ଖେଳ

ଅବସର ଘୋଷଣା କଲେ ମୁରଲୀ ବିଜୟ

ନୂଆଦିଲ୍ଲୀ,୩୦।୧: ଭେଟେରାନ ଇଣ୍ଡିଆ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ୩୮ ବର୍ଷ ବୟସରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ବିଜୟ ୬୧ ଟେଷ୍ଟରୁ ୧୨ଟି ଟେଷ୍ଟ ଶତକ ଏବଂ…

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ଭାଙ୍ଗିଲା ପୁରୁଣା ରେକର୍ଡ

ଲକ୍ଷ୍ନୌ,୩୦।୧: ଲକ୍ଷ୍ନୌରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ଉଇକେଟରେ ଜିତିଛି। ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ମାତ୍ର ୯୯ ରନ ସ୍କୋର କରିପାରିଥିଲା। ତେବେ ୧୦୦ ରନ୍‌ର ଟାର୍ଗେଟକୁ…

ଜୋକୋଭିଚଙ୍କୁ ୨୨ତମ ଗ୍ରାଣ୍ଡସ୍ଲାମ

ମେଲବୋର୍ନ,୩୦ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ସର୍ବିୟାର ନୋଭାକ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ଗ୍ରୀସ୍‌ର ଷ୍ଟିଫାନସ୍‌ ସିତ୍‌ସିପାସ୍‌ଙ୍କୁ ୬-୩, ୭-୬(୪) ଓ ୭-୬(୫)ରେ ପରାସ୍ତ କରିବା ସହିତ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି।…

କିସ୍‌ ପୁରୁଷ ରଗ୍‌ବୀ ଦଳ ବିଜୟୀ

ଭୁବନେଶ୍ୱର, ୩୦ା୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ୟୁନିଭର୍ସିଟିର ରଗ୍‌ବୀ ଷ୍ଟାଡିୟମରେ ନ୍ୟାଶନାଲ ୧୫ଏସ୍‌ ମେନ୍‌ ଡିଭିଜନ-୧ ରଗ୍‌ବୀ ଚାମ୍ପିୟନଶିପ୍‌ ୨୦୨୩ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ କିସ୍‌ ପୁରୁଷ ଦଳ ୨୦-୧୭ରେ ବମ୍ବେ ଜିମ୍‌ଖାନା ଦଳକୁ…

ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ପୁରସ୍କାର

ଭୁବନେଶ୍ୱର, ୩୦ା୧ : ହକି ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ତାୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ଙ୍କୁ ‘ଏଫ୍‌ଆଇଏଚ୍‌ ପ୍ରେସିଡେନ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଇକ୍ରାମ…

ପ୍ରଶଂସା କଲେ ଏଫ୍‌ଆଇଏଚ୍‌ ସଭାପତି

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ୍‌ ଇତିହାସରେ ଚଳିତ ସଂସ୍କରଣର ଆୟୋଜନ ଅନ୍ୟତମ ଶ୍ରେଷ୍ଠ। ହକି ପ୍ରତି ଓଡ଼ିଶା ସରକାରଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ।…

ମହିଳା କ୍ରିକେଟର୍‌ଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଅଭିନନ୍ଦନର ସୁଅ ଛୁଟିଛି। ଅଣ୍ଡର-୧୯ ମହିଳା ଦଳ ରବିବାର ଇଂଲଣ୍ଡ ବିପକ୍ଷରେ ଚମତ୍କାର ୭ ଉଇକେଟ ବିଜୟ ସହ ମହିଳା କ୍ରିକେଟରେ ନିଜର ପ୍ରଥମ ଆଇସିସି ଟାଇଟଲ ଜିତିଛନ୍ତି।…

ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇଲା ଭାରତ

ଲକ୍ଷୌ୍ନ,୨୯।୧: ଲକ୍ଷୌ୍ନ ଏକନା କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଭାରତ ୧-୧ରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଜର୍ମାନୀ ହକି ବିଶ୍ୱକପ୍‌ ଚାମ୍ପିଅନ୍‌

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଜର୍ମାନୀ ହକି ବିଶ୍ୱକପ୍‌ ୨୦୨୩ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩-୩ ଗୋଲ୍‌ରେ…

ଭାରତକୁ ୧୦୦ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଲକ୍ଷ୍ନୌ,୨୯।୧: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୦୦ ରନର ବିଜୟ ଲକ୍ଷ୍ୟ ରଖିଛି। କିୱି ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ଭାରତ ବିପକ୍ଷ ଟି-୨୦ରେ ଏହା…

ଇତିହାସ ରଚିଲା ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି। ଶେଫାଳି ବର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଇତିହାସ ସୃଷ୍ଟି…

ଅଷ୍ଟ୍ରେଲିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଲା ନେଦରଲାଣ୍ଡ୍ସ

ଭୁବନେଶ୍ବର,୨୯।୧(ବ୍ୟୁରୋ): ହକି ବିଶ୍ୱକପର ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ରବିବାର ନେଦରଲାଣ୍ଡ୍ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି। ଫଳରେ ଚଳିତ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ୩ ନମ୍ବରରେ ରହି ନିଜ ଅଭିଯାନ ଶେଷ କରିଛି। ପ୍ରଥମ କ୍ବାର୍ଟରର ୧୨ ମିନିଟରେ ଏକ ପେନାଲ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?