Posted inଖେଳ

ଟାଇଟନ୍ସର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୬।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏହାର ହୋମ୍‌ ପିଚ୍‌ରେ ୨୦ ଓଭରରେ ୮ ଉଇକେଟ ହରାଇ ୧୬୨ ରନ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୪ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୨/୮ (ଡେଭିଡ ଓ୍ବାର୍ନର-୩୭, ଅକ୍ଷର ପଟେଲ-୩୬, ସର୍ଫରାଜ ଖାଁ-୩୦, ମହମ୍ମଦ ଶାମି-୩/୪୧, ରଶିଦ ଖାଁ-୩/୩୧, ଆଲଜାରି ଜୋସେଫ-୨/୨୯)। ଗୁଜରାଟ ଟାଇଟନ୍ସ ୧୮.୧ ଓଭରରେ ୧୬୩/୪ (ସାଇ ସୁଦର୍ଶନ-୬୨*, ଡେଭିଡ ମିଲର-୩୧*, ବିଜୟ ଶଙ୍କର-୨୯, ଏଡ଼ରିଚ୍‌ ନର୍ଜେ-୨/୩୯, ମିଚେଲ ମାର୍ଶ-୧/୨୪, ଖଲିଲ ଅହମଦ-୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ସେରେନା, ଫେଡରର ଆଉଟ୍‌

ନ୍ୟୁୟର୍କ,୪।୯: ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ସୁଇଜରଲାଣ୍ଡର ରୋଜର ଫେଡରର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର...

କୋହଲିଙ୍କ ଖରାପ ଫର୍ମକୁ ନେଇ ବଡ଼ ବୟାନ

ପୁଣେ,୨୭।୪: ଦୀର୍ଘଦିନରୁ ବ୍ୟାଟିଂରେ ବିଫଳ ହେଉଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଆଇପିଏଲ୍‌ର ଚଳିତ ସିଜନରେ କୋହଲି ୫ ଇନିଂସରେ ୯, ୦,୦, ୧୨,୧ ରନ୍‌...

ବିବାହ ପରେ ଖେଳ ଶେଷ ବୋଲି କହୁଥିଲେ ଲୋକେ, ଟେଣ୍ଟ ବ୍ରିଜ୍‌ରେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କ୍ରିକେଟର

ନଟିଂହାମ,୮।୮: ଭାରତୀୟ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିଥିଲେ। ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ସେ ଜୀବନସାଥୀ କରିଥିଲେ। ବିବାହ...

ପଦ ଗଲା, ତଥାପି ଫର୍ମକୁ ଫେରିପାରୁନାହାନ୍ତି…

ମୁମ୍ବାଇ,୫।୫: ନିଜ ପଦରୁ ଇସ୍ତଫା ଦେବା ସତ୍ତ୍ୱେ ନିଜ ଫର୍ମକୁ ଫେରିପାରୁନାହାନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଆଇପିଏଲ୍‌ ୨୦୨୨ର ଆରମ୍ଭରୁ ଜାଡେଜାଙ୍କୁ ଚେନ୍ନାଇର...

ମୟଙ୍କ ନୁହନ୍ତି, ରୋହିତଙ୍କ ସହ ଓପନିଂ କରିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟକୁ ଭୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଏହି ସିରିଜ ଲାଗି ନିୟମିତ...

ଭାରତୀୟ କ୍ରିକେଟ୍‌ ଦଳକୁ ଚେତାବନୀ

ଲର୍ଡସ,୧୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଇଂଲଣ୍ଡ ଦଳ ଏଥିରେ ଆଦୌ ବିଚଳିତ...

ଜାଡେଜାଙ୍କୁ ଅନ୍‌ଫଲୋ କଲା ଚେନ୍ନାଇ

ମୁମ୍ବାଇ,୧୨।୫: ଗତ ୧୦ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରି ଦେଇଛି...

ପୃଥ୍ବୀ ଶ’ ରଚିଲେ ଇତିହାସ: ପ୍ରଥମ ଖେଳାଳି ଭାବେ ହାସଲ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୪।୩: ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟ ୨୦୨୧ରେ ମୁମ୍ବାଇ ଅଧିନାୟକ ତଥା ଓପନର୍‌ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଦ୍ୱାରା କି ଚମତ୍କାର ପ୍ରଦର୍ଶନ। ଏହି ସିଜିନ୍‌ରେ...

Advertisement
Archives

Model This Week