Posted inଖେଳ

ପୋଲାର୍ଡଙ୍କୁ ଉପରକୁ ବଲ୍‌ ଫୋପାଡିଲେ ବ୍ରାଭୋ: ପ୍ରତିବଦଳରେ ମିଳିଲା ଚୁମ୍ବନ

ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ମ୍ୟାଚ ସମୟରେ ମୂମ୍ବାଇର କିରନ ପୋଲାର୍ଡ ଏବଂ ଚେନ୍ନାଇର ଡ୍ବେନ୍‌ ବ୍ରାଭୋଙ୍କ ମଧ୍ୟରେ ମଜାଳିଆ ଝଗଡା ଦେଖିବାକୁ ମିଳେ। ପୋଲାର୍ଡଙ୍କ ବ୍ୟାଟିଂ ସମୟରେ ଡ୍ବେନ୍‌ ବ୍ରାଭୋ ତାଙ୍କୁ ଧକ୍କା
ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ସମୟରେ କିରନ ପୋଲାର୍ଡ ଷ୍ଟ୍ରାଇକ୍‌ରେ ଥିଲେ,। ପୋଲାର୍ଡ ୧୪ତମ ଓଭରର ଶେଷ ବଲରେ ବ୍ରାଭୋଙ୍କ ବଲରେ ରାକ୍ଷାତ୍ମକ ସଟ ଖେଳିଥିଲେ। ପରେ ବ୍ରାଭୋ ବଲ ଉଠାଇ ସିଧା ପୋଲାର୍ଡ ଆଡକୁ ଫିଙ୍ଗିଦେଲେ। ବଲ ନିଜ ଆଡକୁ ନ ଆସିବା ପାଇଁ ପୋଲାର୍ଡ ବ୍ୟାଟ ସହିତ ବଲ୍‌କୁ ଅଟକାଇଥିଲେ।
ଏହା ପରେ ବ୍ରାଭୋ ଏକ ମଜାଳିଆ ଢଙ୍ଗରେ ପୋଲାର୍ଡ ସହିତ ଲଢିବାକୁ ଯାଇଥିଲେ, କିନ୍ତୁ ବ୍ରାଭୋ ଉପରେ ରାଗିବା ହେବା ପରିବର୍ତ୍ତେ ପୋଲାର୍ଡ ତାଙ୍କୁ ତାଙ୍କ ମୁଣ୍ଡରେ ଚୁମ୍ବନ ଦେଇଥିଲେ। ପୋଲାର୍ଡ ଏବଂ ବ୍ରାଭୋଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମ ଘଟଣା ନୁହେଁ,ପଡ଼ିଆରେ ବ୍ରାଭୋ ଏବଂ ପୋଲାର୍ଡ ପଡିଆରେ ପ୍ରାୟତଃ ମଜା କରନ୍ତି।
ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ କ୍ରମାଗତ ସପ୍ତମ ପରାଜୟର ସାମ୍ନା କରିବାକୁ ପଡିବ। ଏହି ମ୍ୟାଚରେ ମାତ୍ର ୧୪ ରନ ସ୍କୋର କରିବା ପରେ କିରନ ପୋଲାର୍ଡ ଆଉଟ ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଏହି ମ୍ୟାଚକୁ ୩ ଉଇକେଟରେ ଜିତିଛି।

https://twitter.com/Peep_at_me/status/1517159881916416001


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?