୁଟ୍‌ବଲ ଦଳ ଘୋଷଣାର ୪୮ ଘଣ୍ଟା ନ ପୂରୁଣୁ ଡୋପିଙ୍ଗ୍‌ ମାମଲା ଯୋଗୁ ଓ୍ବିଙ୍ଗର ଫହାଦ୍‌ ଅଲ୍‌-ମୋଓ୍ବାଲାଦ୍‌ ବାଦ୍‌ ପଡ଼ିଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ବରୂପ ମୋଓ୍ବାଲାଦ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ହର୍ଭେ…

ମର୍ସିଡିଜ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଲେ ରସେଲ

ସାଓ ପାଓଲୋ, ୧୫ା୧୧: ବ୍ରାଜିଲିଆନ ଗ୍ରାଁ ପ୍ରିରେ ଜର୍ଜ ରସେଲ ମର୍ସିଡିଜ୍‌ ଟିମ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନ୍‌ଙ୍କୁ ୧.୫ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ଏହି ସିଜନରେ…

ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ୧୫।୧୧ୟ(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ଏକ୍କା ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସମ୍ପ୍ରତି ଭାରତୀୟ ଦଳର ଉପଅଧିନାୟିକା ଦାୟିତ୍ୱ ତୁଲାଉଥିବା ଦୀପ୍‌ଗ୍ରେସ୍‌ ଓଡ଼ିଶାର ଦ୍ୱାଦଶ ଖେଳାଳି ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇବେ।…

ଶରଥ କମଲ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର ଆଥଲେଟ…

ଉନ୍ମୋଚିତ ହେଲା ପ୍ୟାରିସ୍‌ ଅଲିମ୍ପିକ୍ସ ମାସ୍କଟ

ପ୍ୟାରିସ୍‌,୧୪ା୧୧: ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପାଇଁ ମାସ୍କଟ ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାଇଁ ଫ୍ରିଜିଆନ୍‌ କ୍ୟାପ୍‌କୁ ଅଲିମ୍ପିକ୍ସ ମାସ୍କଟ ଭାବରେ ଘୋଷଣା କରାଯାଇଛି। ପାରମ୍ପରିକ ଭାବେ ପଶୁ ପକ୍ଷୀଙ୍କୁ ମାସ୍କଟ ଘୋଷଣା କରାଯାଉଥିବା ବେଳେ…

ମୁମ୍ବାଇ ଇଣ୍ଡିଆନ୍ସରୁ ପୋଲାର୍ଡ ରିଲିଜ, ଶାର୍ଦ୍ଦୁଳଙ୍କୁ ନେଲା କୋଲ୍‌କାତା

ନୂଆଦିଲ୍ଲୀ,୧୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଡିସେମ୍ବର ୨୩ରେ ଏହାକୁ ନେଇ ମିନି ଅକ୍ସନ କୋଚିରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ସମସ୍ତ ୧୦ ଟିମ୍‌କୁ ନିଜର ରିଟେନ୍‌ଶନ ତାଲିକା ଦେବାକୁ କୁହାଯାଇଛି।…

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଚାଲିଛି ଫ୍ଲର୍ଟିଂ !

ଓ୍ବେଲିଂଟନ,୧୪।୧୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନ ଥିଲା। ଏହାର ପରିଣାମସ୍ବରୂପ ଦଳ ସେମିଫାଇନାଲରେ ପରାଜିତ ହୋଇ ଟାଇଟଲ ଜିତିବା ସ୍ବପ୍ନ ପୂରଣ କରିପାରି ନ ଥିଲା। ସେଠାରୁ ଫେରିବା ପରେ ଦଳ…

କ୍ରିକେଟର ଏହି ଫର୍ମାଟରୁ ସନ୍ୟାସ ନେବାର ସଙ୍କେତ ଦେଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୪।୧୧: ଆସନ୍ତାବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ସଙ୍କେତ ଦେଇଛନ୍ତି ଆକ୍ରମଣାତ୍ମକ ଅଷ୍ଟ୍ରେଲିୟ ଓପନର ଡେଭିଡ୍‌ ଓ୍ବାର୍ନର। ହେଲେ ସେ ସୀମିତ ଓଭର ଫର୍ମାଟରେ ଖେଳିବା ଜାରି ରଖିବାର ସମ୍ଭାବନା ରହିଛି। ଓ୍ବାର୍ନର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ବୋଧହୁଏ ଟେଷ୍ଟ…

‘କୌଣସି ବିଦେଶୀ ଲିଗ୍‌ରେ ନ ଖେଳିବା ଭାରତ ବିଫଳତାର ପ୍ରମୁଖ କାରଣ’

ନୂଆଦିଲ୍ଲୀ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୨ରେ ସେମିଫାଇନାଲରୁ ବିଦା ହୋଇ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ବିଦେଶୀ ଟି୨୦ ଲିଗ୍‌ରେ ନ ଖେଳିବାର ପରିଣାମ ଭାରତ ଭୋଗିଛି ବୋଲି କୁହାଯାଉଛି। ଅନ୍ୟ ଦେଶର ଖେଳାଳିମାନେ ବିଗ୍‌ ବ୍ୟାସ୍‌ ଲିଗ୍‌ ପରି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?