ଧୋନୀ-ଯୁବରାଜଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ-ହାର୍ଦ୍ଦିକ
ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍ରେ ବିଜେତା ହୋଇ ଟି୨୦ ବିଶ୍ୱକପ୍ ୨୦୨୨ରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ପାଇଁ ୧୬୦ରନ୍ର ଲକ୍ଷ୍ୟ ରହିଥିଲା। ପ୍ରାରମ୍ଭିକ ଉଇକେଟ ପତନ ପରେ ବିରାଟ କୋହଲି…
ନେଦରଲାଣ୍ଡ ୯ ରନ୍ରେ ହାରିଲା…
ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ନେଦରଲାଣ୍ଡ ୯ ରନ୍ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪…
ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍…
ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ ମ୍ୟାଚ୍ରେ ସୋମବାର ନେଦରଲାଣ୍ଡକୁ ବାଲାଂଦେଶ ଭେଟିଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନେଦରଲାଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ନେଦରଲାଣ୍ଡ ଅଧିନାୟକ ସ୍କଟ୍ ଏଡଓ୍ବାର୍ଡଙ୍କ ନେତୃତ୍ୱରେ…
ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୪।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯାଉଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ବିଷୟରେ ଅନେକ ଭେଟେରାନ ନିଜର ମତ ଦେଉଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ…
୧୯ ବର୍ଷର ବିଶ୍ୱରେକର୍ଡ ଭାଙ୍ଗିଲା ଭାରତ
ମେଲବୋର୍ନ,୨୪।୧୦: ଭାରତ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ପାକିସ୍ତାନ ଉପରେ ଏକ ରୋମାଞ୍ଚକ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ଅଷ୍ଟ୍ରେଲିଆର ୧୯ ବର୍ଷ ପୁରୁଣା ଏକ ବିଶ୍ୱ ରେକର୍ଡକୁ ଭାଙ୍ଗିଛି। ଟିମ ଇଣ୍ଡିଆ ଗୋଟିଏ ବର୍ଷ…
ଖୁସିରେ ଡେଇଁଲେ ଗାଭାସ୍କର
ମେଲବୋର୍ନ,୨୪।୧୦: ଟି-୨୦ ବିଶ୍ୱକପ୍ ୨୦୨୨ର ପ୍ରଥମ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ଚାରି ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଆର୍. ଅଶ୍ୱିନ ଶେଷ ବଲରେ ଏକ ରନ ନେଇ ଭାରତକୁ ବିଜୟ ଦେଇଥିଲେ। ଏହି ବିଜୟ ପରେ ପଡ଼ିଆରେ ଉପସ୍ଥିତ ଥିବା…
ପେଦ୍ରୋଙ୍କ ଗୋଲ୍ରେ ଜିତିଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୨୪ା୧୦, (ସ୍ପୋଟର୍ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ୍ ସୁପର୍ ଲିଗ (ଆଇଏସ୍ଏଲ) ମ୍ୟାଚରେ ଓଡ଼ିଶା ଏଫ୍ସି (ଓଏଫ୍ସି) ଚମତ୍କାର ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ୮୬ ତମ ମିନିଟରେ ପେଦ୍ରୋ ଜୋସ୍…
ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା
ଟି୨୦ ବିଶ୍ୱକପ୍ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗ, ମିଥାଲି ରାଜ୍, ହରଭଜନ ସିଂ ଏବଂ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ…
କ୍ୟାରିୟରର ଶ୍ରେଷ୍ଠ ଇନିଂସ କହିଲେ କୋହଲି
ମେଲବୋର୍ନ,୨୩ା୧୦: ପାକିସ୍ତାନ ବିପକ୍ଷ ସୁପର-୧୨ ମ୍ୟାଚରେ ଭାରତ ଅବିଶ୍ୱସନୀ ବିଜୟୀ ହୋଇଛି। ଏଥିରେ ୫୩ ବଲରୁ ଅପରାଜିତ ୮୨ ରନ୍ର ଦମ୍ଦାର ଇନିଂସ ଖେଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ୩୧ ରନ୍ରେ ଭାରତ ୪ ଉଇକେଟ ହରାଇଥିବା ବେଳେ କୋହଲି…
ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା
ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇପଡିଛନ୍ତି। ଏହି ଷ୍ଟାର ଅଲରାଉଣ୍ଡର ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ବୋଲିଂରେ ସେ ମାତ୍ର ୩୦ ରନ…
ବିଜୟ ଆଶା ନ ଥିଲା: ରୋହିତ
ମେଲବୋର୍ନ,୨୩।୧୦: ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ମୋ ପାଇଁ କିଛି କହିବାକୁ କିଛି ଶବ୍ଦ ନାହିଁ। ଶେଷ ଓଭର ସମୟରେ ମୁଁ ଡ୍ରେସିଂ…
ରୋମାଞ୍ଚକ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ
ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପ୍ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ର ହିରୋ ଥିଲେ ବିରାଟ କୋହଲି। ସେ ମାତ୍ର ୫୨ ବଲ୍ରେ ୮୨ ରନ୍ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରି…
Archives


