ଦିଲ୍ଲୀ କ୍ୟାପିଟାଲ୍ସର ଶୋଚନୀୟ ପରାଜୟ
ମୁମ୍ବାଇ,୨୨।୪: ଜୋଶ୍ ବଟଲରଙ୍କ ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୨ ଉଇକେଟ ହରାଇ ୨୨୨...
୨୨୩ ରନ୍ର ଟାର୍ଗେଟ ଦେଲା ରାଜସ୍ଥାନ
ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହାକୁ ସଠିକ୍ ପ୍ରମାଣ କରିଥିଲେ ବୋଲର। ରାଜସ୍ଥାନ ରୟାଲ୍ସ...
ସ୍ଥିତି ବିଗୁଡ଼ୁଛି: ଆଇସୋଲେଶନରେ ଦିଲ୍ଲୀର ମୁଖ୍ୟ କୋଚ୍
ମୁମ୍ବାଇ,୨୨।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଚଳିତ ସଂସ୍କରଣରେ କରୋନା ସଂକ୍ରମଣ ଭୟ ବଢ଼ିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ଜଣେ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ...
‘ସନ୍ୟାସରୁ ଫେରି ବିଶ୍ୱକପ୍ ଖେଳ’
ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଏକ ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ୩ ଉଇକେଟରେ ମ୍ୟାଚ୍କୁ ମୁମ୍ବାଇ ହାତରୁ ଚେନ୍ନାଇ ଛଡ଼ାଇ ଆଣିଥିବା ବେଳେ ପୁରା ଲୟରେ...
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ
ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୩୪ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲସ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...
ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ପ୍ରକୋପ: ଆଇସୋଲେଶନରେ ରିକି ପଣ୍ଟିଂ
ମୁମ୍ବାଇ,୨୨।୪: କରୋନା ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ ଥିବା ଆଇପିଏଲ୍ ମ୍ୟାଚରେ ଦିଲ୍ଲୀ ଟିମ୍ର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ବିନା...
ଧୋନୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଜାଡେଜା
ମୁମ୍ବାଇ,୨୨।୪: ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ହିରୋ ଥିଲେ ମହେନ୍ଦ୍ର ସିଂ ଧୋନୀ। ସେ ମାତ୍ର ୧୩ଟି ବଲ୍ରୁ ୨୮ ରନ୍ର...
‘ମୋ ଜୀବନରେ ଭଗବାନ ଭଳି ଆସିଥିଲେ ରାଇନା’
ମୁମ୍ବାଇ,୨୨।୪: ୧୯ ବର୍ଷରୁ କମ୍ ୨୦୨୦ ବିଶ୍ୱକପ୍ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ କାର୍ତ୍ତିକ ତ୍ୟାଗି ପଛକୁ ଫେରି ଚାହିଁ ନାହାନ୍ତି। ସେହି ବର୍ଷ ଆଇପିଏଲ୍ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା। ଆଇପିଏଲର ପ୍ରଥମ ସିଜନରେ...
ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ
ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ରୋହିତ ଶର୍ମା ‘ଶୂନ’ରେ ପ୍ୟାଭିଲିୟନକୁ ଫେରିଥିଲେ। ରୋହିତଙ୍କୁ ଚେନ୍ନାଇ...
ପୋଲାର୍ଡଙ୍କୁ ଉପରକୁ ବଲ୍ ଫୋପାଡିଲେ ବ୍ରାଭୋ: ପ୍ରତିବଦଳରେ ମିଳିଲା ଚୁମ୍ବନ
ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ମ୍ୟାଚ ସମୟରେ ମୂମ୍ବାଇର କିରନ ପୋଲାର୍ଡ ଏବଂ ଚେନ୍ନାଇର ଡ୍ବେନ୍ ବ୍ରାଭୋଙ୍କ ମଧ୍ୟରେ ମଜାଳିଆ ଝଗଡା...
ମୁଣ୍ଡରେ ହାତ ଦେଲେ ରୋହିତ ଶର୍ମା
ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଦୌ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଜିତି ନାହିଁ। ଦଳ କ୍ରମାଗତ ୭ଟି ପରାଜୟ ହାସଲ କରିଛି। ଆଇପିଏଲ ଇତିହାସରେ ୫ଥର ଚାମ୍ପିଅନ ଦଳର ଏହା ସବୁଠାରୁ...
ଶେଷ ବଲରେ ମ୍ୟାଚ୍ ଛଡ଼ାଇ ଆଣିଲେ ଧୋନୀ
ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁବାର ମ୍ୟାଚର ଅନ୍ତିମ ଓଭରରେ ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୩ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦...
Archives


