ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ
ଦୁବାଇ,୨୯।୮: ଏସିଆ କପ୍ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପ୍ରଥମେ ୩ଟି ଉଇକେଟ୍ ନେବା ପରେ ୩୩ ରନ୍ର ଏକ ମ୍ୟାଚ୍...
୧୩ ଭାରତୀୟ ବକ୍ସର ଇରାନରେ ନେବେ ପ୍ରଶିକ୍ଷଣ
ନୂଆଦିଲ୍ଲୀ,୨୯ା୮: ଏସିଆନ୍ ବକ୍ସିଂ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ କୁମାର ଭୋରିଆ(୫୧ କିଗ୍ରା) ଓ କବିନ୍ଦର ସିଂ ବିଷ୍ଟ(୫୭ କିଗ୍ରା)ଙ୍କ ନେତୃତ୍ୱରେ ଇରାନରେ ୧୩ ଜଣିଆ ଭାରତୀୟ ବକ୍ସିଂ ଦଳ ପ୍ରଶିକ୍ଷଣ ନେବ। ଭାରତ ୧୦ ଦିନିଆ ଅଭ୍ୟାସ...
ବିଶ୍ୱରେକର୍ଡ କଲେ ହିଟ୍ମ୍ୟାନ୍
ଦୁବାଇ,୨୯।୮: ଏସିଆ କପରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ଏକ ରେକର୍ଡ ସୃଷ୍ଟି କରିଥିଲେ। ସେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି।...
ପାକିସ୍ତାନକୁ ଧୂଳି ଚଟାଇବା ପରେ ପାଣ୍ଡ୍ୟା କହିଲେ,ମୁଁ ଜାଣିଥିଲି…
ଦୁବାଇ,୨୯।୮: ଏସିଆ କପ୍ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ପ୍ରଥମେ ଚମତ୍କାର ବୋଲିଂ କରିବା ପରେ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ...
ଆଧୁନିକ ଅଲିମ୍ପିକ୍ସରେ ଭାରତ
ପ୍ରଥମ ଆଧୁନିକ ଅଲିମ୍ପିକ୍ କ୍ରୀଡ଼ା ୧୮୯୬ ଏଥେନ୍ସରେ ଅନୁଷ୍ଠିତ ହୋଇଥିବାବେଳେ ୧୯୦୦ରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରଥମଥର ପାଇଁ ନର୍ମାନ୍ ପ୍ରିଚାର୍ଡ (ଆଙ୍ଗ୍ଲୋ ଇଣ୍ଡିଆନ୍) ପ୍ରତିନିଧିତ୍ୱ କରିଥିଲେ। ଦେଶରେ ଅଲିମ୍ପିକ୍ ଆନ୍ଦୋଳନ ଏବଂ ୧୯୨୮ ଆମ୍ଷ୍ଟରଡାମ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ...
ଖୋ ଖୋ ଯୋଡ଼ିଛି ନୂଆ ଫର୍ଦ୍ଦ
କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା କ୍ରମେ ଆଗକୁ ବଢ଼ୁଛି। ପ୍ରତିଯୋଗିତା ଆୟୋଜନ ହେଉ କିମ୍ବା ଭିତ୍ତିଭୂମି ପ୍ରସ୍ତୁତି ଅବା ଅଂଶଗ୍ରହଣ, ଏବେ କେବଳ ଗୋଟିଏ କିମ୍ବା ଦୁଇଟି ଖେଳରେ ସୀମିତ ହୋଇ ରହିନାହିଁ। ହକିଠାରୁ ଆରମ୍ଭ କରି କ୍ରିକେଟ୍, ଫୁଟ୍ବଲ, ଆଥ୍ଲେଟିକ୍ସ,...
ଭାରତୀୟ କ୍ରୀଡ଼ା: ୭୫ ବର୍ଷର ଉପଲବ୍ଧି
ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ”ଅମୃତ ମହୋତ୍ସବ“ ପାଳନ କରୁଥିବା ସମୟରେ ଗତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ଐତିହାସିକ ସଫଳତା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ଶୁଭ ସଙ୍କେତ। ଏହି ଅବସରରେ ଭାରତୀୟ କ୍ରୀଡ଼ାର ବିଗତ...
ପାକିସ୍ତାନର ପରାଜୟ ଟିମ୍ର ଭୁଲ ନୁହେଁ: ପୂର୍ବତନ ମନ୍ତ୍ରୀ
ଇସଲାମାବାଦ,୨୯ ।୮: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୟାଦ ଅହମ୍ମଦ ଚୌଧୁରୀ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏସିଆ କପ ଟୁର୍ନାମେଣ୍ଟରେ ଭାରତଠାରୁ ପାକିସ୍ତାନ ପରାଜୟ ସ୍ୱୀକାର କରିବା ପରେ ଫୟାଦ ଅହମ୍ମଦ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି...
ପାକିସ୍ତାନକୁ ୫ ଉଇକେଟରେ ହରାଇଲା ଟିମ୍ ଇଣ୍ଡିଆ
ଦୁବାଇ,୨୮ା୮: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଏସିଆ କପର ଭାରତ-ପାକିସ୍ତାନ ମହାମୁକାବିଲାରେ ୫ ଉଇକେଟରେ ବିଜୟୀ ହୋଇଛି ଭାରତ । ଭାରତ ଏହି ବିଜୟରୁ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି । ଅନ୍ୟପକ୍ଷେ ଭାରତ ଟି-୨୦ ବିଶ୍ୱ...
ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ: ପାକିସ୍ତାନ ୧୪୭ ରନ୍ରେ ଅଲଆଉଟ୍
ଦୁବାଇ,୨୮।୮: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏସିଆ କପ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ ୧୪୮ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ। ଭାରତୀୟ ବେଲରଙ୍କ ପ୍ରଭାବୀ ବୋଲିଂ ଯୋଗୁ ପାକିସ୍ତାନ ୧୯.୫ ଓଭରରେ ୧୪୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପାକିସ୍ତାନ...
ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଲା ଭାରତ
ଦୁବାଇ,୨୮।୮: ଏସିଆ କପ୍ ୧୫ତମ ସିଜିନ୍ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭେଟୁଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଭାରତୀୟ...
‘ବିରାଟଙ୍କ ଡିପ୍ରେସନ୍ ପାଇଁ ଅନୁଷ୍କା ଦାୟୀ’
ଅଭିନେତା କମଲ ରସିଦ ଖାନ ଓରଫ୍ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ ବଲିଉଡ ତାରକାଙ୍କ ଗୋଡ ଟାଣନ୍ତି ନାହିଁ, ବେଳେବେଳେ ବିଭିନ୍ନ କ୍ଷେତ୍ରରେ ପରିଚିତ ଲୋକଙ୍କ...
Archives


