ରବିବାର ଖେଳାଯିବ ବର୍ଷର ପ୍ରଥମ ବିଶ୍ୱକପ୍, ଭାରତ ପାଇଁ ଇତିହାସ ରଚିବାର ସୂବର୍ଣ୍ଣ ସୁଯୋଗ
ପୋଚେଫଷ୍ଟରୁମ୍,୨୮।୧: ରବିବାର ଅର୍ଥାତ ଜାନୁୟାରୀ ୨୯ ଭାରତର ଅଣ୍ଡର-୧୯ ମହିଳା ଟିମ୍ ଲାଗି ବହୁତ ସ୍ବତନ୍ତ୍ର ରହିବ। ଏହି ଦିନ ଶେଫାଳୀ ବର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍ ପାଖରେ ଇତିହାସ ସୃଷ୍ଟି କରିବା ଏବଂ ନିଜ ଦେଶ ପାଇଁ ପ୍ରଥମ ବିଶ୍ୱକପ୍…
ଫେରୁଛନ୍ତି ଜାଡେଜା, ଭୟଭୀତ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୨୮।୧: ବର୍ତ୍ତମାନ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି। ହେଲେ କ୍ରିକେଟ ପ୍ରଶଂସକଙ୍କ ନଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଉପରେ ରହିଛି। ଫେବୃୟାରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ।…
ସୁଧୁରୁନି ଅର୍ଶଦୀପଙ୍କ ବୋଲିଂ: ପୁଣି ନିଜ ନାମରେ କଲେ ଲଜ୍ଜାଜନକ ରେକର୍ଡ
ରାଞ୍ଚି,୨୮।୧: ଟି୨୦ ବିଶ୍ୱକପ୍ରେ ଉଲ୍ଲେଖନୀୟ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିଲେ ବାମ ହାତୀ ଯୁବ ଦ୍ରୁତ ବୋଲର୍ ଅର୍ଶଦୀପ ସିଂହ। ହେଲେ ଏବେ ତାଙ୍କ ପାଇଁ ‘ନୋ ବଲ୍’ ବଡ ସମସ୍ୟା ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜର ପ୍ରଥମ ଟି୨୦…
ମ୍ୟାଚ୍ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ
ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୧୭୬ ରନ୍ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ…
ଲକ୍ଷ୍ନୌରେ ‘କର ବା ମର’ ମୁକାବିଲା ଖେଳିବ ଭାରତ
ନୂଆଦିଲ୍ଲୀ,୨୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ପରାଜୟର ସାମ୍ନା କରିଥିବା ଟିମ୍ ଇଣ୍ଡିଆ ପାଇଁ ଏହା ‘କର ବା…
ସବାଲେଙ୍କା ଅଷ୍ଟ୍ରେଲିୟ ଓପନ ଟାଇଟଲ ଜିତିଲେ…
ମେଲବୋର୍ନ,୨୮।୧ : ଅଷ୍ଟ୍ରେଲିୟ ଓପନ ୨୦୨୩ର ମହିଳା ସିଙ୍ଗଲ ଇଭେଣ୍ଟରେ ବେଲାରୁଷର ଆରିନା ସବାଲେଙ୍କା ଚାମ୍ପିଅନ ହୋଇଛନ୍ତି। ପ୍ରଥମ ସେଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେ ଖାଜକସ୍ତାନର ଏଲେନା ରାୟବାକିନାଙ୍କୁ ପରାସ୍ତ କରିଛନ୍ତି। ଟାଇଟଲ ମ୍ୟାଚ ରେ ସେ…
୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ୍: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ
ପୋଶ୍ଚେଫଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା), ୨୮।୧(ପି.ଟି.): ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲରେ…
ବେଙ୍ଗଲକୁ ୭ ଉଇକେଟରେ ହରାଇଲା ଓଡ଼ିଶା
ଭୁବନେଶ୍ୱର,୨୮।୧(ସ୍ପୋଟର୍ସ ବ୍ୟୁରୋ): କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ବିଜୟୀ ହୋଇଛି ଓଡ଼ିଶା। ୧୧୨ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା…
୨୧ ରନରେ ହାରିଲା ଭାରତ
ରାଞ୍ଚି,୨୮।୧: ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚକୁ ୨୧ ରନ୍ରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଡାରିଲ ମିଚେଲ ଓ ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟରେ ୧୭୬ ରନ କରିଥିଲା। ଜବାବରେ…
ଦକ୍ଷିଣ ଆଫ୍ରିକା, ୱେଲ୍ସ, ଆର୍ଜେଣ୍ଟନା ବିଜୟୀ
ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍ କ୍ଲାସିଫିକେଶନ ମ୍ୟାଚରେ ଦକ୍ଷିଣ ଆଫ୍ରିକା, ୱେଲ୍ସ ଓ ଆର୍ଜେଣ୍ଟିନା ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ୬-୩ ଗୋଲରେ ମାଲେସିଆକୁ ହରାଇଥିଲା। ବିଜୟୀ…
ଶତକ ମ୍ୟାଚରେ ଭାରତର ବୃହତ୍ ବିଜୟ
ରାଉରକେଲା ଅଫିସ/ଭୁବନେଶ୍ୱର,(କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍ର ଏକ କ୍ଲାସିଫିକେଶନ ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଭାରତର ଏହାଥିଲା ୧୦୦ତମ ବିଶ୍ୱକପ୍ ମ୍ୟାଚ। ବିଶ୍ୱକପ୍ରେ ଭାରତର ଏହା ସର୍ବବୃହତ୍…
ଗୋଞ୍ଜେଲୋ ପିଲାଟ୍ଙ୍କ ବିରଳ ରେକର୍ଡ
ଭୁବନେଶ୍ୱର,୨୮।୧(ସ୍ପୋଟର୍ସ ବ୍ୟୁରୋ): ଜର୍ମାନୀ ଦଳର ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ଗୋଞ୍ଜେଲୋ ପିଲାଟ୍ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ପିଲାଟ୍ଙ୍କ ହାଟ୍ରିକ ବଳରେ ଜର୍ମାନୀ ଫାଇନାଲରେ ପ୍ରବେଶ କରିଛି। ଦୁଇଟି ଭିନ୍ନ ଦେଶ ପକ୍ଷରୁ ବିଶ୍ୱକପ୍…

