ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଡ଼ ଭୁଲ: ଟିମ୍‌ ଇଣ୍ଡିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ,୨୦।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଟିମ୍‌। ଜାନୁୟାରୀ ୧୮ରେ ହାଇଦ୍ରାବାଦରେ ଦଳ ପ୍ରଥମ ଦିନିକିଆ ଖେଳି ୧୨ ରନ୍‌ରେ ବିଜେତା ହୋଇଥିଲା । ହେଲେ ଏହି ମ୍ୟାଚ୍‌ରେ ଏକ ଭୁଲ୍‌ କରିଛନ୍ତି ଭାରତୀୟ…

ବିଦାୟ ନେଲା ଦକ୍ଷିଣ ଆଫ୍ରିକା

ରାଉରକେଲା ଅଫିସ,୨୦।୧: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ଅଷ୍ଟ୍ରେଲିଆ ୩ ମ୍ୟାଚରୁ ୨ ବିଜୟ ଓ ୧…

ସ୍ଲିମ୍‌-ଟ୍ରିମ୍‌ କ୍ରିକେଟର ଆବଶ୍ୟକ ତ ଫ୍ୟାଶନ୍‌ ଶୋ’କୁ ଯାଅ: ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଘରୋଇ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସରଫରାଜ ଖାଁଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ଗତ ତିନୋଟି ଘରୋଇ ସିଜନରେ ସେ ୨୪୪୧ ରନ୍‌ କରିଛନ୍ତି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଖେଳ ନୁହେଁ…

କୋହଲିଙ୍କୁ ଅନ୍ତିମ ଦିନିକିଆ ନ ଖେଳିବାକୁ ପରାମର୍ଶ ଦେଲେ ଶାସ୍ତ୍ରୀ, ଦେଲେ ସଚିନଙ୍କ ଉଦାହରଣ

ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ୍‌ ଇଣ୍ଡିଆ। ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଉ ଦୁଇଟି ଦିନିକିଆ ବାକି ରହିଛି। ଜାନୁୟାରୀ ୨୧ରେ ରାୟପୁରରେ ଦ୍ୱିତୀୟ ମୁକାବିଲା ଖେଳାଯିବ। ଏହାପୂର୍ବରୁ ଭାରତର ପୂର୍ବତନ…

କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ରାଉରକେଲା ଅଫିସ, ୨୦।୧: ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ବୃହତ୍‌ ବ୍ୟବଧାନ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ…

 ବଢ଼ୁଛି କ୍ରେଜ୍‌: ଲିଜେଣ୍ଡସ୍‌ ଲିଗ୍‌ରେ ଖେଳିବା ନେଇ ସ୍ପଷ୍ଟ କଲେ କ୍ରିସ ଗେଲ୍‌ଙ୍କ ସମେତ ଆଉ ୫ ଭେଟେରାନ୍‌

ନୂଆଦିଲ୍ଲୀ,୨୦।୧: ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫେବୃୟାରୀ ୨୭ରୁ ମାର୍ଚ୍ଚ ୮ ଯାଏ ଖେଳାଯିବ। ଏଥିରେ ଶାହିଦ ଆଫ୍ରିଦି, ମିସବା-ଉଲ୍‌-ହକ୍‌ ଏବଂ ଏସ୍‌. ଶ୍ରୀସନ୍ତଙ୍କ ଭଳି ଭେଟେରାନଙ୍କ ପରେ କ୍ରିସ୍‌ ଗେଲ ସମେତ ଆଉ ୫ ଖେଳାଳି ଖେଳିବା ସ୍ପଷ୍ଟ…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୨୦।୧: ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି। ଶୁକ୍ରବାର କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ପାର୍ଟି…

୪ଟାରେ ଖବରଦାତା ସମ୍ମିଳନୀ କରିବେ ବ୍ରଜଭୂଷଣ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂ ଶୁକ୍ରବାର ଅପରାହ୍ନ ୪ ଟାରେ ଏକ ଖବରଦାତା ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ…

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଆଜିକାଲି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳ ୧୨ ରନ୍‌ରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଭ୍ରମଣକାରୀ ଦଳକୁ ୩୫୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଏହାର…

ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ ଭାରତ

ଭୁବନେଶ୍ୱର,୨୦।୧: କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇ ବିଜୟୀ ହୋଇଛି। ସେହିପରି ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ହରାଇ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଇଲଂଣ୍ଡ…

୨୪ଘଣ୍ଟା ମଧ୍ୟରେ ଡବ୍ଲୁଏଫ୍‌ଆଇରୁ ପଦରୁ ଇସ୍ତଫା ଦିଅନ୍ତୁ ବ୍ରଜଭୂଷଣ: କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୧: ଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଯୌନ ନିର୍ଯାତନା ଓ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ପରେ ଏବେ ବ୍ରଜଭୂଷଣଙ୍କ ଉପରେ ଇସ୍ତଫା ନେଇ ଚାପ ପଡ଼ିଛି। ଅନ୍ୟପଟେ…

କ୍ରସ୍‌ ଓଭର କ’ଣ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି):ଚଳିତ ହକି ବିଶ୍ୱକପ୍‌ର ଗ୍ରୁପ୍‌ ‘ସି’ ଓ ‘ଡି’ର ଲିଗ୍‌ ପର୍ଯ୍ୟାୟ ଗୁରୁବାର ଶେଷ ହୋଇଛି। ଏହି ଦୁଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରି ଯଥାକ୍ରମେ ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?