୧୬୫ ବଲ୍ରେ ମାରିଲେ ୪୦୭ ରନ୍; ଦିନିକିଆରେ ବିସ୍ଫୋରକ ବ୍ୟାଟିଂକୁ ନେଇ…
ଶିମୋଗା,୧୩।୧୧: ଅଣ୍ଡର-୧୬ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ଲାଗି ଚର୍ଚ୍ଚାରେ ଣେ ଜଣେ ଯୁବ ଭାରତୀୟ କ୍ରିକେଟର। ସେ ହେଲେ ତନ୍ମୟ ମଞ୍ଜୁନାଥ। ତନ୍ମୟ ୫୦ ଓଭରର ଏକ ମ୍ୟାଚ୍ରେ ୧୬୫ ବଲ୍ରେ ୪୦୭ରନ୍ର ଇନିଂସ ଖେଳିଛନ୍ତି। ସେଥିରେ ୪୮ ଚୌକା ଏବଂ…
ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହେଲା ଇଂଲଣ୍ଡ
ମେଲବୋର୍ନ,୧୨।୧୧: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ୍ ହୋଇଛି। ମେଲବୋର୍ନରେ ଚାଲିଥିବା ଫାଇନାଲ ମ୍ୟାଚରେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ଆଧାରରେ ପାକିସ୍ତାନକୁ ୫ ଉଇକେଟ୍ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି…
ହାତରେ କଳା ପଟି ବାନ୍ଧି ଫାଇନାଲ ଖେଳୁଛନ୍ତି ଇଂଲଣ୍ଡ ଖେଳାଳି
ମେଲବୋର୍ନ,୧୩।୧୧: ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ୍ ୨୦୨୨ର ଫାଇନାଲ ମୁକାବିଲା ଖେଳୁଛି ଇଂଲଣ୍ଡ। ଏହି ମ୍ୟାଚ୍ରେ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ଖେଳୁଥିବା ଦେଖାଯାଇଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇଂଲଣ୍ଡ ଖେଳାଳିମାନେ…
ନୂଆ ଇଂନିସ ଆରମ୍ଭ କରିବେ ସାନିଆ-ଶୋଏବ
ଦୁବାଇ,୧୩।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି ଏକ…
ଇଂଲଣ୍ଡ ପାଇଁ ୧୩୮ ରନ୍ର ବିଜୟ ଲକ୍ଷ୍ୟ…
ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମେଲବୋର୍ନ ଗ୍ରାଉଣ୍ଡରେ ହେଉଥିବା ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ…
ଟସ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ…
ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ମେଲବୋର୍ନ ଗ୍ରାଉଣ୍ଡରେ ହେଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍ ପାକିସ୍ତାନ ବ୍ୟାଟିଂ…
ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…
ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା ହେଉଛି, କିନ୍ତୁ କଳା ବାଦଲ ସମଗ୍ର ସହରକୁ ଘୋଡାଇ ରଖିଛି। ଅନ୍ତିମ ମ୍ୟାଚ ସମୟରେ…
ନର୍ଭସ ନୁହେଁ ଉତ୍ସାହିତ ଅଛି: ବାବର
ମେଲବୋର୍ନ,୧୨।୧୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ଆଉ ଗୋଟିଏ ମ୍ୟାଚ୍ ପରେ ମହାନ କ୍ରିକେଟର ଇମରାନ ଖାଁଙ୍କ ଉପଲବ୍ଧିର ସମକକ୍ଷ ହେବେ। ହେଲେ ସେ ଏଥିପାଇଁ ନର୍ଭସ ହେବା ପରିବର୍ତ୍ତେ ଉତ୍ସାହିତ ଅଛନ୍ତି। କାରଣ ସେ ବିଶ୍ୱକପ୍ରେ ଗତ ୩ ମ୍ୟାଚ୍ରେ…
ପୁଣି ଥରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗ୍ରେଗ୍ ବାର୍କଲେ, ଜୟ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ
ମେଲବୋର୍ନ,୧୨।୧୧: ନ୍ୟୁଜିଲ୍ୟାଣ୍ଡର ଗ୍ରେଗ୍ ବାର୍କଲେ ଶନିବାର ସର୍ବସମ୍ମତି କ୍ରମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି। ବାର୍କଲେଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଜିମ୍ବାୱେର ତାୱେଙ୍ଗୱା ମୁକୁହଲାନି ନିଜ ନାମ ପ୍ରତ୍ୟାହାର କରିନେବାପରେ ବାର୍କଲେ…
‘ମୁଁ ଭାବୁଛି ପାକିସ୍ତାନ ଜିତିବ’
ନୂଆଦିଲ୍ଲୀ,୧୨।୧୧: ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ। ଏହି ମୁକାବିଲାରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ। ପାକିସ୍ତାନ ଟାଇଟଲ ଜିତିଲେ କ୍ରିକେଟ ପ୍ରଶଂସକଙ୍କ…
ମୁଁ ଆଗାମୀ ବିଶ୍ୱକପ୍ରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା: ସେହ୍ବାଗ
ନୂଆଦିଲ୍ଲୀ,୧୨।୧୧: ଭାରତର ଟି୨୦ ବିଶ୍ୱକପ୍ ୨୦୨୨ରେ ବାଜିମାତ୍ କରିବାର ସ୍ବପ୍ନ ଅଧାରେ ରହିଗଲା। ସେମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍ରେ ପରିବର୍ତ୍ତନ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ କହିଛନ୍ତି ଯେ, ସେ…
‘ଓ୍ବାର୍କଲୋଡ୍ ଖାଲି ଭାରତ ପାଇଁ ଖେଳିବା ବେଳେ, ଆଇପିଏଲ୍ରେ ତ କେହି ଥକ୍କା ହେଉନାହଁ’
ନୂଆଦିଲ୍ଲୀ,୧୨।୧୧: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ଖେଳାଳିମାନେ ଆଇପିଏଲ୍ ସମୟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚ୍ରେ ନିରାଶ କରିବାକୁ ନେଇ ପ୍ରଶ୍ନ ଉଠୁଛି।…

