ଖେଳ

ଭିଜା ମିଳିବା ପରେ ଖୁସି ଜାହିର କଲେ ଜୋକୋଭିଚ

କାନବେରା,୧୭ା୧୧: ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା ଆପାତତଃ ସ୍ପଷ୍ଟ ହୋଇଛି। ୨୦୨୨ ଜାନୁୟାରୀରେ କୋଭିଡ୍‌-୧୯ ଟିକାକରଣ ବିବାଦ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆରୁ…

ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡ଼ିଲେ ରୋନାଲ୍ଡୋ

ଲିସବନ୍‌,୧୭।୧୧: ଫିଫା ବିଶ୍ୱକପ୍‌ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଥିବା ସୂଚନା ମିଳିଛି। ଲିସବନ୍‌ରେ ନାଇଜେରିଆ ବିପକ୍ଷରେ ପର୍ତ୍ତୁଗାଲ ଏହାର ଅଭ୍ୟାସ ମ୍ୟାଚ୍‌ ଖେଳି…

‘ଦ୍ରାବିଡଙ୍କୁ ଏତେ ବ୍ରେକ୍‌ରେ ରହିବାର ଆବଶ୍ୟକତା କ’ଣ ଅଛି’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି ସିରିଜ ଲାଗି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମେତ ଅଧିନାୟକ ରୋହିତ ଶର୍ମା ଏବଂ…

ହାର୍ଦ୍ଦିକଙ୍କ ବଡ ପ୍ରଶଂସକ ପାଲଟିଲେ ଭିଭିଏସ୍‌ ଲକ୍ଷ୍ମଣ

ଓ୍ବେଲିଂଟନ, ୧୭।୧୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଏହି ସିରିଜ ଲାଗି ରୋହିତ ଶର୍ମାଙ୍କ ସମେତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ମିଳିଛି।…

‘ଧୋନୀଙ୍କୁ ଭାରତୀୟ ଟିମ୍‌ର ପରବର୍ତ୍ତୀ କୋଚ୍‌ କରାଯାଉ’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଟିମ୍‌ ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରୁ ବିଦା ହୋଇଥିଲା। ଏହାପରଠାରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଟି୨୦ ଟିମ୍‌ରେ ପରିବର୍ତ୍ତନର…

ଭାରତକୁ ଟ୍ରୋଲ କରୁଥିଲେ, ପାଣ୍ଡ୍ୟା ଦେଲେ ମୁହଁତୋଡ ଜବାବ

ଓ୍ବେଲିଂଟନ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ଉଇକେଟ ପରାଜୟ ପରେ ଟିମ ଇଣ୍ଡିଆ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଥିଲା। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟିମ ଇଣ୍ଡିଆର ଏହି ବିଫଳତାକୁ ପରିହାସ କରିଥିଲେ।…

ଖେଳାଳିଙ୍କୁ ସଫଳତାର ମନ୍ତ୍ର ଦେଲେ ଲକ୍ଷ୍ମଣ

ୱେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ୱେଲିଂଟନ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର କାର୍ଯ୍ୟନିର୍ବାହୀ କୋଚ ଭିଭିଏସ ଲକ୍ଷ୍ମଣ ଟି-୨୦ କ୍ରିକେଟରେ ସଫଳତାର ମନ୍ତ୍ର କହିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦…

ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୧ (କ୍ରୀଡ଼ା ପ୍ରତିନିଧି) ପଟିଆସ୍ଥିତ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ ରାଜ୍ୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ସ୍ମାରକୀ ମହାନ୍ତି ଚାମ୍ପିୟନ ଏବଂ ୟାସିତା ରାଉତ ରନରଅପ୍‌ ହୋଇଛନ୍ତି। ଜୟଲକ୍ଷ୍ମୀ ସାହୁ ଓ ଆଦ୍ୟାଶା…

ଜଗା ୟୁନାଇଟେଡ୍‌ କ୍ଲବ ସେମିରେ

ଢେଙ୍କାନାଳ ଅଫିସ,୧୭ା୧୧: ଢେଙ୍କାନାଳ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସ୍ବର୍ଗତ ଅଧିକାରୀ ସାମଲ ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ୪ର୍ଥ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍‌ବଲ ପ୍ରତିଯୋଗିତା ବୁଧବାର ଢେଙ୍କାନାଳରେ ଆରମ୍ଭ…

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ। ଘରୋଇ କ୍ରିକେଟରେ ଚାଲେଞ୍ଜର ଟ୍ରଫି ଏବଂ ଫ୍ରାଞ୍ଚାଇଜ୍‌ଭିତ୍ତିକ ମହିଳା ଆଇପିଏଲ୍‌ ଦେଶର ଖେଳାଳିଙ୍କ…

ଟେଲିଭିଜନରେ ପ୍ରସାରିତ ହେବ ନାହିଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଖେଳିବ। ତେବେ ଏହି ସିରିଜର ପ୍ରସାରଣ ଟେଲିଭିଜନରେ ହେବ…

ପୁଅର ଅସ୍ଥିକୁ ମୋ’ ସହ ଘରେ ରଖିଛି, ବିସର୍ଜନ କରିବି ନାହିଁ: ରୋନାଲ୍ଡୋ

ନୂଆଦିଲ୍ଲୀ,୧୬।୧୧: ଭାବବିହ୍ବଳ ହୋଇଛନ୍ତି ଷ୍ଟାର ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏକ ସାକ୍ଷାତକାରରେ ପୁଅଙ୍କୁ ହରାଇବାର ଦୁଃଖକୁ ସେ ବଖାଣିଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ ଖରାପ ମୁହୂର୍ତ୍ତ, ଯାହାକୁ କେବେ ବି ଭୁଲି ହେବ ନାହିଁ। ପୁଅଙ୍କ ସ୍ମୃତି ରଖିବାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?