ଖେଳ

ଘରାମି, ମଜୁମଦାରଙ୍କ ଶତକ

ଇନ୍ଦୋର, ୯।୨: ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ସେମିଫାଇନାଲ ବୁଧବାରଠାରୁ ଆରମ୍ଭ ହୋଇଛି। ସୁଦୀପ କୁମାର ଘରାମି ଓ ଅନୁସ୍ତୁପ ମଜୁମଦାରଙ୍କ ଶତକ ସହାୟତାରେ ବେଙ୍ଗଲ ଏଠାରେ ଚାଲିଥିବା ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ସେମିଫାଇନାଲରେ ନିଜର ସ୍ଥିତିକୁ ମଜଭୁତ…

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନାଗପୁର,୯।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଆଜିଠାରୁ ନାଗପୁରରେ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ବିଜୟ…

କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାରୁ ଗୋଟିଏ ପାଦ ଦୂରରେ ଅଶ୍ୱିନ

ନାଗପୁର,୮।୨: ଟେଷ୍ଟ କ୍ରିକେଟରେ ବଡ଼ ଉପଲବ୍ଧି ହାସଲ କରିବାରୁ ଗୋଟିଏ ପାଦ ଦୂରରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ। ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିବା ଅଶ୍ୱିନ ନିଜର ୧୨ ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ନିଜ…

ଅଶ୍ୱିନଙ୍କୁ ନେଇ ସ୍ମିଥଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୨: ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଖେଳିବାକୁ ଡରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି। ବିଶେଷକରି ରବିଚନ୍ଦ୍ରନ ଅଶ୍ୱିନଙ୍କ ଡରରେ ଅଷ୍ଟ୍ରେଲୀୟ ଖେଳାଳି ତାଙ୍କ ଭଳି ବୋଲିଂ କରୁଥିବା ମହେଶ ପିଥିଆଙ୍କୁ ନେଇ ସପ୍ତାହେ ହେଲାଣି ଅଭ୍ୟାସ କରୁଛନ୍ତି। ଏନେଇ ପଚରାଯିବାରୁ ଅଷ୍ଟ୍ରେଲିଆର ଉପ-ଅଧିନାୟକ ଷ୍ଟିଭ୍‌…

ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟ୍‌କା

ନୂଆଦିଲ୍ଲୀ,୮।୨: ଭାରତୀୟ ଟିମ୍‌ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି। କଙ୍ଗାରୁ ଟିମ୍‌ର ତାରକା ଦ୍ରୁତ ବୋଲର କାମେରନ୍‌ ଗ୍ରୀନ ସିରିଜର ପ୍ରଥମ ଟେଷ୍ଟ ଖେଳିବା କଷ୍ଟକର ବୋଲି କୁହାଯାଉଛି। ଏନେଇ ଅଷ୍ଟ୍ରେଲିଆର…

ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଲେ ରୋହିତ ଶର୍ମା

ନାଗପୁର,୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। କଙ୍ଗାରୁ ଦଳ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ସ୍ପିନରଙ୍କୁ…

ଗୁରୁବାରଠାରୁ ବର୍ଡର-ଗାଭାସ୍କର ଟ୍ରଫି: ପୁରୁଣା ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ…

କୋଲକାତା,୮।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ…

ପନ୍ତଙ୍କୁ ଚାପୁଡା ମାରିବାକୁ ଚାହୁଁଛନ୍ତି କପିଲ ଦେବ

ନୁଆଦିଲ୍ଲୀ,୮।୨: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଡିସେମ୍ବର ୩୦ରେ ଏକ ଭୟଙ୍କର କାର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଗୁରୁତର ଆହତ ହେବା ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ପନ୍ତଙ୍କ ଅସ୍ତ୍ରୋପଚାର ହୋଇଛି। ୬ ମାସ…

ମହିଳା ପ୍ରିମିୟର ଲିଗର ସର୍ବାଧିକ ବେସ ପ୍ରାଇସ୍‌ ୫୦ ଲକ୍ଷରେ ୨୪ ଖେଳାଳି, ହରମାନପ୍ରୀତ-ସ୍ମୃତି ସାମିଲ…

ନୂଆଦିଲ୍ଲୀ,୮।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି…

ବିଶ୍ୱର ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଗ୍ୟାରି

ହରାରେ,୮।୨: ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗ୍ୟାରି ବାଲାନ୍ସ ଇତିହାସ ସୃଷ୍ଟି କରିଛନ୍ତି। ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ସେ ଅପରାଜିତ ୧୩୭ ସ୍କୋର କରିଥିଲେ। ଏହା ସହିତ ସେ ଅନ୍ତର୍ଜାତୀୟ…

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ ଅଫିସ,୮।୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାର ମଙ୍ଗଳବାର ତୃତୀୟଦିନ ଉଭୟ ମହିଳା ଓ ପୁରୁଷ ବିଭାଗ ମଧ୍ୟରେ ସୁପର ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଛି। ତୃତୀୟ ଦିନରେ ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚରେ ମହାରାଷ୍ଟ୍ର…

ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୮।୨(ସ୍ପୋଟର୍‌ସ ବ୍ୟୁରୋ): ଦୃଷ୍ଟିବାଧିତଙ୍କ ପାଇଁ ଖେଳାଯାଉଥିବା ଜାତୀୟ ନାଗେଶ ଟ୍ରଫି ୨୦୨୨-୨୩ ପାଇଁ ମଙ୍ଗଳବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମ ମାଝିଙ୍କୁ ଏହି ଦଳର ଅଧିନାୟକ ଏବଂ ଲିଙ୍ଗରାଜ ରାଉତରାଙ୍କୁ ଉପଅଧିନାୟକ ରଖାଯାଇଛି। ଏମ୍‌ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?