ଖେଳ

ଓଏଫ୍‌ସିର ମୁଖ୍ୟ ପାର୍ଟନର ଜିନ୍ଦଲ ପାନ୍ଥର୍ସ

ଭୁବନେଶ୍ୱର, ୨୯ା୧୧ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଓଡ଼ିଶା ଫ୍ରାଞ୍ଚାଇଜ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌(ଓଏଫ୍‌ସି)ର ମୁଖ୍ୟ ପାର୍ଟନର ରହିଛି ଜିନ୍ଦଲ ପାନ୍ଥର୍ସ। ସୋମବାର ଏନେଇ ଜିନ୍ଦଲ ପାନ୍ଥର୍ସ ଏବଂ ଓଏଫ୍‌ସି ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆସନ୍ତା ସିଜନ୍‌ଗୁଡ଼ିକରେ…

ଋତୁରାଜ ଗାଏକ୍ୱାଡ୍‌ଙ୍କ ବିଶ୍ୱ ରେକର୍ଡ

ଅହମ୍ମଦାବାଦ,୨୯ା୧୧(ପି.ଟି.):ବିଜୟ ହଜାରେ ଟ୍ରଫିରେ ଗୋଟିଏ ଓଭରରେ ୪୩ ରନ୍‌ ସଂଗ୍ରହ କରିବା ସହିତ ବିଶ୍ୱ ରେକର୍ଡ କରିଛନ୍ତି ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌। ସୋମବାର ଗୋଟିଏ ଓଭରରେ ୭ ଛକା ମାରିବା ସହିତ ଲିଷ୍ଟ ଏ ରେକର୍ଡ ନିଜ ନାମରେ କରିଛନ୍ତି।…

ଫେରିଲା ହକି ଫିଭର

ଢେଙ୍କାନାଳ ଅଫିସ, ୨୯।୧୧:ଜାନୁୟାରୀ ୧୩ରୁ ଆରମ୍ଭ ହେଉଛି ବିଶ୍ୱକପ୍‌ ହକି। ଏହି ବିଶ୍ୱସ୍ତରୀୟ ଲୋକପ୍ରିୟ କ୍ରୀଡ଼ାର ଆୟୋଜକ ଓଡ଼ିଶା ରହିଥିବାରୁ ରାଜଧାନୀରୁ ରାଉରକେଲା ଯାଏ ସବୁଠି ଏବେ ହକି ଫିଭର। ଏଥିରୁ ବାଦ୍‌ ପଡ଼ିନି ହକିର ଅନ୍ତୁଡ଼ିଶାଳ ଢେଙ୍କାନାଳ। ସ୍ଥାନୀୟ ଷ୍ଟାଡିୟମ୍‌ରେ…

ଉର୍ବଶୀଙ୍କୁ ମିଳିଲା ୨ ଡବ୍ଲ୍ୟୁବିସି ଟାଇଟଲ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ମହିଳା ବକ୍ସର ଉର୍ବଶୀ ସିଂଙ୍କୁ ମିଳିଛି ବଡ଼ ସଫଳତା। ସେ ୨ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଛନ୍ତି। କଲମ୍ବୋରେ ଅନୁଷ୍ଟିତ ୧୦ ରାଉଣ୍ଡବିଶିଷ୍ଟ ମୁକାବିଲାରେ ଥାଇଲାଣ୍ଡ ନ୍ୟାଶନାଲ ଚାମ୍ପିୟନ ଥାନଚାନୋକ ଫାନାନଙ୍କୁ ପରାସ୍ତ କରି ଡବ୍ଲ୍ୟୁବିସି ଇଣ୍ଟରନ୍ୟାଶନାଲ ସୁପର…

୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଡେଭିସ କପ୍‌ ହାତେଇଲା କାନାଡା, ୨୮ ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ହାରିଲା…

ଅଟଓ୍ବା,୨୮।୧୧ : ପ୍ରଥମ ଥର ପାଇଁ କାନାଡା ଡେଭିସ କପ ଟେନିସ ଟାଇଟଲ ଜିତିଛି। ୧୦୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାନାଡା ଡେଭିସ କପରେ ପ୍ରତିଦ୍ୱନ୍ଦ୍ୱିତା କରି ଫାଇନାଲରେ ୨୮ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦ୍ୱିତୀୟ…

ବେଲଜିୟମ ପରାଜୟ ପରେ ହିଂସାକାଣ୍ଡ…

ବ୍ରୁସେଲ୍ସ ,୨୮।୧୧ : କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ବେଲଜିୟମ ଉପରେ ମୋରୋକୋର ବିଜୟ ପରେ ହିଂସା କାଣ୍ଡ ଆରମ୍ଭ ହୋଇଥିଲା। ଏହା ପରେ ବେଲଜିୟମ ପୋଲିସ ଏକ ଡଜନ ଲୋକଙ୍କୁ ଅଟକ ରଖି ଜଣଙ୍କୁ ଗିରଫ କରିଥିଲା।…

ମୟଙ୍କ ଓ ସର୍ବେଶଙ୍କ ଶତକ

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୧୯ବର୍ଷରୁ କମ୍‌ କୁଚବିହାର ଟ୍ରଫିି ରବିବାର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ହରିୟାଣା ଦଳର ଦୁଇଜଣ ଖେଳାଳି ଶତକ ଓ ତିନିଜଣ ଅର୍ଦ୍ଧଶତକ କରି ମ୍ୟାଚକୁ ମଜଭୁତ ସ୍ଥିତିରେ…

ଏଥର ଖର୍ଚ୍ଚ ପରିମାଣ ୧୬ ଗୁଣା ଅଧିକ

ଭୁବନେଶ୍ୱର, ୨୮।୧୧: ଓଡ଼ିଶାରେ ଦ୍ୱିତୀୟଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ପୂର୍ବରୁ ୨୦୧୮ରେ ଏହା ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ ହୋଇଥିଲା। ୨୦୨୩ ହକି ବିଶ୍ୱକପ୍‌ କିନ୍ତୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏହା ଜାନୁୟାରୀ ୧୩ରୁ…

ବିପର୍ଯ୍ୟୟ ସୃଷ୍ଟିକଲା ମରକ୍କୋ

ଦୋହା, ୨୮।୧୧: ଚଳିତ ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ ଘଟାଇଛି ମରକ୍କୋ। ରବିବାର ଅଲ ଥୁମାମା ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍‌ ‘ଏଫ୍‌’ ମ୍ୟାଚରେ ଏହି ଦଳ ବିଶ୍ୱର ୨ ନମ୍ବର ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି। ମରକ୍କୋ ଏବେ…

ଜୟନ୍ତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୧ (କ୍ରୀଡ଼ା ପ୍ରତିନିଧି): ପର୍ତ୍ତୁଗାଲରେ ଚାଲିଥିବା ଆଇଡବ୍ଲ୍ୟୁଏଏସ୍‌ (ଇଣ୍ଟରନ୍ୟାଶନାଲ ହୁଇଲଚେୟାର ଆଣ୍ଡ ଆମ୍ପ୍ୟୁଟି ସ୍ପୋଟର୍‌ସ) ଓ୍ବାଲର୍‌ଡ ଗେମ୍ସର ଟି୪୬/୪୭ ମହିଳା ୨୦୦ ମିଟର ରେସ୍‌ରେ ଓଡ଼ିଶାର ଜୟନ୍ତି ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୨୭.୫୯ ସେକେଣ୍ଡ ସମୟ…

କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୨୮ା୧୧: କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି(କିଟ୍‌)କୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ପକ୍ଷରୁ ଚଳିତ ବର୍ଷର ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର…

ଜାତୀୟ ସାମ୍ବୋରେ ଓଡ଼ିଶା ଦଳ ଭାଗନେବ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି): ମାର୍ଶାଲ ଆର୍ଟର ଅନ୍ୟତମ ଷ୍ଟାଇଲ ସାମ୍ବୋର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭାଗନେବ। ଏହି ପ୍ରତିଯୋଗିତା ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତ ମାସ ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?