ଖେଳ

ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଲା ପୋଲାର୍ଡଙ୍କ ଛକା, ବଲ୍‌ ନେଇ ପଳାଇଲେ ପ୍ରଶଂସକ…

ଶାରଜା,୩୧।୧: ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କିରନ୍‌ ପୋଲାର୍ଡ ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ୟୁଏଇରେ ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦) ଟୁର୍ନାମେଣ୍ଟରେ ପୋଲାର୍ଡ ଏଭଳି ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ପୋଲାର୍ଡ ଏଭଳି ୨…

ହାର୍ଦ୍ଦିକଙ୍କ ଅସନ୍ତୋଷ ପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇକାନା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ପ୍ରଶଂସକଙ୍କ ସହ ଉଭୟ ଟିମ୍‌ ଲାଗି ବହୁତ ନୈରାଶ୍ୟଜନକ ଥିଲା। କାରଣ ଏଥିରେ କେବଳ ବୋଲର୍‌ମାନେ ହିଁ ଖୁସି ହୋଇଥିଲେ। ଏହି…

ପ୍ରଶଂସକଙ୍କ ଲାଗି ଖୁସି ଖବର: ପନ୍ତଙ୍କ ଡିସଚାର୍ଜକୁ ନେଇ ଏଭଳି ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧: ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ସେ ସୁସ୍ଥ ହେଉଥିବା ବେଳେ ଶୀଘ୍ର…

ବିଶ୍ୱ ବିଜେତା ମହିଳା ଦଳକୁ ସମ୍ମାନୀତ କରିବେ ସଚିନ

ନୂଆଦିଲ୍ଲୀ,୩୧।୧: ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ଅଧିକାରୀମାନେ ବୁଧବାର ପ୍ରଥମ ଆଇସିସି ଅଣ୍ଡର-୧୯ ମହିଳା ମହିଳା ଦଳକୁ ସମ୍ମାନୀତ କରିବେ। ଦକ୍ଷିଣ ଆଫ୍ରିକାରେ ଅହମ୍ମଦାବାଦରେ ଟି-୨୦ ବିଶ୍ୱକପ ରବିବାର ପୋଶ୍ଚେଫଷ୍ଟରୁମରେ…

ରାଜ୍ୟ ସିନିୟର କରାଟେ: ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୪ ତମ ରାଜ୍ୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୧୯ ଜିଲ୍ଲାରୁ ମୋଟ ୧୫୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଉତରାଖଣ୍ଡରେ ଆଗାମୀ…

ଟିମ୍‌ ଇଭେଣ୍ଟରେ ଓଡ଼ିଶା ବାଳିକା ରନରଅପ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଟାଏକୋଣ୍ଡୋ ଫେଡେରେଶନ ଅଫ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଜାନୁଆରୀ ୨୭ରୁ ୨୯ ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲିଠାରେ ୩୯ ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସି…

ଫାଇନାଲରେ ଭାରତ

ବଫାଲୋ ପାର୍କ, ୩୧ା୧ (ଏପି): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ କ୍ରିକେଟ ସିରିଜ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଓ୍ବେଷ୍ଟଇଣ୍ଡିଜକୁ ଭାରତ ୮ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ…

ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରତିଯୋଗୀ ମାନେ ୩ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ ଶଟପୁଟରେ ସତ୍ୟନାରାୟଣ ଜେନା (୮.୧୮ ମିଟର) ସ୍ବର୍ଣ୍ଣ ପଦକ ହାସଲ…

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩ ଗୋଲ୍‌ରେ କର୍ନାଟକକୁ ହରାଇ ଦେଇଛି। ଓଡ଼ିଶା ପକ୍ଷରୁ ଅଧିନାୟକ ବାପୁନୀ ବିନ୍ଧାଣୀ (୩ୟ, ୨୨ତମ,…

ତୀର୍ଥଯାତ୍ରାରେ ବାହାରିଲେ ବିରୁଷ୍କା

ନୂଆଦିଲ୍ଲୀ,୩୧।୧: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ମା’ ସରୋଜା କୋହଲିଙ୍କ ସହ ତୀର୍ଥଯାତ୍ରାରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ପୂର୍ବରୁ କୋହଲି ଏବଂ ଅନୁଷ୍କା ଋଷିକେଶରେ ପହଞ୍ଚିଥିଲେ। ଏହି ସମୟରେ ଉଭୟ…

ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୦ା୧: ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏହି…

ହକି ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା

ନୂଆଦିଲ୍ଳୀ,୩୦ା୧: ଗ୍ରାହାମ ରିଡ୍‌ ଭାରତୀୟ ହକି ଦଳର ମୁଖ୍ୟ କୋଚ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ହକି ବିଶ୍ୱକପରେ ଆୟୋଜକ ଭାରତୀୟ ଦଳର ଖରାପ ପ୍ରଦର୍ଶନ କାରଣରୁ ରିଡ୍‌ ଏହି ପଦରୁ ଓହରି ଯାଇଥିବା ଜଣାପଡିଛି। ୨୦୧୯ ଏପ୍ରିଲରେ ରିଡ୍‌ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?