Posted inଖେଳ

ଅକ୍ଷରଙ୍କ ପତ୍ନୀ ମେହା କିଏ? ଇନଷ୍ଟାଗ୍ରାମରେ ରିଲ୍‌ କରି ରହିଥାନ୍ତି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୭।୧: ଭାରତୀୟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ବିବାହ କରିଛନ୍ତି। ପ୍ରେମିକା ମେହା ପଟେଲଙ୍କ ହାତ ଧରିଛନ୍ତି ସେ। ଗତ ବର୍ଷ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଥିଲା। ଗୁରୁବାର ଗୁଜରାଟରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜୟଦେବ ଉନାଦକଟଙ୍କ ସମେତ ଅନେକ କ୍ରିକେଟର ସାମିଲ ହୋଇଥିଲେ। ଏହି ବିବାହର ଅନେକ ଫଟୋ ଭାଇରାଲ ହେବା ପରେ ମେହା କିଏ ସେ ନେଇ ଅନେକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

୨୮ ବର୍ଷୀୟ ଅକ୍ଷର ଦୀର୍ଘଦିନରୁ ମେହାଙ୍କୁ ଡେଟ୍‌ କରୁଥିଲେ। ମେହା ପେସାରେ ଜଣେ ଡାଏଟିସିଆନ ଏବଂ ନ୍ୟୁଟ୍ରିଶିୟାନିଷ୍ଟ। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ ଥିବା ବେଳେ ସର୍ବଦା ଡାଏଟ ପ୍ଲାନ ଶେୟାର କରିଥାନ୍ତି। ମେହା ନିଜ ହାତରେ ‘ଏକେଏସ୍‌ଏଚ୍‌’ ନାମକ ଟାଟୁ କରିଛନ୍ତି। ଏହାଛଡ଼ା ତାଙ୍କୁ ରିଲ୍‌ କରିବାକୁ ମଧ୍ୟ ପସନ୍ଦ। ସେ ଇନଷ୍ଟାଗ୍ରାମରେ ଲଗାତାର ରିଲ୍‌ ଶେୟାର କରିଥାନ୍ତି। ତାଙ୍କର ଏଠାରେ ୨୭ ହଜାର ଫଲୋଅର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାର୍ତ୍ତିକଙ୍କୁ ଉଇକେଟକିପିଂ ଦାୟିତ୍ୱ ଦେଇ ଫିଲ୍ଡିଂ କଲେ ଧୋନୀ

ଲଣ୍ଡନ,୨୬।୫- ବର୍ତ୍ତମାନ କ୍ରିକେଟର ଶ୍ରେଷ୍ଠ ତଥା ଦ୍ରୁତତମ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ନ୍ୟୁଜିଲାଣ୍ଡ...

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଭାରତୀୟ ଦଳ ଘୋଷିତ : ଫେରିଲେ ତାରକା ଖେଳାଳି

ନୂଆଦିଲ୍ଲୀ, ୭ା୫ : ଆସନ୍ତା ମାସରେ ଲଡର୍‌ସଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫...

ନେଟ୍‌ ରନରେଟ୍‌ ଛାଡ଼ି ସବୁ ଜିତିଲା ମୁମ୍ବାଇ

ଆବୁଧାବି,୮।୧୦: ଟସ୍‌ ଠାରୁ ଆରମ୍ଭ କରି ମ୍ୟାଚ୍‌ର ଫଳାଫଳ ପର୍ଯ୍ୟନ୍ତ ସବୁ କିଛି ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ତଥାପି ଆବଶ୍ୟକ ନେଟ୍‌ ରନରେଟ୍‌କୁ ହାସଲ...

ଏସୀୟ ଲଢ଼େଇରେ କୋରିଆର ବାଜିମାତ୍‌

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ ଏସୀୟ ଲଢ଼େଇରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି।...

ଆଇସୋଲେଶନରେ ଓ୍ବେଷ୍ଟଇଣ୍ଡିଜ କୋଚ୍‌ ସିମନ୍ସ

ମାଞ୍ଚେଷ୍ଟର, ୨୮।୬: ଓ୍ବେଷ୍ଟଇଣ୍ଡିଜ-ଇଂଲଣ୍ଡ ସିରିଜ ପୂର୍ବରୁ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାପରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଫିଲ୍‌ ସିମନ୍ସଙ୍କୁ ସେଲ୍ଫ...

ଜୟପୁରରେ ପହଞ୍ଚିଲେ

ଜୟପୁର,୧୩।୧୧: ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି ଏହି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା...

ବଳାତ୍କାର ଅଭିଯୁକ୍ତ କୋଚ୍‌ଙ୍କୁ ବ୍ୟାନ କଲା ଏସ୍‌ଏଫ୍‌ଆଇ

ନୂଆଦିଲ୍ଲୀ,୬।୯(ପିଟି): ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଶୁକ୍ରବାର ଗୋଆ ଆସୋସିଏଶନ ଦ୍ୱାରା ବିଦା ହୋଇଥିବା କୋଚ୍‌ ସୁରଜିତ ଗାଙ୍ଗୁଲିଙ୍କୁ ବାସନ୍ଦ କରିଛି। ଗୋଆ ସୁଇମିଂ...

ଅଜୟ ସିଂ ବିଏଫ୍‌ଆଇ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୨(ପି.ଟି.): ଅଜୟ ସିଂ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ...

Advertisement
Archives

Model This Week